Latest Odisha News

BREAKING NEWS

Yearly Archives

2020

ରାଜ୍ୟରେ ୩ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ; ମୋଟ୍ ସଂଖ୍ୟା ୩୬ ଛୁଇଁଲା

ଭୁବନେଶ୍ୱର: ରାଜ୍ୟରେ ରବିବାର ଦିନ ଆଉ ୩ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ସେଥିମଧ୍ୟରେ ୨ ଜଣଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି । ଯାହାକୁ ମିଶାଇ ମୋଟ୍ ସଂଖ୍ୟା ୩୬ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।…

ଯାଜପୁରରେ ସାପ୍ତାହିକ ସଟଡାଉନର ପ୍ରଭାବ

ଯାଜପୁର: ଯାଜପୁର ଜିଲ୍ଲାରେ ଜାରି ରହିଛି ସାପ୍ତାହିକ ସଟଡାଉନ କଟକଣା। ଜୁଲାଇ ମାସର ପ୍ରଥମ ସପ୍ତାହରେ ଏହି ସଟଡାଉନ କଟକଣାକୁ କଡାକଡି ଭାବେ ପାଳନ କରାଯାଉଛି । ଜିଲ୍ଲାର ୧୦ ଟି ବ୍ଲକ୍ ଓ ୨ ଟି ପୌରାଞ୍ଚଳ ସମେତ କଳିଙ୍ଗନଗର ଶିଳ୍ପାଞ୍ଚଳରେ ସମସ୍ତ ଦୋକାନ ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ…

କରୋନା ପଜିଟିଭ ଚିହ୍ନଟ ହେଲେ ବିଏମସିର ୩ କର୍ମଚାରୀ

ଭୁବନେଶ୍ୱର: କରୋନା ପଜିଟିଭ ଚିହ୍ନଟ ହେଲେ ଭୁବନେଶ୍ୱର ବିଏମସି କର୍ମଚାରୀ । ବିଏମସି ର ଇଂଜିନିଏରିଂ ବିଭାଗର ୩ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଜଣେ ନିର୍ବାହୀ ଯନ୍ତ୍ରୀ, ଜଣେ ସହକାରୀ ଯନ୍ତ୍ରୀ ଓ ଅନ୍ୟ ଜଣେ ଡ୍ରାଇଭର ଥିବା ସୂଚନା ମିଳିଛି। ସମସ୍ତ…

ଓଡିଶାରେ ୯ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୪୬୯ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯ ହଜାର ୦୭୦ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ…

ବିହାର ଓ ଉତ୍ତରପ୍ରଦେଶର ବଜ୍ରାଘାତ ନେଲା ୪୬ ଜୀବନ

ପାଟଣା: ବିହାର ଓ ଉତ୍ତରପ୍ରଦେଶରେ ଆକାଶରୁ ଖସିଲା ମୃତ୍ୟୁ ନେଲା ୪୬ ଜଣଙ୍କ ଜୀବନ। ଏହାସହ କିଛି ଲୋକ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଶନିବାର ଏହି ଦୁଇ ରାଜ୍ୟରେ ପ୍ରବଳ ବର୍ଷା ସାଙ୍ଗକୁ ଝଡ଼ତୋଫାନ ଓ ବଜ୍ରପାତ ହୋଇଥିଲା। ତେବେ ବଜ୍ରପାତ ଯୋଗୁ ଉତ୍ତର ପ୍ରଦେଶର…

କନ୍ଧମାଳରେ ପୋଲିସ-ମାଓବାଦୀ ଗୁଳି ବିନିମୟ; ୪ କ୍ୟାଡର ମାଓବାଦୀ ନିହତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ସିର୍ଲା ଫରେଷ୍ଟ ଅଞ୍ଚଳ ନିକଟରେ ପୋଲିସ-ମାଓବାଦୀ ଗୁଳି ବିନିମୟ ହୋଇଛି। ଯାହାଫଳରେ ୪ ଜଣ କ୍ୟାଡର ମାଓବାଦୀ ନିହତ ହୋଇଥିବା ନେଇ ଓଡିଶା ପୋଲିସ ପକ୍ଷରୁ ସୂଚନା ମିଳିଛି। ପ୍ରାପ୍ତ ସୂଚନାନୁଯାୟୀ ଆଜି ସକାଳ ସମୟରେ ମାଓବାଦୀ ମାନେ କନ୍ଧମାଳ…

ରଥଯାତ୍ରା ସଫଳ ଆୟୋଜନ ନେଇ ଧନ୍ୟବାଦ ଜଣାଇଲେ ଗଜପତି ମହାରାଜ

ପୁରୀ: ଶ୍ରୀକ୍ଷେତ୍ରରେ ଶେଷ ହୋଇଛି ଘୋଷଯାତ୍ରା । ସଫଳତାର ସହ ସମାପନ ହୋଇଛି । ସଫଳ ଆୟୋଜନ ନେଇ ରାଜ୍ୟ ସରକାର, ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ । ସେ କହିଛନ୍ତି, ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ଚଳିତ ରଥଯାତ୍ରା ସଫଳ…

କାରଗିଲରେ ୪.୭ ତୀବ୍ରତାର ଭୁମିକମ୍ପ ଝଟକା ଅନୁଭୂତ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ଲଦାଖ ସ୍ଥିତ କାରଗିଲ ଠାରେ ରବିବାର ଦିନ ତୀବ୍ର ଭୁମିକମ୍ପର ଝଟକା ଅନୁଭୂତ ହୋଇଛି। ଯାହାଫଳରେ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇପଡିଛନ୍ତି। ନ୍ୟାସନାଲ ସେଣ୍ଟର ଫର୍ ସେସିମୋଲୋଜିର ରିପୋର୍ଟ ଅନୁଯାୟୀ ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୪.୭ ମପା…

ଦଶମ ଟପ୍ପର ୨୪ କିଲୋମିଟର ସାଇକେଲ ଚଳାଇ ଯାଉଥିଲେ ସ୍କୁଲ

ମଧ୍ୟପ୍ରଦେଶ: କଥାରେ ଅଛି ପରିଶ୍ରମ କେବେ ବୃଥା ଯିବନି । ପରିଶ୍ରମର ଫଳ ସବୁବେଳେ ମିଠା ହୋଇଥାଏ । ଏକଥାକୁ ପ୍ରତିପାଦନ କରୁଛି କୁନି ଝିଅ ରୋଶନୀ ଭୋଦରିଆ । ଘର ମଧ୍ୟପ୍ରଦେଶରେ ଭିଣ୍ଡ ଜିଲ୍ଲାରେ । ଗାଁ ଅଜନୋଲ୍ । ଚଳିତବର୍ଷ ମଧ୍ୟପ୍ରଦେଶ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ କମାଲ କରିଛନ୍ତ ।…

ଦେଶରେ ବଢୁଛି କରୋନା: ୨୪ ଘଣ୍ଟାରେ ସଂକ୍ରମିତ ହେଲେ ପାଖାପାଖି ୨୫ ହଜାର

ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ ଗମ୍ଭୀର ହେଉଛି କରୋନା ସ୍ଥିତି । ହୁ ହୁ ହୋଇ ଦେଶର ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି । ଗତ ୨୪ ଘଣ୍ଟାରେ ଭାରତରେ ସର୍ବାଧିକ ୨୪,୮୫୦ ଜଣ ସଂକ୍ରମିତ ହୋଇଥିବା ବେଳେ ୬୧୩ ଜଣ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୭୩,୧୬୫…