Latest Odisha News

BREAKING NEWS

Yearly Archives

2020

ସୋନିଆଙ୍କୁ ହାତ ଯୋଡିଲେ ସୀତାରମଣ, କହିଲେ, ଶ୍ରମିକଙ୍କୁ ନେଇ ରାଜନୀତି କରନ୍ତୁନି

ନୂଆଦିଲ୍ଲୀ: କରୋନା ସଂକଟ ଦେଇ ଏବେ ଦେଶ ଗତି କରୁଛି । ଶହ ଶହ ହଜାର ହଜାର କିଲୋମିଟର ଚାଲି ଚାଲି ନିଜ ନିଜ ରାଜ୍ୟକୁ ଫେରୁଛନ୍ତି ପ୍ରବାସୀ ଶ୍ରମିକ । ତେବେ ନିଜ ରାଜ୍ୟକୁ ଫେରିବା ପୂର୍ବରୁ ଏମାନଙ୍କୁ ଦୁର୍ଦ୍ଧଶା ବଢ଼ି ଯାଉଛି । ପ୍ରତିଦିନ ପ୍ରବାସୀ ଶ୍ରମିକଙ୍କ ହୃଦୟ ବିଦାରକ ଚିତ୍ର ସାମ୍ନାକୁ…

‘ଅମ୍ଫାନ’ ମୁକାବିଲା: ଓଡ଼ିଆରେ ୧୦ ଏନ୍‌ଡିଆର୍‌ଏଫ୍ ଟିମ୍ ମୁତୟନ

ନୂଆଦିଲ୍ଲୀ: ଧୀରେ ଧୀରେ ସ୍ଥଳଭାଗ ଆଡକୁ ମାଡି ଆସୁଛି ଦକ୍ଷିଣପୂର୍ବ ବଙ୍ଗୋପସାଗର ଏବଂ ଆଖପାଖ ସମୁଦ୍ରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ଅମ୍ଫାନ’ । ଏହାକୁ ଦୃଷ୍ଟିରେ ରଖି ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ ବା ଏନ୍‌ଡିଆର୍‌ଏଫ୍‌ର ୧୭ଟି ଟିମ୍‌କୁ ଓଡିଶା ଏବଂ ପଶ୍ଚିମବଙ୍ଗରେ ମୁତୟନ…

ମହାରାଷ୍ଟ୍ର ପରେ ତାମିଲନାଡୁରେ ମେ’ ୩୧ ଯାଏଁ ବଢ଼ିଲା ତାଲାବନ୍ଦ

ଚେନ୍ନାଇ: କରୋନା ଭୂତାଣୁର ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ତାଲାବନ୍ଦ ପଡିଛି । ଲକଡାଉନ ୩.୦ର ଆଜି ହେଉଛି ଶେଷ ଦିନ । ତେବେ ଏହାରି ଭିତରେ ଲକଡାଉନ୪.୦ ପୂର୍ବରୁ ଅନେକ ରାଜ୍ୟ ଲକଡାଉନ ଅବଧି ବଢ଼ାଇ ସାରିଲେଣି । ଏବେ ମହାରାଷ୍ଟ୍ର ପରେ ତାମିଲନାଡୁ ସରକାର ମେ’ ୩୧ ଯାଏଁ ଲକଡାଉନ ବୃଦ୍ଧି…

ଜିଲ୍ଲାପାଳ କ୍ଷମତା ପ୍ରୟୋଗ କଲେ ସରପଂଚ, ଗାଁକୁ ୪୮ ଘଂଟା ସଟଡାଉନ୍ ଘୋଷଣା

କଟକ: ଜିଲ୍ଲାପାଳ କ୍ଷମତା ପ୍ରୟୋଗ କଲେ ବାଙ୍କୀ ବ୍ଲକ କାଳିପୋଇ ସରପଂଚ । ବାହାର ରାଜ୍ୟରୁ ଲୁଚି ଆସି କ୍ୱାରେଂଟାଇନ୍‌ରେ ପ୍ରବାସୀ ରହୁନାହାନ୍ତି । ସେମାନେ ଗାଁ ଭିତରେ ବୁଲୁଛନ୍ତି । ଏହାକୁ ଦେଖି ପୋଲିସ ସହାୟତାରେ ବାହାର ରାଜ୍ୟ ଫେରନ୍ତାଙ୍କୁ ଉଦ୍ଧାର କରି କ୍ୱାରେଂଟିନ୍ ସେଂଟରକୁ…

କରୋନା କଟକଣା: ୨ଟି ୱାର୍ଡକୁ ସଟ୍‌ଡାଉନ୍ ଘୋଷଣା କଲେ ସରପଞ୍ଚ

ଭଦ୍ରକ: ରାଜ୍ୟରେ ହୁ ହୁ ହୋଇ ବଢ଼ୁଛି କରୋନ ଆକ୍ରାନ୍ତଙ୍କ ସଂଖ୍ୟା । ଏହାକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲା ତିହିଡି ଭାଟପଡା ପଂଚାୟତକୁ ୪୮ ଘଂଟା ପାଇଁ ସଟ୍‌ଡାଉନ୍ ଘୋଷଣା କରାଯାଇଛି । ସରପଂଚ ସ୍ୱର୍ଣ୍ଣମୟୀ ଜେନ୍ ଏହି ସଟଡାଉନ୍ ଘୋଷଣା କରିଛନ୍ତି । ଉକ୍ତ ପଞ୍ଚାୟତର ୨୦ ଓ ୨୧ ନମ୍ବର ଏହି…

ଓଡ଼ିଶାରେ ପହଞ୍ଚିଲା ସୁରଟରୁ ଆସୁଥିବା ୩ ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍

ଗଞ୍ଜାମ: ସୁରଟରୁ ପ୍ରାୟ ୪,୬୬୪ ଓଡିଆ ପ୍ରବାସୀ ଶ୍ରମିକଙ୍କୁ ନେଇ ୩ଟି ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ଗଞ୍ଜାମ ଜିଲ୍ଲାର ଜଗନ୍ନାଥପୁର ରେଳ ଷ୍ଟେସନରେ ପହଞ୍ଚିଛି ବୋଲି ଆଧିକାରୀକ ସୁତ୍ରରୁ ପ୍ରକାଶ। ମିଳିଥିବା ସୂଚନା ଅନୁସାରେ, ରେଳ ଷ୍ଟେସନରେ ପହଞ୍ଚିବା ପରେ ସେମାନଙ୍କୁ ନିଜ ନିଜ ଜିଲ୍ଲାକୁ…

ଭଲ ଖବର, ସୁସ୍ଥ ହେଲେ ଆଉ ୨୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟାରେ ଦିନକୁ ଦିନକ ବଢ଼ୁଥିବା କରୋନା ଅକ୍ରାନ୍ତଙ୍କ ସଂଖ୍ୟା ଚିନ୍ତା ବଢ଼ାଇଛି । ଏହାରି ଭିତରେ ଆସିଛି ଏକ ଭଲ ଖବର । ରାଜ୍ୟରେ ଆଉ ୨୪ କରୋନା ଆକ୍ରାନ୍ତ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । Another 24 patients have recovered from COVID-19 and are being…

ସନ୍ଧ୍ୟାରେ ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେବ ‘ଅମ୍ଫାନ’, କାଲିଠୁ ବର୍ଷା-ପବନ

ଭୁବନେଶ୍ୱର: ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇଛି ସମ୍ଭାବ୍ୟ ବାତ୍ୟ ଅମ୍ଫାନ । ଆଜି ସନ୍ଧ୍ୟାରେ ଏହା ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ । ଏହାର ପ୍ରଭାବରେ ଆସନ୍ତାକାଲିଠାରୁ ରାଜ୍ୟରେ ବର୍ଷା-ପବନ ଆରମ୍ଭ ହେବ । ସମ୍ଭାବ୍ୟ ବାତ୍ୟା ଉପରେ ସରକାର ତୀକ୍ଷ୍ଣ ନଜର ରଖିଛନ୍ତି…

ଆଇଜର-ବ୍ରହ୍ମପୁରରେ ହେବ କୋଭିଡ-୧୯ ପରୀକ୍ଷା

ଭୁବନେଶ୍ୱର: କୋଭିଡ-୧୯ ପରୀକ୍ଷା କରିବା ପାଇଁ ଆଇଜର-ବ୍ରହ୍ମପୁରକୁ ଭୁବନେଶ୍ୱର ଏମ୍ସ ପକ୍ଷରୁ ଆବଶ୍ୟକୀୟ ଅନୁମୋଦନ ପ୍ରଦାନ କରାଯାଇଛି ବୋଲି ରବିବାର ଦିନ ଟ୍ୱିଟ କରି ସୂଚନା ଦେଇଛି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ। ଅନ୍ୟପକ୍ଷରେ, ବଲାଙ୍ଗୀରର ଭୀମ ଭୋଇ ମେଡିକାଲ କଲେଜ ଏବଂ…

ବଢ଼ିଲା ତୈଳ ଦର, ପ୍ରଶ୍ନ ଉଠାଇଲେ ବିରୋଧୀ

ଭୁବନେଶ୍ୱର: ରାଜ୍ୟରେ ସରକାର ତୈଳ ଦର ବଢ଼ାଇବା ନେଇ ପ୍ରଶ୍ନ ଉଠାଇଛି ବିରୋଧୀ । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ପ୍ୟାକେଜ ଘୋଷଣା କରି ଦିନ ଦି ପହରରେ ସାଧାରଣ ଲୋକଙ୍କୁ…