Latest Odisha News

BREAKING NEWS

Yearly Archives

2020

ଦିଲ୍ଲୀ ଆସିଲେ ଚୀନ୍ ନାଗରିକଙ୍କୁ ମିଳିବନି ଟାକ୍ସି ସେବା

ନୂଆଦିଲ୍ଲୀ: ଗଲଓ୍ୱାନ ଘାଟି ସଂଘର୍ଷ ପରେ ସାରା ଦେଶରେ ଚୀନ ବିରୋଧରେ ହାଓ୍ୱା ବହୁଛି । ତେଜିବାରେ ଲାଗିଛି ଚୀନ ସାମଗ୍ରୀ ବର୍ଜନ ନାରା । ଏତିକିବେଳେ ବଡ଼ ନିଷ୍ପତ୍ତି ନେଇଛି ଦିଲ୍ଲୀର ଟୁର୍ ଏଣ୍ଡ ଟ୍ରାଭେଲ୍ ଆସୋସିଏସନ୍ । ଚୀନ୍ ନାଗରିକଙ୍କ ଉପରେ ବ୍ୟାନ ଲଗାଇଛି । ଘୋଷଣା କରିଛି, ଚୀନ୍…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ  ତା ୧-୭-୨୦୨୦ ବୁଧବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଜୁଲାଇ  ତା ୧ ରିଖ  ବୁଧବାର ମିଥୁନ ୧୭ ଦିନ  ଆଷାଢ ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥି ବିଶାଖା ନକ୍ଷତ୍ର ତୁଳା ଚନ୍ଦ୍ର ଘାତ ବାର-:  କର୍କଟ  ରାଶିର  ଆଜି:  ଶିମ୍ବ ଖାଇବା  ନିଷେଧ ଆଜି ମହାପ୍ରଭୁଙ୍କ…

ଟିକଟକକୁ ଟକ୍କର ଦେଉଛି ରୋପୋସୋ, ଗୋଟିଏ ଦିନରେ ରେକର୍ଡ ଡାଉନଲୋଡ୍

ଟିକଟକ୍ ବ୍ୟାନ ପରେ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଜବରଦସ୍ତ ହିଟ୍ ହେବାରେ ଲାଗିଛି ଭିଡିଓ ସେୟାରିଂ ଆପ୍ ରୋପୋସୋ । ଗତକାଲି ସୁଦ୍ଧା ୪୮ ଲକ୍ଷରୁ ଅଧିକ ୟୁଜର୍ସ ଡାଉନଲୋଡ୍ କରି ସାରିଛନ୍ତି । ଆଶା କରାଯାଉଛି ଦିନେ ଦୁଇ ଦିନ ଭିତରେ କୋଟିଏ ନୂଆ ୟୁଜର୍ସ ସାମିଲ ହେବେ । ଭିଡିଓ ସେୟାରିଂ ଆପ୍…

କାଳ ହେଲା ବିବାହ: କରୋନା ପଜିଟିଭ ଚିହ୍ନଟ ହେଲେ ୯୦ ଜଣ ଅତିଥି, ବର ମୃତ  

ପାଟଣା: ପାଟଣା ଅନ୍ତର୍ଗତ ପାଲିଗଞ୍ଜର ଗାଁରେ ଏକ ବିବାହ ଉତ୍ସବରେ ଯୋଗ ଦେଇଥିବା ପ୍ରାୟ ୯୦ ଜଣ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଦୁଇ ଦିନ ତଳେ ବରର ମୃତ୍ୟୁ ଘଟିଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ଗ୍ରାମବାସୀ ଉକ୍ତ ବରର କୋଭିଡ ପରୀକ୍ଷା ନକରି ଶବଦାହ କରିଦେଇଥିଲେ। ଏହି ଘଟଣାକୁ…

ଶ୍ରୀଜିଉଙ୍କ ପହଣ୍ଡି ଆରମ୍ଭ

ପୁରୀ: ଶ୍ରୀକ୍ଷେତ୍ରରେ ଆମ୍ଭ ହୋଇଛି ମହାପ୍ରଭୁଙ୍କ ପହଣ୍ଡି । ଗୋଟି ପହଣ୍ଡିରେ ଆସି ରଥାରୁଢ଼ ହୋଇଛନ୍ତି ଶ୍ରୀସୁଦର୍ଶନ । ଏହାପରେ ପ୍ରଭୁ ଶ୍ରୀବଳଭଦ୍ରଙ୍କ ପହଣ୍ଡି ଚାଲିଛି । ଏହାପରେ ଦେବୀ ସୁଭଦ୍ରା ଓ ଶେଷରେ ଗୋଟି ପହଣ୍ଡିରେ ଆସି ରଥାରୁଢ଼ ହେବେ ଜଗତର ନାଥ ଶ୍ରୀଜଗନ୍ନାଥ । ସକାଳ ୮ଟାରୁ…

ଖୋର୍ଦ୍ଧା ଜିଲ୍ଲାରେ କଡାକଡି ହେଲା କଟକଣା: ମାତ୍ର ୧୪ ଘଣ୍ଟା ପାଇଁ ଖୋଲିବ ଦୋକାନବଜାର

ଯାଜପୁର : କରୋନା ମୁକାବିଲା ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ କିଛି ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ଆଜିଠୁ ଖୋର୍ଦ୍ଧା ଜିଲ୍ଲାରେ ସକାଳ ୫ଟାରୁ ସଂଧ୍ଯା ୭ଟା ପର୍ଯ୍ୟନ୍ତ ୧୪ ଘଣ୍ଟା ଯାଏଁ ଖୋଲିବ ଦୋକାନବଜାର। ଏହି କଟକଣା ଜୁଲାଇ ୧୫ ଯାଏ ଜାରି ରହିବ ବୋଲି ଜିଲ୍ଲା…

ଆଜିଠୁ କାଉଣ୍ଟରରେ ମିଳିଲା ମଦ

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ଅଫଲାଇନରେ ଆରମ୍ଭ ହୋଇଛି ମଦ ବିକ୍ରି । ଖୋଲିଛି କାଉଣ୍ଟର । ସିଧାସଳଖ ମଦ କିଣିପାରିବେ ଗ୍ରାହକ । କିନ୍ତୁ କିଛିଟା କଟକଣା ମାନିବାକୁ ହେବ । ଉଭୟ ଗ୍ରାହକ ଓ ଦୋକାନୀଙ୍କ ପାଇଁ କିଛି ନିର୍ଦ୍ଦେଶାନାମା ଜାରି ହୋଇଛି । ନିମୟ ଭାଙ୍ଗିଲେ ସିଲ୍ ହେବ ମଦ ଦୋକାନ ।…

କରୋନା ମୁକାବିଲା: ଯାଜପୁରରେ ଜାରି ହେଲା ଏହିସବୁ କଟକଣା

ଯାଜପୁର : କରୋନା ମୁକାବିଲା ପାଇଁ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ କଟକଣା ଜାରି କରାଯାଇଛି। ଜୁଲାଇ ୧ ତାରିଖ ରୁ ସକାଳ ୬ ଘଟିକା ଠାରୁ ଦିବା ୧ ଘଟିକା ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲା ରହିବ। ରାତ୍ରିକାଳୀନ କର୍ଫ୍ୟୁ ରାତି ୯ ଘଟିକାରୁ ସକାଳ ୫ଟା…

ବାହୁଡ଼ା ଯାତ୍ରା ପାଇଁ ପୁରୀରେ ପୋଲିସ ଛାଉଣୀ

ପୁରୀ: ରଥଯାତ୍ରା ଭଳି ବିନା ଭକ୍ତରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେଉଛି । ଶ୍ରୀକ୍ଷେତ୍ରରେ କଡ଼ା କଟକଣା । କର୍ଫ୍ୟୁ ଲାଗିଛି । ଗତକାଲି ରାତି ୧୦ଟାରୁ ପୁରୀ ସହ ସମେତ ପୁରା ଜିଲ୍ଲାରେ ବଳବତ୍ତର ରହିଛି କର୍ଫ୍ୟୁ । ଗୁରୁବାର ରାତି ୧୦ଟା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ । ରଥଯାତ୍ରା…

ପୁରାଣ ଅନୁଯାୟୀ ବାହୁଡା ଯାତ୍ରାର ମାହାତ୍ମ୍ୟ

ଭୁବନେଶ୍ୱର: ଆଜି ଆଷାଢ଼ ଶୁକ୍ଳପକ୍ଷ ଦଶମୀ ବା ବାହୁଡ଼ା ଦଶମୀ । ଏହି ଦିନ ଶ୍ରୀଜଗନ୍ନାଥ ମହାପ୍ରଭୁ ଭାଇ ଭଉଣୀଙ୍କ ସହ ରଥରେ ଗୁଣ୍ଡିଚା ଘରୁ ବଡ଼ ଦେଉଳକୁ ଫେରନ୍ତି। ଏହି ଫେରନ୍ତା ଯାତ୍ରାକୁ ବାହୁଡ଼ା ଯାତ୍ରା କୁହାଯାଏ । ଶ୍ରୀବିଗ୍ରହମାନଙ୍କର ଫେରନ୍ତା ରଥଯାତ୍ରାକୁ ବାହୁଡା଼ ବା…