Latest Odisha News

BREAKING NEWS

Yearly Archives

2019

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ଆଜିର ରାଶି ଫଳ ତା ୦୯-୦୬-୨୦୧୯ ରବିବାର ଜ୍ୟୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଜୁନ ତା ୯ ରିଖ ରବିବାର ବୃଷ ୨୬ଦିନ ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ସପ୍ତମୀ ତିଥି ମଘା ନକ୍ଷତ୍ର ସିଂହ ଚନ୍ଦ୍ର ମେଷ ରାଶିର ଘାତ ବାର କର୍କଟ ମକର ରାଶି…

ଘଡଘଡି ସହ ବର୍ଷା ଆଶଙ୍କା: ରାଜ୍ୟର ୧୭ଟି ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର : ରାଜ୍ୟର ପ୍ରାୟ ୧୭ଟି ଜିଲ୍ଲାରେ କାଳବୈଶାଖୀ ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଶନିବାର ଦିନ ପୂର୍ବାନୁମାନ କରାଯାଇଛି । ଭାରତୀୟ ପାଣିପାଗ କେନ୍ଦ୍ରର ସଦ୍ୟ ରିପୋର୍ଟ ଅନୁଯାୟୀ ଆଜି ରାତି ୮ଟା ପର୍ଯ୍ୟନ୍ତ ରାଜ୍ୟର ପ୍ରାୟ ୧୭…

ଜୁନ୍ ୧୫ ସୁଦ୍ଧା ଓଡିଶା ଛୁଇଁପାରେ ମୌସୁମୀ

ଭୁବନେଶ୍ୱର : ଜୁନ୍ ୧୫ ସୁଦ୍ଧା ମୌସୁମୀ ଓଡିଶା ଉପକୂଳ ଛୁଇଁବାର ସମ୍ଭାବନା ରହିଥିବା ନେଇ ଶନିବାର ଦିନ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଶନିବାର ଦିନ କେରଳ ଉପକୂଳ ଛୁଇଁବା ପରେ ବିଭାଗ ପକ୍ଷରୁ ଏହି ପୂର୍ବାନୁମାନ…

ଆଲିଗଡ଼ ହତ୍ୟାକାଣ୍ଡର ଅଭିଯୁକ୍ତ ପୂର୍ବରୁ ନିଜ ଝିଅକୁ କରିଥିଲା ଦୁଷ୍କର୍ମ: ପୋଲିସ

ଆଲିଗଡ଼: ଉତ୍ତର ପ୍ରଦେଶର ବହୁଚର୍ଚ୍ଚିତ ଆଲିଗଡ଼ରେ ଦୁଇ ବର୍ଷର ନାବାଳିକା ହତ୍ୟାକାଣ୍ଡରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ସଙ୍ଗୀନ ଅଭିଯୋଗ ଆଣିଛି । ପୋଲିସ ସେହି ଅଭିଯୁକ୍ତର ପୁରୁଣା ଫାଇଲ୍ ଖେଳାଇବାରୁ ତା’ନାମରେ ପୂର୍ବରୁ ଅନ୍ୟ ଏକ ସଙ୍ଗୀନ ମାମଲା ରହିଥିବା ଜାଣିବାକୁ…

ରାଜଧାନୀରେ ବ୍ୟବସାୟୀଙ୍କୁ ଅପହରଣ ଉଦ୍ୟମ, ଦୁର୍ଘଟଣାଗ୍ରସ୍ତ କାର୍ ଛାଡ଼ି ଦୁର୍ବୃତ୍ତ ଫେରାର୍

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ବ୍ୟବସାୟୀଙ୍କୁ ଅପହରଣ ଉଦ୍ୟମ କରୁଥିବା ଅପରାଧିଙ୍କୁ ଧରିବା ପାଇଁ କମିଶନରେଟ୍ ପୋଲିସ ତଦନ୍ତ ଆରମ୍ଭ କରିଛି । ମିଳିଥିବା ସୂଚନାନୁଯାୟୀ ଗତକାଲି ବିଳମ୍ବିତ ରାତିରେ ୫ ନଂ ଜାତୀୟ ରାଜପଥର…

କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ଜଳବାୟୁ, ଭାରତରେ ଆରମ୍ଭ ହେଲା ବର୍ଷାଋତୁ

ନୂଆଦିଲ୍ଲୀ: ବହୁ ପ୍ରତିକ୍ଷୀତ ଦକ୍ଷିଣ-ପଶ୍ଚିମ ଜଳବାୟୁ ଶନିବାର ଦିନ ସକାଳେ କେରଳ ଉପକୂଳ ଛୁଇଁଛି । ଭାରତୀୟ ଉପମହାଦେଶରେ ଗ୍ରୀଷ୍ମ ଲହରୀ ଜାରି ରହିଥିବା ବେଳେ ଦେଶରେ ବର୍ଷା ଋତୁର ଆଗମନରେ କୋଟି କୋଟି ଜନସାଧାରଣ ଆସ୍ୱସ୍ତି ଅନୁଭବ କରିଛନ୍ତି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ…

ସଁବାଳୁଆ

ସଁବାଳୁଆ ସୁରେଶ ନାୟକ କି ସାଙ୍ଘାତିକ ଲାଳସା କୀଟର! ଏତେ ସକାଳୁ ଗଛଲଟାରୁ ବାହାରି ଲମ୍ବାଲମ୍ବା ପାହୁଣ୍ଡ ପକାଇ ବାଲକୋନି ରେଲିଂ ଡେଇଁ ଲୁଗାତାର, ତାରରେ ଶୁଖୁଥିବା ଅହଂକାର ଡେଇଁ ଏବେ ଛାତର ଗୋଟିଏ କୋଣରେ ସ୍ଥିର, ଆତ୍ମସ୍ଥ। ସେତେବେଳେ ଆମେ ସବୁ ଅସ୍ଥିର ନିଜନିଜ କାମନା…

କେବଳ ତୁମପାଇଁ

କେବଳ ତୁମପାଇଁ କ୍ଷୀରୋଦିନୀ ବେହେରା ତୁମରି ହସରେ ଦିନେ ଛାଡି ଆସିଥିଲି ପରିଚିତ କେଇଗୋଟି ଶବ୍ଦ ଆଉ ପ୍ରେମ ବୋଲି ଯାହାସବୁ ସାଉଁଟି ଧରିଲି ସେ କେବଳ ମୋ ଅସହାୟତା ଶବ୍ଦକୋଷରେ ତୁନି ହୋଇ ରହିଥିବା କେଇଧାଡି ନିଦ । କ୍ରମଶଃ ଧୀରେଧୀରେ କମି ଆସୁଥିବା ଆୟୁଷ ସହିତ ଏବେ…

ପ୍ରହଲ୍ଲାଦ ଶତପଥୀଙ୍କ ‘ସବୁକାନ୍ଥ ଏବେ ମାୟା’

ପ୍ରହଲ୍ଲାଦ ଶତପଥୀଙ୍କ ‘ସବୁକାନ୍ଥ ଏବେ ମାୟା’ ଯେଉଁଠି ଆକାଶ ଉଦଭାସିତ ହୋଇ ମାଟିକୁ ଛୁଏଁ! ଶର୍ମିଷ୍ଠା ସାହୁ ନିକଟରେ ପଢ଼ିଲି କବି ପ୍ରହଲ୍ଲାଦ ଶତପଥୀଙ୍କ କବିତା ସଂକଳନ ‘ସବୁ କାନ୍ଥ ଏବେ ମାୟା’। ଟାଇମପାସ ପ୍ରକାଶନୀ ଦ୍ୱାରା ପ୍ରକାଶିତ ଏଇ ସଂକଳନଟି ହେଉଛି କବିଙ୍କର ଚତୁର୍ଥ କବିତା…

କେହିଜଣେ ଯିବା ପରେ

କେହିଜଣେ ଯିବା ପରେ ଦେବବ୍ରତ ଦାସ ସେଦିନଠୁ ସପ୍ତାହ ସାରା ଦେବ ଭାବି ହେଉଥିଲା ମାୟା କଥା । ଯେତେଥର ମାୟା ମନେପଡୁଥିଲା ସେତେଥର ସେ ଭାବୁଥିଲା ଯେ ଏଇକଥାଟା ସେ ମାୟାକୁ କହିବ ନା ନାହିଁ। ପୁଣି ଭାବିଲା ବୋଧହୁଏ ଏକଥା ବୁଝିସାରିଛି ମାୟା । ହେଲେ ସବୁଥର ପରି ଏଥର ଉଇକଏଣ୍ଡରେ ମରିନଡ୍ରାଇଭ…