Latest Odisha News

BREAKING NEWS

Yearly Archives

2020

ଆଉ ରୋମାନ୍ସ କରିବାକୁ ପସନ୍ଦ କରୁନାହାନ୍ତି ପରିଣିତି

ମୁମ୍ବାଇ: ଚୁଲବୁଲି ହସ, ବିନ୍ଦାସ ଅଭିନୟ । ପ୍ରିୟଙ୍କା ଚୋପ୍ରାଙ୍କ ସଂପର୍କୀୟ ହୋଇଥିଲେ ବି ନିଜ ବଳରେ ବଲିଉଡରେ ପରିଚୟ ସୃଷ୍ଟି କରିଛନ୍ତି ଅଭିନେତ୍ରୀ ପରିଣିତି ଚୋପ୍ରା । ପ୍ରଥମେ ରୋମାଣ୍ଟିକ ଫିଲ୍ମ କରିବାକୁ ସେ ପସନ୍ଦ କରୁଥିଲେ । ହେଲେ ଏବେ କିଛି ହଟ୍‌କେ କରିବାକୁ ଯୋଜନା କରିଛନ୍ତି ।…

ଅମିତାଭଙ୍କ ସହ ଅଭିନୟ କରିବେ ଏହି ସାଉଥ୍ ସୁନ୍ଦରୀ

ମୁମ୍ବାଇ: ସାଉଥ୍ ଇଣ୍ଡଷ୍ଟ୍ରୀର ପପୁଲାର ଅଭିନେତ୍ରୀ ରଶ୍ମିକା ମନ୍ଦାନା । ଆସନ୍ତା ବର୍ଷ ଏହି ଅଭିନେତ୍ରୀ ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ତେବେ ବଲିଉଡରେ ପାଦ ଦେଉଦେଉ ତାଙ୍କ ହାତରେ ଦୁଇଦୁଇଟି ଅଫର ରହିଛି । ଉଭୟ ଦୁଇଟି ଫିଲ୍ମରେ ସେ ଦୁଇ ଜଣାଶୁଣା ଅଭିନେତାଙ୍କ ସହ ବଡ ପରଦାରେ ନଜର…

କାହିଁକି ଏହି ମହିଳାଙ୍କୁ କ୍ଷମା ମାଗିଲେ ଅମିତାଭ ବଚ୍ଚନ

ନୂଆଦିଲ୍ଲୀ: ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବହୁତ ସକ୍ରିୟ ରୁହନ୍ତି। ନିକଟରେ ଅମିତାଭ ବଚ୍ଚନ ଜଣେ ମହିଳା ଟ୍ୱିଟର ଉପଭୋକ୍ତାଙ୍କୁ ତାଙ୍କର ଏକ ଟ୍ୱିଟ୍ ପାଇଁ କ୍ଷମା ମାଗିଛନ୍ତି। ଅମିତାଭ ରବିବାର ଦିନ ଏକ କବିତା ପୋଷ୍ଟ କରିଥିଲେ। କିନ୍ତୁ, ଯେତେବେଳେ ଏହା ଜାଣିବାକୁ ପାଇଲେ ଯେ ଏହାର…

ଖୁବ୍‌ ଶୀଘ୍ର ରିଲିଜ୍‌ ହେବ ମନୋଜ ବାଜପେୟୀଙ୍କ ‘ଦି ଫ୍ୟାମିଲି ମ୍ୟାନ୍ ୨’

ନୂଆଦିଲ୍ଲୀ: ବଲିଉଡ ଅଭିନେତା ମନୋଜ ବାଜପେୟୀ ୨୦୧୯ ରେ 'ଦି ଫ୍ୟାମିଲି ମ୍ୟାନ୍' ସିରିଜରୁ OTT ପ୍ଲାଟଫର୍ମରେ ଡେବ୍ୟୁ କରିଥିଲେ। ଏହି ସିରିଜ୍ ଆମାଜନ୍ ପ୍ରାଇମ୍ ଭିଡିଓରେ ମୁକ୍ତିଲାଭ କରିଥିଲା ​। ମନୋଜ ବାଜପେୟୀଙ୍କ 'ଦି ଫ୍ୟାମିଲି ମ୍ୟାନ୍' ଦର୍ଶକଙ୍କ ଆଦୃତ ଲାଭ କରିଥିଲା। ଏହା ଦୀର୍ଘ ଦିନ…

ମୁମ୍ବା ଦେବୀ ଏବଂ ସିଦ୍ଧିବିନାୟକଙ୍କ ଦର୍ଶନ ପରେ ମୁମ୍ବାଇରେ ନିଜକୁ ସୁରକ୍ଷିତ ମଣିଲେ କଙ୍ଗନା

ନୂଆଦିଲ୍ଲୀ: ବିଏମସି ଏବଂ ମହାରାଷ୍ଟ୍ର ସରକାରଙ୍କ ସହ ବିବାଦକୁ ନେଇ ଚଳିତ ବର୍ଷ କଙ୍ଗନା ରଣାୱତ୍‌ ଚର୍ଚ୍ଚାରେ ରହିଆସିଛନ୍ତି। ସୋମବାର Y Plus ସୁରକ୍ଷା ଭିତରେ ମୁମ୍ବାଇରେ ପହଞ୍ଚିଥିବା କଙ୍ଗନା ରଣାୱତ୍‌ ପ୍ରଥମେ ମୁମ୍ବା ଦେବୀ ଏବଂ ପରେ ସିଦ୍ଧବିନାୟକ ମନ୍ଦିର ପରିଦର୍ଶନ କରିଥିଲେ। କଙ୍ଗନା…

ଆମେରିକା: କ୍ଷମତା ହସ୍ତାନ୍ତରକୁ ନେଇ ବଢିଲା ଦ୍ୱନ୍ଦ; ଟ୍ରମ୍ପ୍‌ଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଲେ ବାଇଡେନ୍‌

ୱାଶିଂଟନ୍: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ଡୋନାଲ୍ଡ ଟ୍ରମ୍ପଙ୍କୁ ଜାତୀୟ ସୁରକ୍ଷା ପ୍ରସଙ୍ଗରେ ସୂଚନା ବାଣ୍ଟି ନଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ଅବସରପ୍ରାପ୍ତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ସୁରକ୍ଷା ବିଭାଗର କିଛି ମୁଖ୍ୟଙ୍କ ହସ୍ତାନ୍ତରରେ…

କେତେ ମାରାତ୍ମକ ଟିଣ୍ଡର୍ ଆପ୍ଲିକେସନ୍ ?

ଭୁବନେଶ୍ୱର: ସଂପର୍କ ଯୋଡିବାକୁ ଡିଜିଟାଲ୍ ମାଧ୍ୟମ ଟିଣ୍ଡର୍ ଆପ୍ଲିକେସନ୍ । ଆଉ ଆବଶ୍ୟକତା ପଡୁନି ପ୍ରତ୍ୟକ୍ଷ ଭାବେ ଚିହ୍ନିବା କି ପରିଚିତ ହେବା । ବାସ୍ ଆପ୍ଲିକେସନ୍ ଡାଉନ୍‌ଲୋଡ୍ କରନ୍ତୁ, ଲଗ୍ ଇନ୍ କରି ଚାଟ୍ କରନ୍ତୁ । ପରେ ଦେଖା ସାକ୍ଷାତ କିମ୍ବା ଯାହାକୁ ଆମେ ଡେଟିଂ ଭାବେ ନାମିତ…

ୟୁପି ପ‌ରେ ଏବେ ଏମ୍‌ପିରେ ମଧ୍ୟ ଧର୍ମ ସ୍ୱତନ୍ତ୍ରତା ଅଧିନିୟମକୁ ମିଳିଲା ଅନୁମୋଦନ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ କ୍ୟାବିନେଟ୍ ଧର୍ମ ସ୍ୱତନ୍ତ୍ରତା ଅଧିନିୟମକୁ ଅନୁମୋଦନ କରିଛି। ଉତ୍ତରପ୍ରଦେଶ ପରେ ଏବେ ମଧ୍ୟପ୍ରଦେଶର ଶିବରାଜ ସରକାର ମଧ୍ୟ ଲଭ୍‌ ଜିହାଦ ବିରୋଧରେ ଏକ ଆଇନ ପ୍ରଣୟନ କରିବାକୁ ଯାଉଛନ୍ତି। ଏହି ନିୟମ ଅନୁଯାୟୀ, ଯେଉଁମାନେ ବଳପୂର୍ବକ ଧର୍ମ ପରିବର୍ତ୍ତନ କରନ୍ତି…

ନୀତିଶଙ୍କୁ ଆରଜେଡିର ଗୁଗୁଲୀ : ତେଜସ୍ୱୀଙ୍କୁ ମୁଖ୍ୟମନ୍ତ୍ରୀ କର, ୨୦୨୪ରେ ପ୍ରଧାନମନ୍ତ୍ରୀ କରାଇବୁ

ପାଟନା: ବିହାର ନିର୍ବାଚନ ପରେ ମଧ୍ୟ ରାଜନୀତି ସରୁ ନାହିଁ । ଏନଡିଏ ମେଂଟ ସରକାରରେ ଏ ପର୍ଯ୍ୟନ୍ତ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରିତ ହୋଇ ନାହିଁ । ବିଜେପି ଆରଜେଡି ଉପରେ ଚାପ ପକାଉଥିବା ଅଭିଯୋଗ ହେଉଛି । ଅସନ୍ତୁଷ୍ଟ ନୀତିଶ କୁମାରଙ୍କୁ ନିଜ ଆଡକୁ ଆଣିବା ପାଇଁ ଆରଜେଡି ଗୁଗୁଲି ପକାଇଛି ।…

ମୁମ୍ବାଇ ପୋଲିସ ଜାଲରେ ଗାଡି ଡିଜାଇନର୍ ଦିଲ୍ଲୀପ ଛାବ୍‌ରିଆ

ମୁମ୍ବାଇ: ଭାରତର ଜଣାଶୁଣା କାର୍ ଡିଜାଇନର୍ ଦିଲ୍ଲୀପ ଛାବ୍‌ରିଆ । ବୋଧ ହୁଏ ଏହି ନାଁ କିମ୍ବା ଚେହେରା ଅନେକଙ୍କ ପାଇଁ ନୂଆ ହୋଇପାରେ । ହେଲେ ଡିଜାଇନର୍ ଗାଡି ଆଗରେ ଲାଗିଥିବା ଡିସି (DC)ର ଲୋଗୋ ଭାରତରେ ବେଶ ଜଣାଶୁଣା । କାର ଡିଜାଇନ୍ କରିବା ମାମଲାରେ ଦିଲ୍ଲୀପ ଛାବ୍‌ରିଆ ଭାରତରେ ଏକ…