ସରିଲା ନିର୍ବନ୍ଧ, ଖୁବଶୀଘ୍ର ବିବାହ କରିବେ ଅଭିନେତା ଅମ୍ଳାନ
କଟକ: ଓଡ଼ିଆ ସିନେଜଗତର ଲୋକପ୍ରିୟ ଅଭିନେତା ତଥା ଅଭିନେତା ମିହିର ଦାସଙ୍କ ପୁଅ ଅମ୍ଳାନ ଦାସ ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।
ରବିବାର ଦିନ ଅମ୍ଳାନଙ୍କ ନିର୍ବନ୍ଧ ଶେଷ ହୋଇଛି ।
ଅମ୍ଳାନଙ୍କ ଭାବି ପତ୍ନୀଙ୍କ ନାମ ହେଉଛି ଭୂମିକା । ସିନେ ଜଗତ ସହ କୌଣସି…