Latest Odisha News

BREAKING NEWS

Yearly Archives

2019

ରହସ୍ୟମୟ ନାଗ ମନ୍ଦିର, ଯେଉଁଠି ସହସ୍ରାଧିକ ସର୍ପ ପାଆନ୍ତି ପୂଜା !

ଭୁବନେଶ୍ୱର: ଭାରତୀୟ ପରମ୍ପରାରେ ଅନେକ ଦେବା ଦେବୀଙ୍କ ସମେତ ସେମାନଙ୍କ ବାହନକୁ ମଧ୍ୟ ସମ୍ମାନର ସହିତ ପୂଜାର୍ଚ୍ଚନା କରାଯାଇଥାଏ । ଭାରତୀୟ ଦେବାଦେବୀଙ୍କ ସମେତ ଅନେକ ପଶୁ, ପକ୍ଷୀ, ବୃକ୍ଷରାଜି ତଥା ସରୀସୃପଙ୍କୁ ମଧ୍ୟ ଭାରତର କେତେକ ସ୍ଥାନରେ ଉପାସନା କରାଯିବାର ପୂରାତନ ବିଧି ରହିଛି ।…

ଟ୍ରାଫିକ ନିୟମ ଭାଙ୍ଗି ୬ ହଜାର ଟଙ୍କା ତଣ୍ଡ ଗଣିଲେ ନାବାଳକ

କଟକ: ନୂଆ ମୋଟର ଯାନ ଆଇନ ୨୦୧୯ ଆଧାରରେ ଆଜିଠାରୁ ପୁଣିଥରେ ଟ୍ରାଫିକ ନିୟମ କଡାକଡି ଭାବେ ପାଳନ ହେଉଛି । ତେବେ କଟକ ସହରରେ ରବିବାର ଅପରାହ୍ନ ସୁଦ୍ଧା ବିନା ହେଲମେଟରେ ଗାଡି ଚଳାଉଥିବା ପାଖାପାଖି ୪୦ ଜଣଙ୍କର ଚାଲାଣ କଟାଯାଇଥିବା ସୂଚନା ମିଳିଛି । ତେବେ ଏମାନଙ୍କ ମଧ୍ୟରୁ ଜଣେ ନାବାଳକ…

ମୟୁରଭଞ୍ଜରେ ଅଧ୍ୟାପିକାଙ୍କ ଆତ୍ମହତ୍ୟା ଘଟଣା: ଅଭିଯୁକ୍ତ ଅଟକ

ବାରିପଦା: ବାରିପଦାରେ ଦୁଷ୍କର୍ମର ଶିକାର ହୋଇଥିବା ଜଣେ ଅଧ୍ୟାପିକା ପରବର୍ତ୍ତୀ ସମୟରେ ଆତ୍ମହତ୍ୟା କରିବା ଘଟଣାରେ ରବିବାର ଦିନ ପୋଲିସ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କୁ ଅଟକ ରଖିଛି। ପୋଲିସର ସୂଚନାନୁଯାୟୀ ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର କଲେଜର ଛାତ୍ରାବାସରେ ରହୁଥିବା ରୁକ୍ମଣୀ ମୁଣ୍ଡା…

ନିଜ ଜୀବନକୁ ଖାତିର ନକରି ୪ ଜଣଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇଲେ ଟ୍ରାଫିକ ପୋଲିସ

କଟକ: ନିଜ ଜୀବନକୁ ଖାତିର ନକରି ୪ ପଥଚାରୀଙ୍କ ଜୀବନ ବଞ୍ଚାଇ କଟକର ଜଣେ ଟ୍ରାଫିକ କନ୍‌ଷ୍ଟେବଲ୍‌ । ଘଟଣାଟି ଏମିତି ଥିଲା ଯେ, ଶନିବାର ରାତିରେ ଶିଖରପୁର ସ୍ଥିତ ଟ୍ରାଫିକ ପୋଷ୍ଟର ସଞ୍ଚାଳନ କରୁଥିଲେ ଲଳିତ ମୋହନ ନାୟକ। ଏହି ସମୟରେ ହଠାତ ଲଳିତ ଦେଖିଲେ ଜଗତପୁରପୁର ଆଡୁ ଦ୍ରୁତଗତିରେ…

ସିଂହ ଯେଉଁଠି ପୋଷା ମାନେ…

ଭୁବନେଶ୍ୱର: ଅନେକ ଲୋକ ଘରେ ଜୀବ ପାଳିବା ଆପଣ ଦେଖିଥିବେ । କୁକୁର, ବିଲେଇ, ଠେକୁଆ ଆଦିଙ୍କୁ ଲୋକେ ନିଜ ଘରେ ରଖିଥାନ୍ତି । କିନ୍ତୁ କଣ ଆପଣ କେବେ ଦେଖିଛନ୍ତି କୌଣସି ବ୍ୟକ୍ତି ସିଂହକୁ ନିଜର ପୋଷା କରି ଘରେ ରଖିବା ? ଆଜି ଆମେ ଆପଣଙ୍କୁ ଜଣାଇବୁ ଏପରି ଜଣେ ବ୍ୟକ୍ତିଙ୍କ ସମ୍ପର୍କରେ ଯିଏ,…

ଜଗନ୍ନାଥଙ୍କ ମହାପ୍ରସାଦ ‘କାନିକା’ର ପ୍ରସ୍ତୁତି ବିଧି, ଜାଣନ୍ତୁ

ଭୁବନେଶ୍ୱର: ଶ୍ରୀମନ୍ଦିରରେ ତିନିଠାକୁରଙ୍କ ପାଖରେ ପ୍ରତିଦିନ ଲାଗି ହୁଏ ୫୬ ପ୍ରକାର ପ୍ରସାଦ । ଏହି ୫୬ ଭୋଗ ମଧ୍ୟରୁ କାନିକା ଅନ୍ୟତମ । ଏହାକୁ ମିଠା ଅବଢ଼ା ମଧ୍ୟ କୁହାଯାଏ । ଏହା ପ‌ହିଲି ଭୋଗବେଳେ ଏବଂ ଅନ୍ୟ ଦିନେ ମଧ୍ୟ ତିଆରି ହୁଏ । ୧୯୧୦ ମସିହା ପରେ ଏହା ଗୋପାଳ ବଲ୍ଲଭ ଭୋଗର ଅଂଶ ଭାବେ…

ନିୟମିତ ଗରମପାଣିରେ ଗାଧୋଇଲେ ହୋଇଥାଏ ଏହିସବୁ ଅସୁବିଧା !

ଭୁବନେଶ୍ୱର: ଶୀତଦିନେ ଅଧିକାଂଶ ଲୋକ ଗରମ ପାଣିରେ ଗାଧୋଇବାକୁ ପସନ୍ଦ କରନ୍ତି। କିନ୍ତୁ କଣ ଆପଣ ଜାଣନ୍ତି ନିୟମିତ ଗରମ ପାଣିରେ ଗାଧେଇବା ଦ୍ୱାରା ଏହା ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାଏ। ଆସନ୍ତୁ ଜାଣିବା ଗରମ ପାଣିରେ ଗାଧୋଇଲେ ଶରୀରକୁ କଣ କ୍ଷତି ପହଞ୍ଚି ଥାଏ। ତ୍ୱଚାର ଚମକ କମି…

ହାଇଦ୍ରାବାଦରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟାଘଟଣା: ‘ଅଜଣା ବ୍ୟକ୍ତିଙ୍କ ସହ କଥାନହେବା’କୁ…

ଭୁବନେଶ୍ୱର: ତେଲେଙ୍ଗାନାରେ ଜଣେ ୨୭ ବର୍ଷୀୟ ମହିଳା ପଶୁ ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯିବା ଘଟଣାକୁ ନେଇ ସାରା ଦେଶରେ ଉଦବେଗ୍ ପ୍ରକାଶ ପାଇଛି । ଏହି ପରିପ୍ରେକ୍ଷୀରେ ମହିଳାମାନଙ୍କ ସୁରକ୍ଷା ପାଇଁ ରବିବାର ଦିନ ଟ୍ୱିନସିଟି କମିଶନରେଟ୍ ପୋଲିସ ପକ୍ଷରୁ ଏକ ଆଡଭାଇଜାରୀ ଜାରି…

ନୟାଗଡରେ ଓଲଟି ପଡିଲା ବସ୍, ୮ ଯାତ୍ରୀ ଗୁରୁତର

ନୟାଗଡ: ନୟାଗଡ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ ପଞ୍ଚୁପାଣ୍ଡବ ଠାରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣା ଗସ୍ତ ହେବା ଫଳରେ ୮ ଜଣ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ ‘ଫ୍ରେଣ୍ଡସ୍’ ନାମକ ଏକ ଯାତ୍ରାବାହୀ ବସଟି ଗତକାଲି ଭୁବନେଶ୍ୱରରୁ ଫୁଲବାଣୀ ଅଭିମୁଖେ ଯାତ୍ରା କରୁଥିବା…

ଆଜିଠୁ ଟ୍ରାଫିକ୍ ନିୟମ କଡାକଡି; ଉଲଂଘନ କଲେ ଗଣିବେ ତଣ୍ଡ

ଭୁବନେଶ୍ୱର: ଡିସେମ୍ବର ୧ ତାରିଖ ତଥା ଆଜିଠାରୁ ସାରା ରାଜ୍ୟରେ ପୁଣିଥରେ ଟ୍ରାଫିକ ନିୟମ କଡାକଡି ଭାବେ ଲାଗୁ ହେବାକୁ ଯାଉଛି । ରାଜ୍ୟର ବିଭିନ୍ନ ଆରଟିଓ ଅଫିସରେ ଜନ ସାଧାରଣଙ୍କ ପ୍ରବଳ ଭିଡ ଓ ଲୋକଙ୍କ ଅସୁବିଧାକୁ ହୃଦୟଙ୍ଗମ କରି ନିକଟ ଅତୀତରେ ଗାଡି ସମ୍ବନ୍ଧୀୟ ସମସ୍ତ କାଗଜ ପତ୍ର ଠିକ…