Latest Odisha News

BREAKING NEWS

Yearly Archives

2019

ଆରଟିଆଇ କର୍ମୀଙ୍କ ହତ୍ୟାପାଇଁ ସୁପାରୀ କିଲରଙ୍କୁ ମିଳିଥିଲା ୧ଲକ୍ଷ ଟଙ୍କା: କନ୍ଧମାଳ ଏସପି

କନ୍ଧମାଳ: ଆରଟିଆଇ କାର୍ଯ୍ୟକର୍ତ୍ତା ଅଭିମନ୍ୟୁ ପଣ୍ଡାଙ୍କ ହତ୍ୟା ଘଟଣାରେ ୨ ସୁପାରୀ କିଲରଙ୍କ ସହ ୫ ଜଣଙ୍କୁ ପୋଲିସ ଗିରଫ କରିଛି । ଏନେଇ ରବିବାର ଦିନ କନ୍ଧମାଳ ଏସପି ପ୍ରତିକ ସିଂହ ସୂଚନା ଦେଇଛନ୍ତି । ଶ୍ରୀ ପଣ୍ଡାକୁ ହତ୍ୟା କରିବା ପାଇଁ ହତ୍ୟାକାରୀଙ୍କୁ ୧ ଲକ୍ଷ ଟଙ୍କା ଦିଆଯାଇଥିଲା ।…

ବାଲେଶ୍ୱରରେ ଭାଙ୍ଗିଲା ନିର୍ମାଣଧିନ ରେଲୱେ ଓଭରବ୍ରିଜ୍; ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଶୋଭାରାମପୁର ରେଲୱେ କ୍ରସିଂ ନିକଟରେ ଥିବା ଏକ ନିର୍ମାଣଧିନ ଓଭରବ୍ରିଜ ରବିବାର ଦିନ କୌଣସିକାରଣବଶତଃ ଭାଙ୍ଗିଯିବାରୁ ରେଳଧାରଣା ଉପରେ ପଡିଯାଇଥିଲା । ଫଳରେ ଟ୍ରେନ୍ ଚଳାଳଚ ବାଧାପ୍ରାପ୍ତ ହୋଇଛି। ପ୍ରାପ୍ତ ସୂଚନାନୁଯାୟୀ ଏହି ଘଟଣା ସେତେବେଳେ ଘଟିଲା,…

ସୋସିଆଲ ମିଡ଼ିଆ ଫ୍ୟାନ ତାଲିକାର ଶୀର୍ଷରେ ରୋନାଲ୍ଡୋ, କ୍ରିକେଟରେ କୋହଲୀ !

ଭୁବନେଶ୍ୱର: ୨୦୧୯ରେ ଫୁଟବଲ ଷ୍ଟାର ପର୍ତିୁଗାଲର କ୍ରିଷ୍ଟିଆନ ରୋନାଲ୍ଡୋ ସୋସିଆଲ ନେଟୱର୍କିଂ କ୍ରୀଡା ପ୍ରଶଂସକଙ୍କ ତାଲିକାରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ଏହି ତାଲିକାରେ ଭାରତର ବିରାଟ କୋହଲି ୫ମ ସ୍ଥାନରେ ରହିଥିବା ବେଳେ କ୍ରିକେଟରଙ୍କ ମଧ୍ୟରେ ଶୀର୍ଷ ସ୍ଥାନରେ ରହିଛନ୍ତି ।…

ରହସ୍ୟମୟ ଗାଁ’ ମାନା; ବ୍ୟାସଦେବ ଯେଉଁଠି ରଚନା କରିଥିଲେ ଚତୁର୍ବେଦ !

ଭୁବନେଶ୍ୱର: ଭାରତର ଶେଷ ଗାଁର ନାମ ହେଉଛି ମାନା । ଏହା ଏକ ରହସ୍ୟମୟ ଗାଁ । ଲୋକକଥା ଅନୁସାରେ ଏହିଠାରେ ବେଦବ୍ୟାସ ଚାରି ବେଦର ରଚନା କରିଥିଲେ । ଉତରାଖଣ୍ଡର ଚମୋଲିଠାରୁ ଏହାର ୩୧୧୫ ମିଟର ଉଚ୍ଚତାରେ ଏହି ଗାଁ ଅବସ୍ଥିତ । ଶ୍ରୀଗଣେଶ ମହାକାବ୍ୟ ମହାଭାରତ ଏଠାରେ ରଚନା କରିଥିଲେ । ମାନାରେ…

ଏସପ୍ଲାନେଡ୍ ମଲରେ ମହିଳା ସାମ୍ବାଦିକାଙ୍କୁ ଆକ୍ରମଣ; ଗିରଫ ହେଲେ ୨ ସୁରକ୍ଷାକର୍ମୀ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଏସପ୍ଲାନେଡ୍ ସପିଂ ମଲରେ ବେଆଇନ୍ ପାର୍କିଂ ଫି ଆଦାୟ କରାଯାଉଥିବା ନେଇ ଖବର ସଂଗ୍ରହ କରୁଥିବା ବେଳେ ଜଣେ ମହିଳା ସାମ୍ବାଦିକା ଓ କ୍ୟାମେରାମ୍ୟାନଙ୍କ ଉପରେ ଗତକାଲି ଆକ୍ରମଣ ହୋଇଥିଲା । ଏହି ଘଟଣାରେ ରବିବାର ଦିନ ସାମ୍ବାଦିକମାନେ ମଲ ସମ୍ମୁଖରେ ବିକ୍ଷୋଭ…

ଭୁବନେଶ୍ୱରରୁ କେନ୍ଦ୍ରୀୟ ଅବକାରୀ ଅଧିକାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱରର ବରମୁଣ୍ଡା ସ୍ଥିତ ହାଉସିଂବୋର୍ଡ କଲୋନୀରେ ଥିବା ଏକ ଘରୁ ରବିବାର ଦିନ ଜଣେ ଆସିଷ୍ଟାଣ୍ଟ କମିଶନର (କେନ୍ଦ୍ରୀୟ ଅବକାରୀ)ଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତକଙ୍କ ନାମ ଅର୍ଜୁନ କୁମାର ଧଳ ବୋଲି ଜଣାପଡିଛି । ପ୍ରାପ୍ତ ସୂଚନାନୁଯାୟୀ ସେ ଆତ୍ମହତ୍ୟା…

ଥରୁଛି ସାରା ଓଡିଶା; ବିଭିନ୍ନ ସ୍ଥାନରେ ତୁଷାରପାତ

ଭୁବନେଶ୍ୱର: ସମଗ୍ର ରାଜ୍ୟରେ ପ୍ରଭାବିତ ହେଉଛି ଶୀତରଲହରୀ । ଅଧିକାଂଶ ସ୍ଥାନରେ ସୂର୍ଯ୍ୟାସ୍ତ ପରେ ଘରୁ ବାହାରିବା ମୁସ୍କିଲ ହୋଇଯାଉଛି । ପ୍ରାପ୍ତ ସୂଚନା ଅନୁଯାୟୀ ରାଜଧାନୀ ଭୁବନେଶ୍ବର ସମେତ ୧୯ଟି ସହରର ତାପମାତ୍ରା ୧୫ଡ଼ିଗ୍ରୀ ତଳେ ରହିଛି। ସର୍ବନିମ୍ନ ତାପମାତ୍ରା ସୋନପୁରରେ ୩.୪…

ରାଜ୍ୟରେ ଶୀତ ଲହରୀ ବୃଦ୍ଧି, ୧୦ ଡିଗ୍ରି ତଳେ ୧୫ ସହର

ଭୁବନେଶ୍ୱର: ଓଡିଶାରେ ଶୀତର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ରବିବାର ରାଜ୍ୟର ୧୫ଟି ସ୍ଥାନରେ ପାରଦ ୧୦ ଡିଗ୍ରି ତଳକୁ ଖସିଛି । ସୋନପୁରରେ ସର୍ବନିମ୍ନ ତାପମାତ୍ରା ୩.୪ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ଆକଳନ ଅନୁଯାୟୀ କନ୍ଧମାଳ…

ଗାୟକ ସୁରେନ୍ଦ୍ରନାଥ ଛୋଟରାୟ; ପାଲା ଗାୟନର ପ୍ରଚଣ୍ଡ ପ୍ରତିଭାଧର

ଭୁବନେଶ୍ୱର: ପାଲା ଜଗତରେ ଏକ ପରିଚିତ ନାଁ ସୁରେନ୍ଦ୍ରନାଥ ଛୋଟରାୟ । ଜଣେ ବେଦବିତ୍ ପଣ୍ଡିତ ଗାୟକ ସହ ସୁସଂଗଠକ ଭାବରେ ସାରା ରାଜ୍ୟରେ ପରିଚିତ । କଟକ ଜିଲ୍ଲା ଫୁଲନଖରା ନିକଟବର୍ତ୍ତୀ ଗୁଆଳି ଗ୍ରାମରେ ୧୯୪୬ ମସିହା ଅକ୍ଟୋବର ୨୨ ତାରିଖରେ ସୁରେନ୍ଦ୍ରନାଥ ଜନ୍ମଗ୍ରହଣ କରିଥିଲେ । ବାପା…

ଜାଣନ୍ତୁ କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୯-୧୨-୨୦୧୯ ରବିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ଡିସେମ୍ବର ତା ୨୯ ରିଖ ରବିବାର ଧନୁ ୧୪ ଦିନ ପୌଷ ମାସ ଶୁକ୍ଳ ପକ୍ଷ ତୃତୀୟା ଭୁକ୍ତ ଚତୁର୍ଥୀ ତିଥି ଶ୍ରବଣା ନକ୍ଷତ୍ର ମକର ଚନ୍ଦ୍ର ଘାତ…