Latest Odisha News

BREAKING NEWS

Yearly Archives

2020

ଭିଜିଲାନ୍ସ ଜାଲରେ ପୋଲିସ ବାବୁ; ୩ ଟି ସ୍ଥାନରେ ଏକକାଳୀନ ଚଢ଼ାଉ

ଜଗତସିଂହପୁର: ଭିଜିଲାନ୍ସ ଜାଲରେ ଥାନା ବାବୁ। ଜଗତସିହଂପୁର ଜିଲ୍ଲା ତିର୍ତ୍ତୋଲ କୋର୍ଟରେ କାର୍ଯ୍ୟରତ ଏଏସ୍‌ଆଇ ରବିନ୍ଦ୍ର ସେନାପତିଙ୍କ ଘରେ ଭିଜିଲାନ୍ସ ରେଡ଼୍‌ । ଏକାସାଙ୍ଗେ ୩ଟି ସ୍ଥାନରେ ଭିଜିଲାନ୍ସ ରେଡ୍‌ ଜାରି ରହିଥିବା ସୂଚନା। ସୂଚନାନୁସାରେ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ…

ଆରପାରିରେ ବିଶିଷ୍ଟ ସଙ୍ଗୀତଜ୍ଞ ଶାନ୍ତନୁ ମହାପାତ୍ର

ଭୁବନେଶ୍ୱର: ଓଡ଼ିଆ ସିନେ ଜଗତକୁ ଆଉ ଏକ ଶକ୍ତ ଧକ୍କା। ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ପରଲୋକ । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ଶାନ୍ତନୁ ମହାପାତ୍ରଙ୍କ ପରଲୋକ ଘଟିଛି। ଗତ କିଛି ଦିନ ହେବ ସେ ନିମୋନିଆରେ ପୀଡିତ ହୋଇ ଏକ ଘରୋଇ ମେଡିକାଲରେ…

୩ୟ କୋରାପୁଟ ସାହିତ୍ୟ ଉତ୍ସବ ଉଦ୍‌ଘାଟିତ

ଭୁବନେଶ୍ବର: ଓଡ଼ିଆ ମିଡିଆ ଆୟୋଜିତ ତୃତୀୟ କୋରାପୁଟ ସାହିତ୍ୟ ଉତ୍ସବର ଉଦ୍‌ଘାଟନୀ ସଭା ଭୂବନେଶ୍ବରରେ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ହୋଟେଲ ନ୍ୟୁ ମାରିଅନ୍‌ରେ ଅନୁଷ୍ଠିତ ଏହି ଉତ୍ସବକୁ ଉଦ୍‌ଘାଟନ କରିଥିଲେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ…

ଆହୁରି ଖସିବ ତାପମାତ୍ରା; ନୂଆବର୍ଷରେ ଶିତରେ ଥରିବ ଓଡ଼ିଶା

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ଆସନ୍ତା ୩୧ ତାରିଖଠାରୁ ତାପମାତ୍ରା ଆହୁରି କମିବା ନେଇ ଅନୁମାନ କରାଯାଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ସାରା ରାଜ୍ୟରେ ରାତି ତାପମାତ୍ରା ପାଖାପାଖି ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ। ଏହାର ପ୍ରଭାବରେ ନୂଆବର୍ଷର ପ୍ରଥମ ୨…

ରାଜଧାନୀରେ ପୁଣି ଗୁଳିମାଡ଼; ଯୁବକ ଗୁରୁତର

ଭୁବନେଶ୍ବର: ଅପରାଧୀଙ୍କ ପେଣ୍ଠସ୍ଥଳ ପାଲଟିବାରେ ଲାଗିଛି ରାଜଧାନୀ ଭୁବନେଶ୍ବର। ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଡୁମୁଡୁମାରେ ଗୁଳିମାଡ ହୋଇଥିବା ସୂଚନା ମିଳିଛି। ଏଥିରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ସୂଚନା। ଆହତ ଯୁବକଙ୍କ ନାମ ଶୁଭମ ସିଂ ବୋଲି ଜଣାପଡିଛି। ସୂଚନାନୁସାରେ, ମଙ୍ଗଳବାର…

ଲାଇଫଗାର୍ଡ ମାନଙ୍କ ତାଲିମ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

ପୁରୀ: ବେଳାଭୂମିରେ ପର୍ଯ୍ୟଟକ ମାନଙ୍କୁ ଉତ୍ତମ ସେବା ଓ ସୁରକ୍ଷା ପ୍ରଦାନ ନିମନ୍ତେ ଲାଇଫଗାର୍ଡ ମାନଙ୍କୁ ତାଲିମ ଦିଆଯାଇଛି । ଆସନ୍ତା ନବ ବର୍ଷ ଅବସରରେ ବେଳାଭୂମିରେ ଜନ ସମାଗମ ଦୃଷ୍ଟିରୁ ଅଧିକ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି । ଏହି ଅବସରରେ ନୀଳାଦ୍ରୀ ବେଳାଭୂମି ପାର୍କରେ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ   ତା୩୦-୧୨-୨୦୨୦ ବୁଧବାର ଆଜି ଦିନର ମହତ୍ତ୍ୱ.  ଆଜି ୨୦୨୦ ମସିହା ଡିସେମ୍ବର ତା ୩୦ ରିଖ ବୁଧବାର ଧନୁ ୧୬ ଦିନ ପୌଷ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥି ଆର୍ଦ୍ରା ନକ୍ଷତ୍ର ମିଥୁନ ଚନ୍ଦ୍ର  ଘାତ ବାର-: କର୍କଟ ରାଶିର   ଘାତ ଚନ୍ଦ୍ର-: କନ୍ୟା ରାଶି ପୁରୁଷ ,ବିଛା ଓ କୁମ୍ଭ ରାଶି…

କୋଟିପତି ଲାବ୍ ଆସିଷ୍ଟାଣ୍ଟ ଓ ଜୁନିୟର କ୍ଲର୍କ

୧-ଭୁବନେଶ୍ୱର-ଗଂଜାମ ଜିଲ୍ଲା ଚିକିଟି କଲେଜରେ ଚାକିରି କରୁଥିବା ଲାବ୍ ଆସିଷ୍ଟାଣ୍ଟ କୈଳାସ ଚନ୍ଦ୍ର ମହାନ୍ତିଙ୍କ ନିକଟରୁ ୧ କୋଟିରୁ ଅଧିକ ଟଙ୍କାର ଆୟ ବହିର୍ଭୁତ ସଂପତ୍ତି ମିଳିଥିବା ଭିଜିଲାନ୍‌ସ ନିର୍ଦ୍ଦେଶକଙ୍କ ଅଫିସ ତରଫରୁ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି । ୧ ବ୍ରହ୍ମପୁର ଓ…

ଫକ୍ସ ଷ୍ଟାର ଷ୍ଟୁଡିଓ ଭାରତରେ ଫିଲ୍ମ ବିଜନେସରୁ ଓହରିଯିବ !

ମୁମ୍ବାଇ: ଫକ୍ସ ଷ୍ଟାର ଷ୍ଟୁଡିଓ ଭାରତରେ ଫିଲ୍ମ ବିଜନେସ ନେଇ ଆଗ୍ରହ ପ୍ରକାଶ କରିଥିଲା । ତେବେ ମଙ୍ଗଳବାର ମିଳିଥିବା ରିପୋର୍ଟ ମୁତାବକ ଫକ୍ସ ଷ୍ଟାର ଭାରତରେ ଫିଲ୍ମ ବିଜନେସ ନ କରିବା ପାଇଁ ନିଷ୍ପତି ନେଇଛି । ୨୦୧୮ରେ ଅକ୍ଷୟ କୁମାରଙ୍କ ସହ ୩ଫିଲ୍ମ କମ୍ପାନୀ ଚୁକ୍ତି କରିଥିଲା । ଅକ୍ଷୟଙ୍କ…

ଚୀନ ସୀମାରେ ରାଡାର, ମିସାଇଲ ନିୟୋଜିତ କରିଛି : ଆଇଏଏଫ ଚିଫ୍‌

ଲଦାଖ:ଚୀନ ଲାଇନ ଅଫ ଆକଚୁଆଲ କଂଟ୍ରୋଲ ନିକଟରେ ବହୁ ମାତ୍ରାରେ ରାଡାର ଓ ମିସାଇଲ ନିୟୋଜିତ କରିଛି । ମଙ୍ଗଳବାର ଭାରତୀୟ ଏୟାରଫୋର୍ସର ଚିଫ ଆରକେଏସ ଭଦୌରିଆ ଏହା କହିଛନ୍ତି । ସୀମାରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି କଲେ କ୍ଷତି ଚୀନର ହେବ ବୋଲି ସେ କହିଛନ୍ତି । ଭାରତ କୌଣସି ପ୍ରକାର ଅଶାନ୍ତିକର…