Latest Odisha News

BREAKING NEWS

Yearly Archives

2019

୫୭ ବିଦେଶାଗତ ପକ୍ଷୀଙ୍କ ମୃତଦେହ ଉଦ୍ଧାର, ଗିରଫ ହେଲେ ୨ ଶିକାରୀ

ଟାଙ୍ଗୀ: ଅବାଧ ପକ୍ଷୀ ଶିକାର ନେଇ ଅଭିଯୋଗ ହେବାପରେ ବନବିଭାଗ ପକ୍ଷରୁ ଚିଲିକା ଅଞ୍ଚଳରେ ଚଢାଉ କରାଯାଇ ପ୍ରାୟ ୫୭ ବିଦେଶାଗତ ପକ୍ଷୀଙ୍କ ମୃତଦେହ ଜବତ କରାଯାଇଥିଲା । ଏହି ଘଟଣାରେ ବିଭାଗ ପକ୍ଷରୁ ୨ ଶିକାରୀଙ୍କୁ ଗିରଫ କରାଯାଇଛି । ଏଯାବତ୍ ଗିରଫ ଶିକାରୀମାନଙ୍କର ପରିଚୟ ମିଳିପାରିନାହିଁ ।…

ତାମିଲ ସିନେମାରେ ଓଡ଼ିଆ ହିରୋ ସବ୍ୟସାଚୀ

ଭୁବନେଶ୍ୱର: ଓଡିଶା ସିନେ ଜଗତର ସୁପରଷ୍ଟାର ସବ୍ୟସାଚୀ ନିଜ ଫିଲ୍ମ କ୍ୟାରିଅରରେ ଆଉଗୋଟେ ପାଦ ଆଗକୁ ଯାଇଛନ୍ତି । ତାମିଲ ସିନେମାରେ ଅଭିନୟ କରିବାକୁ ଯାଉଛନ୍ତି ସବ୍ୟସାଚୀ । ତାମିଲ ସିନେମା 'ନାଦିର ଧିନା'ରେ ନଜର ଆସିବେ ସବ୍ୟ। 'ନାଦିର ଧିନା'ରେ ସବ୍ୟସାଚୀ ମୁଖ୍ୟ ଭୂମିକାରେ ନଜର…

ଅଜଣା ଗାଡି ଧକ୍କାରେ ୨ ମହିଳା ମୃତ

କଟକ: କଟକ ଜିଲ୍ଲାର ବଡମ୍ବା ଥାନା ଅନ୍ତର୍ଗତ ରତାପାଟ ନିକଟରେ ରବିବାର ଦିନ ୨ ଜଣ ମହିଳା ଶୌଚ ସାରି ଫେରୁଥିବା ବେଳେ ଏକ ଅଜଣା ଦ୍ରୁତଗାମୀ ଗାଡି ସୋମନଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଦୁହିଁଙ୍କ ମୃତ୍ୟୁ ଘଟିଛି । ମୃତକ ଦ୍ୱୟଙ୍କ ନାମ ରଙ୍ଗବତୀ ସାହୁ ଓ ତାରା ନାୟକ ବୋଲି…

ପ୍ରଖ୍ୟାତ ଗାୟକ ହରେକୃଷ୍ଣ ନାଥ; ପିଲାଟି ବେଳୁ ପାଲା ଗାୟନରେ ଥିଲେ ସିଦ୍ଧହସ୍ତ !

ଭୁବନେଶ୍ୱର: ପାଲା ଜଗତର ସୁଯୋଗ୍ୟ ସନ୍ତାନମାନଙ୍କର କଥା ଯେତେବେଳେ ଆସେ ପ୍ରଥମେ ହରେକୃଷ୍ଣ ନାଥ ବା ହରି ନାଥଙ୍କ ନାଁ ଆସିଥାଏ । ସାରା ରାଜ୍ୟରେ ସେ ଏହି ହରି ନାଥ ନାମରେ ହିଁ ପରିଚିତ । ପାଲା ଜଗତର ଏହି ଅମ୍ଳାନ ପ୍ରତିଭା ୧୯୦୯ ମସିହାରେ କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ଅନ୍ତର୍ଗତ…

ଶ୍ରୀକ୍ଷେତ୍ରର ରକ୍ଷକ ଶ୍ରୀକ୍ଷେତ୍ରପାଳ ମହାଦେବ…

ପୁରୀ: ମୁକ୍ତିମଣ୍ଡପର ପଛଭାଗରେ ଦକ୍ଷିଣାଭିମୁଖୀ ମହାଦେବ ମନ୍ଦିର କ୍ଷେତ୍ରପାଳ ମହାଦେବଙ୍କ ଆସ୍ଥାନ । ସେ ଅନନ୍ତ ବାସୁଦେବଙ୍କ ନିକଟରେ ପୂଜା ପାଉଛନ୍ତି । ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିରର ରକ୍ଷକ ଭାବେ କ୍ଷେତ୍ରପାଳ ମହାଦେବ ସମସ୍ତଙ୍କ ନମସ୍ୟ । ଜଗନ୍ନାଥ ମନ୍ଦିରକୁ ପ୍ରାୟ ସମସ୍ତ ଦେବ,…

ଭୁବନେଶ୍ୱର ଓ କଟକରେ ଆଜି ବନ୍ଦ ରହିବ ବିଦ୍ୟୁତ ସେବା, ଜାଣନ୍ତୁ କେଉଁଠି

ଭୁବନେଶ୍ୱର: ଭୁବନେଶ୍ୱର, କଟକ ଓ ପୁରୀ ଜିଲ୍ଲାରେ ରବିବାର ଦିନ ତଥା ଡିସେମ୍ବର ୧୫ ତାରିଖରେ ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ସରାବରାହ ବନ୍ଦ ରହିବା ନେଇ ସେସୁ ପକ୍ଷରୁ ଘୋଷଣା କରାଯାଇଛି । ମରାମତି ଜନିତ କାର୍ଯ୍ୟ ଲାଗି ଉକ୍ତ ଅଞ୍ଚଳ ଗୁଡିକରେ କିଛି ସମୟ ପାଇଁ ବିଦ୍ୟୁତ୍ ସେବା ବନ୍ଦ…

ଜାଣନ୍ତୁ କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୫-୧୨-୨୦୧୯ ରବିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ଡିସେମ୍ବର ତା ୧୫ ରିଖ ରବିବାର ବିଛା ୨୯ ଦିନ ପୌଷ ମାସ କୃଷ୍ଣ ପକ୍ଷ ତୃତୀୟା ଭୁକ୍ତ ଚତୁର୍ଥୀ ତିଥି ପୂଷ୍ଯା ନକ୍ଷତ୍ର କର୍କଟ ଚନ୍ଦ୍ର…

ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର ପ୍ରମୁଖ ବିନ୍ଧାଣୀ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ୧୫୨ତମ ଜୟନ୍ତୀ ପାଳିତ

ଭୁବନେଶ୍ୱର: ଓଡିଆ ଜାତୀୟତାର,ଓଡିଆ ସ୍ୱାଭିମାନର ଏବଂ ଓଡିଆ ଭାଷା ଆନ୍ଦୋଳନର ଉତୁଙ୍ଗ ବ୍ୟକ୍ତିତ୍ୱ ଥିଲେ ବାଙ୍କୀର ବୈଦେଶ୍ୱର ନିକଟସ୍ଥ ବ୍ରଜବିହାରପୁରରେ ଜନ୍ମଗ୍ରହଣ କରିଥିବା ପଣ୍ଡିତ ନୀଳମଣି ବିଦ୍ୟାରତ୍ନ । ସମ୍ବଲପୁର ହିତୈଷିଣୀ ପତ୍ରିକାରେ ତତ୍କାଳୀନ ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ…

ଜାତୀୟ ସବ-ଜୁନିୟର୍ ବ୍ୟାଡ଼ମିଣ୍ଟନରେ ସର୍ବପ୍ରଥମ ମେଡାଲ ଲକ୍ଷ୍ୟରେ ଓଡ଼ିଶା

ଭୁବନେଶ୍ୱର: ଚଳିତ ବର୍ଷ ଡିସେମ୍ବର ୧୭ରୁ ୨୨ ପର୍ଯ୍ୟନ୍ତ ଓଡ଼ିଶାର ଭୁବନେଶ୍ୱର ଠାରେ ୧୫ ବର୍ଷରୁ କମ୍ ଏବଂ ୧୭ ବର୍ଷରୁ କମ୍ ବାଳକ ଏବଂ ବାଳିକା ଉପକନିଷ୍ଠ ବ୍ୟାଡମି\'ନ ପ୍ରତିଯୋଗୀତାର ୩୩ତମ ସଂସ୍କରଣର ଆୟୋଜନ ହେବାକୁ ଯାଉଛି । ଏହି ଆୟୋଜନ ସହ ପ୍ରଥମ ଉପକନିଷ୍ଠ ଜାତୀୟ ମେଡାଲ ପାଇଁ ଓଡ଼ିଶାର…

ବିଶାଳ ଜଳାଶୟରୁ ସୌର ଶକ୍ତି ଉତ୍ପାଦନ କରିବ ରାଜ୍ୟ: ବିଷ୍ଣୁପଦ ସେଠୀ

ଭୁବନେଶ୍ୱର: ଓଡ଼ିଶାରେ ଭରପୂର ଥିବା ବିଶାଳ ଜଳାଶୟ ଗୁଡ଼ିକୁ ବ୍ୟବହାର କରି ସରକାର ସୌର ଶକ୍ତି ଉତ୍ପାଦନ କରିବାକୁ ଯୋଜନା କରୁଥିବା ସୂଚନା ଦେଇଛନ୍ତି ରାଜ୍ୟ ଶକ୍ତି ସଚିବ ବିଷ୍ଣୁପଦ ସେଠୀ । ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପକ୍ଷରୁ ଆୟୋଜିତ “ଇନୋଭେସନ୍ ଇନ୍…