ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର; ଜାଣନ୍ତୁ ବର୍ଦ୍ଧିତ ମୂଲ୍ୟ
ଭୁବନେଶ୍ୱର: ରାଜ୍ୟ ସରକାର ଶନିବାର ରାତିରୁ ଉଭୟ ପେଟ୍ରୋଲ ଓ ଡିଜେଲ ଉପରେ ଭାଟ୍ ହାର ବୃଦ୍ଧି କରିଛନ୍ତି। ଯାହା ଫଳରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ରବିବାର ଠାରୁ ବୃଦ୍ଧି ପାଇଛି।
ପେଟ୍ରୋଲ ଉପରେ ଭ୍ୟାଟ୍ ୨୬ ପ୍ରତିଶତରୁ ୩୨ ପ୍ରତିଶତକୁ ଏବଂ ଡିଜେଲ ଉପରେ ୨୬ ପ୍ରତିଶତ ରୁ ୨୮ ପ୍ରତିଶତକୁ…