Latest Odisha News

BREAKING NEWS

Yearly Archives

2020

ଆଜି ବିଶ୍ୱ ଟେଲି-କମ୍ୟୁନିକେସନ ଦିବସ, ଜାଣନ୍ତୁ ରାଜ୍ୟରେ ଟେଲିକମ ସେବାର ଇତିବୃତ୍ତି

ଭୁବନେଶ୍ୱର : ଆଜିକାଲି ଟେଲିଫୋନ ଓ ଇଣ୍ଟରନେଟ ସାଧାରଣ ଜନଜୀବନର ଏକ ଅଭିନ୍ନ ଅଙ୍ଗ ପାଲଟିଛି । ଦିନ ଥିଲା କେବଳ ସୀମିତ ସଂଖ୍ୟକ ଲ୍ୟାଣ୍ଡଲାଇନ ଫୋନର ବ୍ୟବହାର ହେଉଥିବା ବେଳେ କଥା ହେବା ପାଇଁ ଲୋକଙ୍କୁ ଟ୍ରଙ୍କ କଲ ବୁକ୍ କରିବାକୁ ପଡୁଥିଲା । ତେବେ ନବେ ଦଶକରେ ମୋବାଇଲ ସେବାର…

ସାମାଜିକ ଦୂରତ୍ବ ନିୟମ ଉଲଘଂନ; କଟକରେ ୩ ଦୋକାନ ସିଲ୍

କଟକ: ସାମାଜିକ ଦୂରତ୍ବ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ କଟକ ମ୍ୟୁନିସିପାଲିଟି କର୍ପୋରେସନ୍ (ସିଏମସି) ପକ୍ଷରୁ ତିନୋଟି ଦୋକାନକୁ ସିଲ୍ କରାଯାଇଛି। ଦୋକାନଗୁଡ଼ିକ ମଧ୍ୟରେ ରହିଛି- ଚୌଧୁରୀ ବଜାରରେ ଥିବା ଡିଡି ଟେକ୍ସଟାଇଲ୍, ଦୋଳମୁଣ୍ଡାଇରେ ଏମ ବଜାର ଏବଂ ନନ୍ଦୀ ସାହିର ଆରିୟାନ୍…

ମହାରାଷ୍ଟ୍ରରେ ମେ’ ୩୧ ଯାଏଁ ଲକଡାଉନ୍

ମହାରାଷ୍ଟ୍ର: ସାରା ବିଶ୍ୱରେ କାୟା ମେଲାଇଛି ମହାମାରୀ କରୋନା । ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନଜରରେ ରଖି ମହାରାଷ୍ଟ୍ର ସରକାର ମେ’ ୩୧ ଯାଏଁ ଲକଡାଉନ ଅବଧିକୁ ବଢ଼ାଇ ଦେଇଛନ୍ତି । ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ…

୫ ନୁହେଁ ରାଜ୍ୟରେ କରୋନାରେ ୪ ଜଣଙ୍କ ମୃତ୍ୟୁ, ସ୍ପଷ୍ଟ କଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫ ନୁହେଁ ୪ରେ ପଂହଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନୂଆ ଟ୍ୱିଟ ଜାରି କରି ସ୍ପଷ୍ଟ କରାଯାଇଛି । The 2nd death of Ganjam district yesterday was suspected Covid. Test report received from…

ମା ସମଲେଶ୍ବରୀ ମନ୍ଦିର ପରିସରରେ ଅଗ୍ନିକାଣ୍ଡ; ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ସମ୍ବଲପୁର: ଓଡିଶାର ସମ୍ବଲପୁର ଜିଲ୍ଲାର ପ୍ରସିଦ୍ଧ ସମଲେଶ୍ୱରୀ ମନ୍ଦିର ପରିସରରେ ଅଗ୍ନିକାଣ୍ଡ ସୂଚନା। ସୂଚନାନୁସାରେ, ଲକ୍ଷ ଲକ୍ଷ ମୂଲ୍ୟର ସମ୍ପତ୍ତି ଜାଳି ନଷ୍ଟ ହୋଇଯାଇଛି। ସକାଳ ପ୍ରାୟ ୮ ଟା ୪୦ ମିନିଟ୍ରେ ରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ମନ୍ଦିର ପରିସରରେ ଥିବା ଏକ…

ଆରିଜୋନା ମରୁଭୂମି ହଜାର ହଜାର ବିମାନର କବର ସାଜିଛି

ଆରିଜୋନ: ଉତର ଆମେରିକାର ଆରିଜୋନା ମରୁଭୂମି ଏବେ ହଜାର ହଜାର ବିମାନର କବରଖାନା ସାଜିଛି । କରୋନା ଭାଇରସ ଯୋଗୁ ସମ୍ପୂର୍ଣ୍ଣ ବିଶ୍ୱ ଏବେ ନୀରବ ହୋଇଯାଇଛି । ଏଭଳି ପରିସ୍ଥିତିରେ ଏହି ବିମାନଗୁଡିକର କିଛି କାର୍ଯ୍ୟ ନାହିଁ କହିଲେ ଭୁଲ ହେବ ନାହିଁ । ଡେଲଟା ଏୟାରଲାଇନ୍ସ, ଜେଟ ବ୍ଲୁ ପରି ଅନେକ…

ଓଡ଼ିଶାରେ ଚିହ୍ନଟ ନୂଆ ୯୧ କରୋନା ପଜିଟିଭଙ୍କ ସମ୍ପର୍କରେ ତଥ୍ୟ ଦେଲେ ସରକାର

ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୯୧ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ବିଟ ଜରିଆରେ ଆକ୍ରାନ୍ତଙ୍କ ସମ୍ପର୍କରେ ତଥ୍ୟ ଦିଆଯାଇଛି। https://twitter.com/IPR_Odisha/status/1261903741692841984?s=08 ଚିହ୍ନଟ…

ରାଜ୍ୟର ତିନି ରେଡ୍ ହଟସ୍ପଟ୍ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ଟପିଲା

ଭୁବନେଶ୍ୱର : ଓଡିଶାକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ସଂଖ୍ୟା ବଢିବା ସହିତ ବଢିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଦ୍ରୁତ ଗତିରେ କରୋନା ପଜିଟିଭ୍ ଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ୫ଟି ରେଡ୍ ହଟ ଜୋନ ଜିଲ୍ଲାରେ ଏହା ୫୦ ଟପିଥିବା ବେଳେ ତିନିଟିରେ ୧୦୦ ଅତିକ୍ରମ କରିଛି । କରୋନା…

କରୋନା ଅପଡ଼େଟ୍‌: ଓଡ଼ିଶା, ଭାରତ ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ଓଡ଼ିଶାରେ ରବିବାର ସକାଳ ୧୦ଟା ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୨୮କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୫ ରହିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୯୬ଜଣ ଆରୋଗ୍ୟ ଲାଭ କରିଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି।…

ଆତ୍ମନିର୍ଭର ଭାରତ: ସ୍ବାସ୍ଥ୍ୟ ସେବା ଲାଗି ଅର୍ଥମନ୍ତ୍ରୀଙ୍କ ୧୫,୦୦୦ କୋଟି ଟଙ୍କା ଘୋଷଣା

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରବିବାର ଦିନ ଆତ୍ମନିର୍ଭର ଭାରତ ରିଲିଫ ପ୍ୟାକେଜର ପଞ୍ଚମ କିସ୍ତି ଘୋଷଣା କରିଛନ୍ତି।  ପ୍ରାୟ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜକୁ ସେ ପର୍ଯ୍ୟାୟକ୍ରମେ ଘୋଷଣା କରିଛନ୍ତି। ଆଜିର ପଞ୍ଚମ ତଥା ଅନ୍ତିମ କିସ୍ତି ସମ୍ପର୍କରେ…