ଶକ୍ତିଶାଳୀ ସିଙ୍ଗାପୁରକୁ ହରାଇ ଇତିହାସ ରଚିଲା ଭାରତୀୟ ମହିଳା ରଗବୀ ଟିମ୍
ଭୁବନେଶ୍ୱର: ଭାରତୀୟ ମହିଳା ରଗବୀ ଦଳ ଏସିଆ ରଗବୀ ଚାମ୍ପିୟନିସିପର ଏକ ମ୍ୟାଚରେ ଟୁର୍ଣ୍ଣାମେଣ୍ଟର ଟପ ର୍ୟାଙ୍କ ସିଙ୍ଗାପୁର ମହିଳା ଦଳକୁ ପରାସ୍ତ କରିଛି । ଭାରତୀୟ ରଗବୀ ଦଳ ଲାଗି ଏହା ଏକ ବଡ଼ ସଫଳତା । ଭାରତୀୟ ଦଳ ସିଙ୍ଗାପୁର ଦଳକୁ ୨୧-୧୯ ପଏଣ୍ଟରେ ପରାସ୍ତ କରି କାଂସ୍ୟ ପଦକ ହାସଲ…