ସହିଦଙ୍କ କଫିନରେ ଦଳୀୟ ପତାକା ଘଟଣା: ୩ ଜଣଙ୍କୁ ନିଲମ୍ବନ କଲା ବିଜେଡ଼ି
ଭୁବନେଶ୍ୱର: ସହିଦ ଓଡ଼ିଆ ଯବାନ ଅଜିତ ସାହୁଙ୍କ କଫିନ ଉପରେ ଦଳୀୟ ପତାକା ଘୋଡ଼ାଇବା ଘଟଣାର ତଦନ୍ତ ଆଦେଶ ଦେବା ସହିତ ଏଥିରେ ସମ୍ପୃକ୍ତ ଥିବା ୩ଜଣଙ୍କୁ ନିଲମ୍ବନ କରିଛି । ଏହି ଘଟଣାରେ କଟକ ଜିଲ୍ଲାର ସମ୍ପୃକ୍ତ ଥିବା ଦଳର ତିନିଜଣ ସଦସ୍ୟ ବିନୋଦ କୁମାର ମାଝୀ, ସନ୍ତୋଷ କୁମାର ସାହୁ ଏବଂ…