Latest Odisha News

BREAKING NEWS

Yearly Archives

2019

ଜୁନ୍ ୨୧ରେ ପ୍ରକାଶ ପାଇବ ଯୁକ୍ତ ୨ କଳା ଓ ବାଣିଜ୍ୟ ରେଜଲ୍ଟ

ଭୁବନେଶ୍ୱର : ଆସନ୍ତା ଜୁନ୍ ୨୧ ତାରିଖରେ ଯୁକ୍ତ ୨ କଳା ଓ ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ ପ୍ରକାଶ ପାଇବ ବୋଲି ବୁଧବାର ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ପ୍ରଦାନ କରିଛନ୍ତି । ରାଜଧାନୀର ଗୀତଗୋବିନ୍ଦ ଅଡିଟୋରିୟମରେ ଅପରାହ୍ନ ୩ଟା ୩୦ମି. ବେଳେ ଏହି…

୧୨ ବର୍ଷ ପରେ ପୁଣି ଫେରୁଛନ୍ତି ଶିଳ୍ପା ସେଟ୍ଟି

ଶିଳ୍ପା ସେଟ୍ଟିଙ୍କ ଫ୍ୟାନଙ୍କ ପାଇଁ ଖୁସିର ଖବର । ୧୨ ବର୍ଷ ପରେ ପୁଣି ବଡ ପରଦାକୁ ଫେରୁଛନ୍ତି ସୁନ୍ଦରୀ ଶିଳ୍ପା । ବିବାହ ପରଠୁଁ ପିଲ୍ମରୁ ଦୂରେଇ ଯଇଥିଲେ ଶିଳ୍ପା । ସର୍ବଦା ଫିଟନେସକୁ ନେଇ ଚର୍ଚ୍ଚାରେ ରହୁଥିବା ଶିଳ୍ପାଙ୍କୁ ଅନେକ ରିୟାଲିଟି ଶୋରେ ମଧ୍ୟ ଦେଖିବାକୁ ମିଳୁଥିଲା ।…

ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ

ଭୁବନେଶ୍ୱର : ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)ର ଉଭୟ ଅନଲାଇନ ଓ ଅଫଲାଇନର ପରୀକ୍ଷା ଫଳ ବୁଧବାର ଦିନ ପ୍ରକାଶ ପାଇଛି । ରାଜ୍ୟ ସଚିବାଳୟରେ ଆଜି ଦିନ ୧୨ଟା ବେଳେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଏବଂ ବିଭାଗୀୟ କମିଶନର-ତଥା-ସେକ୍ରେଟାରୀ ସଞ୍ଜୟ…

ଲୋକସଭାର ନୂଆ ବାଚସ୍ପତି ହେଲେ ଓମ୍ ବିର୍ଲା

ନୂଆଦିଲ୍ଲୀ : ବିଜେପି ସାଂସଦ ଓମ୍ ବିର୍ଲା ସପ୍ତଦଶ ଲୋକସଭାର ନୂତନ ବାଚସ୍ପତି ଭାବେ ବୁଧବାର ଦିନ ନିର୍ବାଚିତ ହୋଇଛନ୍ତି । ଶ୍ରୀଯୁକ୍ତ ବିର୍ଲା ଆଜି ନିଦ୍ୱନ୍ଦରେ ନିର୍ବାଚିତ ହେବା ପରେ ସର୍ବସମ୍ମତି କ୍ରମେ ବାଚନିକ ଭୋଟ ମାଧ୍ୟମରେ ନିର୍ବାଚିତ ହୋଇଛନ୍ତି । ଏନେଇ ଏକ ଜାତୀୟ ଗଣମାଧ୍ୟମ…

ଆଜି ଗାଁରେ ପହଞ୍ଚିବ ଓଡିଆ ସହିଦ ଯବାନଙ୍କ ମରଶରୀର

ଭୁବନେଶ୍ୱର : ଜମ୍ମୁ-କାଶ୍ମୀରରେ ସୋମବାର ଦିନ ହୋଇଥିବା ଆଇଇଡି ବିସ୍ଫୋରଣରେ ସହିଦ ହୋଇଥିବା ଓଡିଆ ଯବାନ ଅଜିତ ସାହୁଙ୍କ ପାର୍ଥୀବ ଶରୀର ଆଜି ଓଡିଶାରେ ପହଞ୍ଚିବ । ପ୍ରାପ୍ତ ସୂଚନାନୁଯାୟୀ ଏହି ଓଡିଆ ଯବାନଙ୍କ ପାର୍ଥୀବ ଶରୀର ମଙ୍ଗଳବାର ପ୍ରାୟ ସନ୍ଧ୍ୟା ୬ଟା ବେଳେ ଭୁବନେଶ୍ୱର ସ୍ଥିତ ବିଜୁ…

ଉଜୁଡ଼ା ଖେଳର ସଂସାର

 ପଲିଟିକ୍ସ ଫଲିଟିକ୍ସ  ଉଜୁଡ଼ା ଖେଳର ସଂସାର ଜ୍ୟୋତି ପ୍ରକାଶ ମହାପାତ୍ର ଖେଳିବାଟା ଗୋଟେ ନିଶା । ସ୍କୁଲରୁ ଆସି ବ୍ୟାଗ୍ ଫିଙ୍ଗି ଦେଇ ପାଖ ପଡ଼ିଆକୁ ଦଉଡ଼ି ଯିବା ଥିଲା ନିୟମିତ ଅଭ୍ୟାସ । ଆଗ କ୍ରିକେଟ୍ । ପୁଣି କ୍ରିକେଟ୍ ସରିଲେ ଷ୍ଟମ୍ପ ଉପାଡ଼ି ସେଥିରେ ହକି ଖେଳ । ବର୍ଷାଦିନିଆ…

ଆଜି ପ୍ରକାଶ ପାଇବ ଓଜେଇଇ ପରୀକ୍ଷା ଫଳ

ଭୁବନେଶ୍ୱର : ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)ର ଉଭୟ ଅନଲାଇନ ଓ ଅଫଲାଇନର ପରୀକ୍ଷା ଫଳ ବୁଧବାର ଦିନ ପ୍ରକାଶିତ ହେବ । ରାଜ୍ୟ ସଚିବାଳୟରେ ଆଜି ଦିନ ୧୨ଟା ବେଳେ ବୈଷୟିକ ଶିକ୍ଷା ବିଭାଗ ଦ୍ୱାରା ପରୀକ୍ଷା ଫଳ ଘୋଷଣା କରାଯିବା ନେଇ ସୂଚନା ମିଳିଛି । ପରୀକ୍ଷାର୍ଥୀମାନେ…

ବଢିଲା ଖରାଛୁଟି, ଜୁନ ୨୬ରେ ଖୋଲିବ ରାଜ୍ୟର ସମସ୍ତ ସ୍କୁଲ

ଭୁବନେଶ୍ୱର: କ୍ରମାଗତ ଭାବେ ଗ୍ରୀଷ୍ମ ଉତ୍ତାପକୁ ଲକ୍ଷ୍ୟ କରି ଓଡ଼ିଶା ରାଜ୍ୟ ସରକାର ଗ୍ରୀଷ୍ମ ଅବକାଶ ବା ଖରାଛୁଟିର ଅବଧିକୁ ବୃଦ୍ଧି କରିଛନ୍ତି । ଆସନ୍ତା ଜୁନ ୨୫ ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟ ଛୁଟି ରହିବା ନେଇ ମଙ୍ଗଳବାର ଦିନ ସରକାର ଏକ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି ।…

ନାରୀ ଶକ୍ତିର ପ୍ରତୀକ: ବାରିପଦାରେ ଦେବୀ ସୁଭଦ୍ରାଙ୍କ ରଥଯାତ୍ରା

ଭୁବନେଶ୍ୱର/ବାରିପଦା: ଏବେ ବିଶ୍ୱର ବିଭିନ୍ନ ଦେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେଉଛି, କିନ୍ତୁ ବାରିପଦାର ରଥଯାତ୍ରାରେ ଥାଏ ସ୍ୱତନ୍ତ୍ରତା । ଏପରି କି ପୁରୀ ରଥଯାତ୍ରାଠାରୁ ମଧ୍ୟ ଏଠାରେ ଭିନ୍ନତା ପରିଲକ୍ଷିତ ହୋଇଥାଏ । ଅନ୍ୟସ୍ଥାନରେ ରଥଟଣା ଗୋଟିଏ ଦିନରେ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ଆଜିର ରାଶିଫଳ ତା ୧୯-୦୬-୨୦୧୯ ବୁଧବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଜୁନ ତା ୧୯ ରିଖ ବୁଧବାର ମିଥୁନ ୦୫ ଦିନ ଆଷାଢ ମାସ କୃଷ୍ଣ ପକ୍ଷ ଦ୍ବିତୀୟା ତିଥି ପୂର୍ବାଷାଢା ନକ୍ଷତ୍ର ଧନୁ ଚନ୍ଦ୍ର ଘାତ ବାର-: କର୍କଟ ରାଶିର ଘାତ…