ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଉଦଘାଟିତ ହେଲା ‘ସେଣ୍ଟର ଫର୍ ଜେଣ୍ଡର୍ ରିସର୍ଚ୍ଚ’
ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପରିସରରେ ଶୁକ୍ରବାର ଦିନ ଛାତ୍ରଛାତ୍ରୀଙ୍କ ଉତ୍ତୋରତର ଗବେଷଣା ଲାଗି ‘ସେଣ୍ଟର ଫର୍ ଜେଣ୍ଡର୍ ରିସର୍ଚ୍ଚ’ ଉଦଘାଟିତ ହୋଇଛି । ଏହି ରିସର୍ଚ୍ଚ ସେଣ୍ଟରଟି ପ୍ରଖ୍ୟାତ ସମାଜସେବୀ, ରାଜନୀତିଜ୍ଞ, ସୁ ଲେଖିକା ତଥା ସ୍ୱାଧୀନତା ସଂଗ୍ରାମୀ ସରଳା ଦେବୀଙ୍କ…