Latest Odisha News

BREAKING NEWS

Yearly Archives

2020

ମୁମ୍ବାଇ ଲାଲବାଗରେ ଏବର୍ଷ ହେବନି ଗଣେଷ ଉତ୍ସବ

ମୁମ୍ୱାଇ: କରୋନା ମହାମାରୀ ପାଇଁ ଚଳିତବର୍ଷ ଦେଶେ ଫିକା ପଡ଼ିଛି ପର୍ବପର୍ବାଣୀ । ମୁମ୍ବାଇରେ ଏବର୍ଷ ଗଣେଶ ଉତ୍ସବ ବି ମାନ୍ଦା ରହିବ । ଲାଲବାଗରେ ଚଳିତବର୍ଷ ଗଣେଶ ଉତ୍ସବ ପାଳନ କରାଯିବନି । ଆଜି ଏହି ଘୋଷଣା କରିଛି ଲାଲବାଗଚା ରାଜା ଗଣେଶ ଉତ୍ସବ ମଣ୍ଡଳ । ଲାଲବାଗରେ ଏବର୍ଷ ଗଣେଶ ଉତ୍ସବ…

ବାହୁଡ଼ା ଯାତ୍ରା ପୂର୍ବରୁ ପୁରୀରୁ ୧୨ ପଜିଟିଭ ଚିହ୍ନଟ

ପୁରୀ: ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପୂର୍ବରୁ ପୁରୀରେ ଦ୍ଵିତୀୟ ପର୍ଯ୍ୟାୟ କୋଭିଡ ଟେଷ୍ଟ ହୋଇଥିଲା । ଏଥିରେ ୧୨ ଜଣପଜିଟିଭ ଚିହ୍ନଟ ହୋଇଛନ୍ତି। ପୁରୀ ଜିଲ୍ଲା ପ୍ରଶାସନ ଟୁଇଟ୍ ଜରିଆରେ ପ୍ରକାଶ କହିଛନ୍ତି ଯେ, ୫୫୬୯ ଜଣଙ୍କର ସ୍ୱାବ ନମୁନା ପରୀକ୍ଷଣ ପାଇଁ ପଠାଯାଇଥିଲା ଓ ସେମାନଙ୍କ…

ଟ୍ରମ୍ପ କହିଲେ ଚାହିଁକି ଚୀନ୍ ଉପରେ ତାଙ୍କର ରାଗ ବଢୁଛି ?

ୱାଶିଂଟନ୍: ଆମେରିକାରେ କେବାକୁ କରୋନା । ମହାମାରୀ କାୟା ବିସ୍ତାର କରୁଥିବା ବେଳେ ଚୀନ୍ ଉପରେ ରାଗି ଖପ୍ପା ହେଉଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସ୍ୱାସ୍ଥ୍ୟ ଅଧିକାରୀ କହୁଛନ୍ତି ଏମିତି ସଂକ୍ରମଣ ବଢ଼ିଲେ ହୁଏତ ଆଗକୁ ଦେଶରେ କରୋନା ଉପରେ ନିୟନ୍ତ୍ରଣ ରଖିବା ଆମେରିକା ପକ୍ଷେ ସମ୍ଭବ…

ସୁଦର୍ଶନଙ୍କ ବାଲୁକା କଳାରେ ଚକା ଆଖି, ତିନି ରଥ ଓ ଶ୍ରୀଜିଉ

ପୁରୀ : କରୋନା ସଂକ୍ରମଣ ପାଇଁ ଭକ୍ତକୁ ବଡ ଦାଣ୍ଡ ମନା । ଗୁଣ୍ଡିଚା ପରି ବାହୁଡାରେ ବି ରଥ ଉପରେ ସେଇ ଚକା ଆଖିକୁ ଦେଖିବାର ସୁଯୋଗ ନାହିଁ । ସେପଟେ ବେଳାଭୂମିରେ ନିଜ ବାଲୁକା କଳା ମାଧ୍ୟମରେ ଚକା ଆଖି, ତିନି ରଥ ଓ ତିନି ଠାକୁରଙ୍କୁ ଦର୍ଶାଇଛନ୍ତି । ବାହୁଡା ଯାତ୍ରା ଅବସରରେ…

ବାହୁଡ଼ା ରୀତିନୀତି ପୂର୍ବରୁ ସେବାୟତଙ୍କ ହେଲା ଥର୍ମାଲ ସ୍କ୍ରିନିଂ

ପୁରୀ: ବିନା ଭକ୍ତ ଓ କୋଭିଡ କଟକଣା ଭିତରେ ବାହୁଡ଼ା ଯାତ୍ରା ହେଉଛି । କେବଳ କୋଭିଡ୍ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଥିବା ସେବାୟତ ହିଁ ମହାପ୍ରଭୁଙ୍କ ଏହି ଯାତ୍ରାରେ ସାମିଲ ହୋଇଛନ୍ତି । ଆଜି ବାହୁଡ଼ା ଯାତ୍ରା ପୂର୍ବରୁ ଗୁଣ୍ଡିଚା ମନ୍ଦିର ନିକଟରେ ସେବାୟତମାନଙ୍କର ଯାଞ୍ଚ କରାଯାଇଥିଲା ।…

କେମିତି ପାଇବି ପ୍ରଭୁ ଦର୍ଶନ…

କେମିତି ପାଇବି ପ୍ରଭୁ ଦର୍ଶନ... ସନ୍ତୋଷ ମିଶ୍ର ଝିପିଝିପି ବରଷାରେ ରଥ ମୁଁ ଭିଡ଼ିବି, ଭାବିଥିଲି ବାହୁଡାକୁ ଶ୍ରୀକ୍ଷେତ୍ରକୁ ଯିବି, ନନ୍ଦିଘୋଷେ ବସିଥିବ ମୋ ଚକାନାୟନ, ହେଲେ ଆଜି ସବୁକିଛି ମୋ ପାଇଁ ସପନ, କେମିତି ପାଇବି ପ୍ରଭୁ ଦରଶନ ...(୦) ମେଘ ଆସେ ବର୍ଷା ନେଇ ଭିଜେ ବଡଦାଣ୍ଡ,…

୨୪ ଘଣ୍ଟାରେ ୧୮,୬୫୩ ଆକ୍ରାନ୍ତ; ଦେଶରେ ସାଢେ ୫ ଲକ୍ଷ ଟପିଲା ପଜିଟିଭ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ତାଣ୍ଡବ ରଚୁଛି କରୋନା । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ଦୃତ ଗତିରେ ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା…

ବୀରମିତ୍ରପୁର ଥାନାର ପୂର୍ବତନ ଆଇଆଇସିଙ୍କୁ ବରଖାସ୍ତ କଲେ ପୋଲିସ ଡିଜି

ଭୁବନେଶ୍ୱର: ରାଉରକେଲା ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣାରେ କାର୍ଯ୍ୟାନୁଷ୍ଠାନ । ବୀରମିତ୍ରପୁର ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି ପୋଲିସ ଡିଜି ଅଭୟ । ଟ୍ୱିଟ୍ କରି ସେ ଏହି ସୂଚନା ଦେଇଛନ୍ତି । ପୋଲିସ ଡିଜି କହିଛନ୍ତି, ଆଇଆଇସିଙ୍କ ଆଚରଣ…

ବିନା ଭକ୍ତରେ ଜନ୍ମଦେବୀରୁ ରତ୍ନ ବେଦୀକୁ ଫେରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି

ପୁରୀ :କରୋନା ସଂକ୍ରମଣ ଭୟ ଯୋଗୁଁ ଆଜି ବି ଭକ୍ତ ଓ ଭଗବାନଙ୍କ ମିଳନ ହୋଇପାରିନି ବଡ ଦାଣ୍ଡରେ । ଗୁଣ୍ଡିଚା ଦିନ ବିନା ଭକ୍ତରେ ମହାପ୍ରଭୁ ରତ୍ନବେଦୀରୁ ଆସିଥିଲେ ଜନ୍ମ ବେଦୀ । ଏବେ ଫେରିଗଲା ବେଳେ ବି ଭକ୍ତ ନାହାନ୍ତି । କେବଳ ହାତ ଗଣତି ସେବାୟତ ଓ ପୋଲିସଙ୍କ ସାହାଯ୍ୟରେ ରଥଟଣା ଯିବ । ଘରେ…

ଗଞ୍ଜାମ ଜିଲ୍ଲାରେ ୧୪ ଘଣ୍ଟିଆ ସଟଡାଉନ ଘୋଷଣା : କ’ଣ ସବୁ ରହିଛି କଟକଣା, ଜାଣନ୍ତୁ

ଗଞ୍ଜାମ: ଗଞ୍ଜାମ ଜିଲ୍ଲାକୁ ୧୪ଘଣ୍ଟିଆ ସଟଡାଉନ ଘୋଷଣା କଲେ ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗେ। ଅପରାହ୍ନ ୪ଟା ଠାରୁ ପରଦିନ ସକାଳ ୬ଟା ପର୍ଯ୍ୟନ୍ତ କଟକଣା ଜାରି। *ଗଞ୍ଜାମ ଜିଲ୍ଲାରେ ୧୪ ଘଣ୍ଟିଆ ସଟ୍‌ଡାଉନ ଘୋଷଣା କଲେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ। *ଗଞ୍ଜାମ ଜିଲ୍ଲାରେ ସକାଳ…