Latest Odisha News

BREAKING NEWS

Yearly Archives

2020

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ  ତା ୨୭-୬-୨୦୨୦ ଶନିବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା  ଜୁନ ତା ୨୭ ରିଖ  ଶନିବାର ମିଥୁନ ୧୩ ଦିନ ଆଷାଢ ମାସ ଶୁକ୍ଳ ପକ୍ଷ ସପ୍ତମୀ ତିଥି ପୂର୍ବାଫାଲଗୁନୀ ନକ୍ଷତ୍ର ଦିନ ୧୦ଟା ୧୪ମିନିଟ୍ ପର୍ଯ୍ୟନ୍ତ ତାପରେ ଉତ୍ତରା ଫାଲଗୁନୀ ନକ୍ଷତ୍ର ସିଂହ ଚନ୍ଦ୍ର ଭୋଗ ହେବ…

ଶନିବାର ପ୍ରବଳ ବର୍ଷା ସମ୍ଭାବନା; ଏହି ୫ଟି ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ ବିଭାଗ ରାଜ୍ୟର ୫ଟି ଜିଲ୍ଲା ଲାଗି ଜାରି କରିଛନ୍ତି ୟେଲ୍ଲୋ ୱାର୍ଣ୍ଣିଂ । ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସନ୍ଧ୍ୟା ଜାରି ହୋଇଥିବା ବୁଲେଟିନ ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ…

ରଥଯାତ୍ରାରେ ୧୦-୧୨ ଲକ୍ଷ ଜନସମାଗମ ହେବ ବୋଲି ରାଜ୍ୟ ସରକାରଙ୍କ ଭ୍ରମାତ୍ମକ ତଥ୍ୟ ସବୁ ବିଗାଡି ଦେଇଥିଲା : ଗଜପତି

ଭୁବନେଶ୍ୱର: ଅନେକ ଦ୍ୱନ୍ଦ୍ୱ ଆଶା ଆଶଙ୍କା ଭିତରେ ଶେଷରେ ଅନୁଷ୍ଠିତ ହୋଇଛି ରଥଯାତ୍ରା । ପ୍ରଥମେ ୧୮ ତାରିଖରେ ରଥ ଯାତ୍ରା ବନ୍ଦ କରିବା ନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ପରେ ପୁନଃବିଚାରର ଆବେଦନର ଶୁଣାଣି କରି କଟକଣା ଭିତରେ ରଥ ଯାତ୍ରା କରିବା ପାଇଁ ନିର୍ଦ୍ଦେ ଶ ଦେଇଥିଲେ କୋର୍ଟ…

ହେ ଜଗନ୍ନାଥ…

ହେ ଜଗନ୍ନାଥ... ସନ୍ତୋଷ କୁମାର ମିଶ୍ର ଭକ୍ତ ଦିଅଁ ଦରଶନେ ପଡିଲା ଫାଟ ମାଳିକା ବଚନ କଣ ହେବକି ସତ ହେ ଜଗନ୍ନାଥ..(୦) ମୁଖରୁ ବାହାରୁ ନାହିଁ କିଛି ସତ ବାଣୀ ସହଜରେ ପାପଟିକୁ ନେଉଅଛି କିଣି, ଭକତର ପୋଷାକରେ ହୃଦେ ଭକ୍ତି ଶୂନ୍ୟ ସେବାର ଡେଙ୍ଗୁରା ପିଟି ଅର୍ଥ ଉପାର୍ଜନ, ସତେ କି ଏ…

ଆଜି ରାତିରେ ଏହିସବୁ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସଦ୍ୟତମ ସୂଚନାନୁଯାୟୀ ଆଜି ରାତିରେ ଓଡ଼ିଶାର କିଛି ଜିଲ୍ଲାଗୁଡ଼ିକରେ ବଜ୍ରପାତ ସହିତ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ ଯେଉଁସବୁ ଜିଲ୍ଲାଗୁଡ଼ିକର ଗୋଟିଏ କିମ୍ବା…

ଜିରୋ ବାଲାନ୍ସ ଥିଲେ ମଧ୍ୟ ଏହି ଆକାଉଣ୍ଟରୁ ଉଠାଇପାରିବେ ୫,୦୦୦ ଟଙ୍କା !

ନୂଆଦିଲ୍ଲୀ: କରୋନା ମହାମାରୀ ପରି ସଙ୍କଟଜନକ ପରିସ୍ଥିତିରେ ଥିବା ବେଳେ ଆପଣଙ୍କ ଜନ ଧନ ଆକାଉଣ୍ଟରେ ଜିରୋ ବାଲାନ୍ସ ଥିଲେ ମଧ୍ୟ ଆପଣ ଓଭରଡ୍ରାଫ୍ଟଟ ମାଧ୍ୟମରେ ଉଠାଇ ପାରିବେ ୫,୦୦୦ ଟଙ୍କା । ଯେଉଁ ଜନ ଧନ ଯୋଜନା ଆକାଉଣ୍ଟ ଗୁଡ଼ିକରେ ଆଧାର କାଡର଼୍ ଲିଙ୍କ୍ ହୋଇଛି ସେହି ଆକାଉଣ୍ଟର…

୧୯୯୩ ମୁମ୍ବାଇ ବୋମା ବିସ୍ଫୋରଣ: ଜେଲରେ ଦୋଷୀ ୟୁସୁଫ ମେମନଙ୍କ ମୃତ୍ୟୁ

ମୁମ୍ବାଇ: ୧୯୯୩ ମୁମ୍ବାଇ ବୋମା ବିସ୍ଫୋରଣ ଘଟଣାର ଦୋଷୀ ୟୁସୁଫ ମେମନଙ୍କର ଶୁକବ୍ରାର ନାସିକ ଜେଲରେ ମୃତ୍ୟୁ ଘଟିଛି । ଟାଇଗର ମେମନଙ୍କ ଭାଇ ୟୁସୁଫ ଏଠାରେ ଆଜୀବନ ସଜା କାଟୁଥିଲେ । ହୃଦଘାତ ଯୋଗୁ ତାଙ୍କ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି । ୨୦୦୭ରେ କୋର୍ଟ ଦଣ୍ଡାଦେଶ ଘୋଷଣା କରିବା ପରେ…

ରଥଯାତ୍ରା ଭଳି ଶୃଙ୍ଖଳିତ ହେଉ ବାହୁଡା ଯାତ୍ରା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରଥଯାତ୍ରା ସୁରୁଖୁରୁରେ ସରିଲା । ଆଗକୁ ବାହୁଡା ଯାତ୍ରା । ରଥଯାତ୍ରା ଭଳି ମହାପ୍ରଭୁଙ୍କ ବାହୁଡା ଯାତ୍ରା ମଧ୍ୟ ଶୃଙ୍ଖଳାର ସହ ସାରିବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଆଜି ଶ୍ରୀଜିଉଙ୍କ ବାହୁଡା ଯାତ୍ରା ନେଇ ଭିଡିଓ କନଫରେନ୍ସିଂରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ…

କରୋନା କବଳରେ କଂଗ୍ରେସ ନେତା ମନୁ ସାଂଘଭି

ନୂଆଦିଲ୍ଲୀ: ଭାରତରେ କରୋନା ତାର କରାଳ ରୂପ ଦେଖେଇଚାଲିଛି । ପ୍ରତ୍ୟେକ ଦିନ ରେକର୍ଡ ସଂଖ୍ୟକ ରୋଗୀ ଆସୁଥିବାରୁ କେନ୍ଦ୍ର ସରକାର ଚିନ୍ତାରେ ରହିଛନ୍ତି । ଶୁକ୍ରବାର କଂଗ୍ରେସର ବରିଷ୍ଠ ନେତା ଅଭିଷେକ ମନୁ ସାଂଘଭି କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ୯ ଜୁଲାଇ ପର୍ଯ୍ୟନ୍ତ ହୋମ…

କରୋନା କ୍ରିଏଟିଭିଟି : ଶାଶ୍ୱତ ଜୟସିଂହଙ୍କ କରୋନା କବିତା

ଭୁବନେଶ୍ୱର : www.odishasambad.in ଏବଂ www.odishabytes.com ନିବେଦିତ କରୋନା କ୍ରିଏଟିଭିଟିରେ ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀ ଭାଗ ନେଇ ନିଜ କଳା ପ୍ରତିଭା ଦେଖାଇଛନ୍ତି । ଯାହା ଏବେ www.odishasambad.in ଏବଂ www.odishabytes.comର ୟୁଟ୍ୟୁବ, ଫେସ୍‌ବୁକ ଓ ଇନଷ୍ଟାଗ୍ରାମରେ ଅପଲୋଡ…