Latest Odisha News

BREAKING NEWS

Yearly Archives

2019

ଅନୁଗୁଳ: ବ୍ୟବସାୟୀଙ୍କ ଠାରୁ ୧.୫ ଲକ୍ଷ ଟଙ୍କା ଲୁଟିଲେ ଦୁର୍ବୃତ୍ତ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ ଶାବଳଭଙ୍ଗା ଗ୍ରାମରେ ଜଣେ ବ୍ୟବସାୟୀଙ୍କ ଠାରୁ ଗୁରୁବାର ଦିନ କିଛି ଦୁର୍ବୃତ୍ତ ପାଖାପାଖି ଦେଢ ଲକ୍ଷ ଟଙ୍କା ଲୁଟ୍ କରିଛନ୍ତି । ମିଳିଥିବା ସୂଚନାନୁଯାୟୀ ଡମ୍ବରୁ ସାହୁ ନାମକ ଜଣେ ବ୍ୟବସାୟୀ ଛେଳି କିଣିବାକୁ ଆଜି ଜରପଡା ଅଞ୍ଚଳକୁ…

ଜାପାନରେ ମୋଦୀ, ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବେ

ନୂଆଦିଲ୍ଲୀ : ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ଜାପାନରେ ପହଞ୍ଚିଛନ୍ତି । ଜାପାନର ଓସାକା ବିମାନବନ୍ଦରରେ ମୋଦୀ ପହଞ୍ଚିବା ପରେ ତାଙ୍କୁ ସେଠାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିବା ନେଇ ଜଣାପଡିଛି । ମିଳିଥିବା…

ନ୍ୟୁଜିଲାଣ୍ଡକୁ ୬ ୱିକେଟରେ ପରାସ୍ତ କଲା ପାକିସ୍ତାନ

ଲଣ୍ଡନ: ବିଶ୍ୱକପରେ ବୁଧବାର ଖେଳାଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୬ ୱିକେଟରେ ପରାସ୍ତ କରି ପାକିସ୍ତାନ ବିଜୟ ହାସଲ କରିଛି । ନ୍ୟୁଜିଲାଣ୍ଡର ୨୩୬/୬ ସ୍କୋର ଜବାବରେ ପାକିସ୍ତାନ ୪୯.୧ ଓଭରରେ ୪ ୱିକେଟ ବିନିମୟରେ ୨୪୧ ରନ କରି ବିଜୟ ହାସଲ କରିଛି । ପାକିସ୍ତାନ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ ତା୨୭-୦୬-୨୦୧୯ ଗୁରୁବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଜୁନ ତା ୨୭ ରିଖ ଗୁରୁବାର ବାର ମିଥୁନ ୧୩ ଦିନ ଆଷାଢ ମାସ କୃଷ୍ଣ ପକ୍ଷ ଦଶମୀ ତିଥି ଅଶ୍ବିନୀ ନକ୍ଷତ୍ର ମେଷ ଚନ୍ଦ୍ର ଘାତ ବାର-: ତୁଳା ଓ କୁମ୍ଭ ରାଶିର ଘାତ…

କାଳିଆ ଯୋଜନା: ସନ୍ତୋଷଜନକ ଉତ୍ତର ନ’ପାଇ ମନ୍ତ୍ରୀଙ୍କୁ ଘେରିଲେ ବିରୋଧୀ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ବୁଧବାର ଦିନ କାଳିଆ ଯୋଜନାକୁ ନେଇ ମନ୍ତ୍ରୀଙ୍କ ଉତ୍ତର ସନ୍ତୁଷ୍ଟ କରିପାରିନଥିଲା ବିରୋଧୀ ସଦସ୍ୟଙ୍କୁ । ଏହାକୁ ନେଇ ଗୃହରେ କିଛି ସମୟ ଲାଗି ପାଟିଗୋଳ ହୋଇଥିବାର ଦେଖାଯାଇଥିଲା । ରାଜ୍ୟ କୃଷି ମନ୍ତ୍ରୀ କାଳିଆ ଯୋଜନାକୁ ନେଇ ଉତଥାପନ ହୋଇଥିବା ଏକ ପ୍ରଶ୍ନର…

ରାଜ୍ୟସଭା ଉପ ନିର୍ବାଚନ: କାଏମ ରହିଲା ଅମର, ଅଶ୍ୱିନୀ ଓ ସସ୍ମିତଙ୍କ ପ୍ରାର୍ଥୀପତ୍ର

ଭୁବନେଶ୍ୱର: ରାଜ୍ୟସଭା ଉପ ନିର୍ବାଚନ ଲାଗି ଶାସକ ବିଜେଡ଼ି ଓ ବିଜେପି ପକ୍ଷରୁ ଯେଉଁ ତିନିଜଣ ପ୍ରାର୍ଥୀ ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିଥିଲେ ତାହା ଯାଞ୍ଚ ପରେ କାଏମ ରହିଛି । ଓଡ଼ିଶାରେ ଖାଲି ପଡ଼ିଥିବା ୩ଟି ରାଜ୍ୟସଭା ଆସନ ଲାଗି ଉପ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ଏଥିଲାଗି…

କାଳବୈଶାଖୀ ଆଶଙ୍କା: ୬ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା

ଭୁବନେଶ୍ୱର : ରାଜ୍ୟର ପ୍ରାୟ ୬ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଦିନ ଆକଳନ କରାଯାଇଛି । ବିଭାଗ ପକ୍ଷରୁ ଜାରି ବୁଲେଟିନ୍ ଅନୁଯାୟୀ ରାୟଗଡା, ନୂଆପଡା, ସୁନ୍ଦରଗଡ, ମୟୁରଭଞ୍ଜ, ମଳାହାଣ୍ଡି ଓ ବରଗଡ…

ଜୁନ୍ ୩୦ରୁ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା: ସିଇସି

ଭୁବନେଶ୍ୱର: ଉତ୍ତର ବଙ୍ଗୋପ ସାଗରରେ ଏକ ଲଘୁଚାପ ଘନୀଭୂତ ହେବା ସମ୍ଭାବନା ଥିବାରୁ ଆସନ୍ତା ଜୁନ୍ ୩୦ରୁ ସାରା ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାର ଠିକ୍ ଗୋଟିଏ ଦିନ ପରେ ଅର୍ଥାତ୍ ଜୁଲାଇ ୧ ତାରିଖ ଦିନ ଏହି ଲଘୁଚାପ ଡିପ୍ରେସନ୍ର ରୂପ ନେବ ବୋଲି ଶିକ୍ଷା ଓ ଅନୁସନ୍ଧାନ…

ପାକିସ୍ତାନ ବିପକ୍ଷରେ ନ୍ୟୁଜିଲାଣ୍ଡର ବ୍ୟାଟିଂ ବିପର୍ଯ୍ୟୟ

ଏଜବାଷ୍ଟନ: ବିଶ୍ୱକପ ସେମିଫାଇନାଲରେ ସ୍ଥାନ ପାଇବାକୁ ପାକିସ୍ତାନ ଦଳ ଆଜି ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ଜିତିବା ଲାଗି ନିଜର ସମସ୍ତ ଶକ୍ତି ପ୍ରଦର୍ଶନ କରୁଛି । କିୱି କ୍ୟାପଟେନ ୱିଲିୟମସନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ମଧ୍ୟ ଦଳର ବ୍ୟାଟିଂ ବିପର୍ଯ୍ୟୟ ଘଟିଛି…

ଗୀତ ଗାଇ ଧମାଲ୍ କଲେ ଏସପି ସାରା ଶର୍ମା, ଦେଖନ୍ତୁ ଭିଡିଓ

ପାରଳାଖେମୁଣ୍ଡି : ଗଜପତି ଏସପି ସାରା ଶର୍ମା ମହିଳା ସଶକ୍ତିକରଣ ଉପରେ ଏକ ଚମତ୍କାର ଗୀତ ଗାଇଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି । https://youtu.be/_TkNikMPDIM ଗଣମାଧ୍ୟମକୁ ସୂଚନା ଦେଇ ବୁଧବାର ଦିନ ଏସପି କହିଛନ୍ତି, ମହିଳା ତଥା…