କ୍ୟାମେରା ସମ୍ମୁଖରେ କୋଭିଡ୍ ଟିକା ନେଲେ ମୁଁ ଖୁସି ହେବି; ହୁ ମହାନିର୍ଦ୍ଦେଶକ
ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଶୁକ୍ରବାର କହିଛନ୍ତି ଯେ ଆମେରିକାର ଅନେକ ପୂର୍ବତନ ରାଷ୍ଟ୍ରପତିଙ୍କ ପରି ସେ ମଧ୍ୟ କରୋନାଭାଇରସ୍ ଟିକା ପାଇ ଖୁସି ହେବେ। ହୁ ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଏସସ୍ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ…