ଓଡିଶା ଜନ୍ମିତ ଅବସରପ୍ରାପ୍ତ ଆଇଏଏସ ରବିନାରାୟଣ ଦାସଙ୍କ ପରଲୋକ
ଭୁବନେଶ୍ୱର: ଗୁଜୁରାଟ କ୍ୟାଡରର ଓଡ଼ିଆ ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ରବିନାରାୟଣ ଦାସଙ୍କର ପରଲୋକ। କଲିକତାଠାରେ ମଙ୍ଗଳବାର ଦିନ ଅପରାହ୍ନ ୩ଟା ସମୟରେ ତାଙ୍କର ଦେହାନ୍ତ ହୋଇଛି ।
ସ୍ବର୍ଗତ ଦାସ ଗୁଜୁରାଟର ମୁଖ୍ୟ ସୂଚନା କମିଶନର ତଥା ଓଡ଼ିଶା ରାଜ୍ୟ ଯୋଜନା ବୋର୍ଡ଼ର ପରାମର୍ଶଦାତା ଭାବେ…