Latest Odisha News

BREAKING NEWS

Yearly Archives

2020

କରୋନା ଟୀକାକରଣ ପାଇଁ କମିଟି ଗଠନ କଲେ ରାଜ୍ୟ ସରକାର

ଭୁବନେଶ୍ବର: ଟୀକାକରଣ ବ୍ୟବସ୍ଥା ସହଜ କରିବାକୁ ରାଜ୍ୟ ସରକାର ଗଠନ କଲେ କମିଟି । ଉଭୟ ରାଜ୍ୟ ଓ ଜିଲ୍ଲାସ୍ତରରେ କମିଟି ଗଠନ କରାଯାଇଛି ।୨୧ ଜଣିଆ ରାଜ୍ୟସ୍ତରୀୟ କମିଟିର ଅଧ୍ୟକ୍ଷ ରହିବେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ । ଏଥିରେ ସଦସ୍ୟ ସଚିବ ଭାବେ କାମ କରିବେ ରାଜ୍ୟ ଟୀକାକରଣ…

ଗପ: ଅନ୍ଧାରର ଲୁହ

ଦୀପିକା ଦାଶ ହଠାତ ରାତ୍ରିଅଧରେ ନିଜ ଘରର ଡ୍ରଇଂରୁମରୁ କୋଳାହଳ ଭାସି ଆସୁଥିବାର ଶୁଣି ଜଷ୍ଟିସ ଚୌଧୁରୀଙ୍କ ନିଦ ଭାଙ୍ଗିଗଲା । ଆଖିକୁ ମନ୍ଥି ମନ୍ଥି ସିଏ ଡ୍ର' ରେ ଥିବା ଚଷମାଟିକୁ ପିନ୍ଧି, ଖଟ ତଳେ ଥିବା ସ୍ଲିପରକୁ ଗୋଡ଼ରେ ଗଳାଇ ସେ ବାହାରିଗଲେ ଡ୍ରଇଂ ରୁମ ଆଡ଼କୁ । ତାଙ୍କୁ ଯିବା…

ବାହାରିପାରିଲାନି ନିଷ୍କର୍ସ: ସମୟ ମାଗିଲେ ସରକାର, ୯ରେ ପୁଣି କୃଷକଙ୍କ ସହ ଆଲୋଚନା

ନୂଆଦିଲ୍ଲୀ: ସରକାର ଓ କୃଷକଙ୍କ ମଧ୍ୟରେ ହୋଇଥିବା ପଞ୍ଚମ ପର୍ଯ୍ୟାୟ ବୈଠକରୁ ବି ବାହାରିପାରିଲାନି ନିଷ୍କର୍ସ । ଆଜିର ବୈଠକରେ ପୁଣି ସମୟ ମାଗିଲେ ସରକାର । ଆସନ୍ତା ୯ ତାରିଖ ସକାଳ ୧୧ଟାରେ ପୁଣି ସରକାର ଓ କୃଷକଙ୍କ ମଧ୍ୟରେ ଆଲୋଚନା ହେବ । ବୈଠକ ପରେ କୃଷକ ନେତାଙ୍କ ପକ୍ଷରୁ କୁହାଯାଇଛି ଯେ,…

ଆକ୍ରାନ୍ତଙ୍କ ତୁଳନାରେ ରାଜଧାନୀରେ ବଢୁଛି ସୁସ୍ଥତାଙ୍କ ସଂଖ୍ୟା

ଭୁବନେଶ୍ୱର: ଭୁବନେଶ୍ୱରରେ ଗୋଟିଏ ଦିନରେ ୩୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ ୪୩ ସୁସ୍ଥ ହୋଇଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ଟ୍ବିଟ୍ ଅନୁଯାୟୀ ସଙ୍ଗରୋଧରୁ ୬ ଓ ସ୍ଥାନୀୟ ଅଂଚଳରୁ ୨୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱରରେ…

୯୦% ନଷ୍ଟ ଫୁସଫୁସକୁ ଇକ୍‌ମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର

ଭୁବନେଶ୍ୱର: କୋଭିଡ୍‌-୧୯ ସଂକ୍ରମିତ ହେଲେ ଅନେକ କ୍ଷେତ୍ରରେ ସଂକ୍ରମିତଙ୍କ ଫୁସଫୁସ ଅଧିକ ମାତ୍ରାରେ ଆକ୍ରାନ୍ତ ହେଉଛି। ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଏଭଳି ଜଣେ କରୋନା ସଂକ୍ରମିତଙ୍କର ଚିକିତ୍ସା ଇକ୍‌ମୋ ସର୍ଭାଇଭର୍ ପଦ୍ଧତିରେ କରାଯାଇ ତାଙ୍କୁ…

ବିଶ୍ୱ ରେକର୍ଡ: ଗୋଟିଏ ମୁଦିରେ ୧୨ ହଜାର ୬୩୮ଟି ହୀରା

ନୂଆଦିଲ୍ଲୀ: ଗୋଟିଏ ମୁଦିରେ ଲାଗିଛି ୧୨ ହଜାର ୬୩୮ଟି ହୀରା । ଶୁଣିଲେ ଟିକେ ଆଶ୍ଚର୍ଯ୍ୟ ଲାଗୁଛି ନାଁ । ହେଲେ ଏପରି ହିଁ ହୋଇଛି । ଭାରତର ଡାଇମଣ୍ଡ ହବ୍ କୁହାଯାଉଥିବା ସୁରତର ଜଣେ ୨୫ ବର୍ଷୀୟ ଜୁଏଲର ହରୀଶ ବଂଶଲ ଏପରି ଏକ ମୁଦି ତିଆରି କରିଛନ୍ତି । ଯେଉଁଥିରେ ଲାଗିଛି ୧୨ ହଜାର ୬୩୮ଟି ହୀରା…

ଫେରୁଛନ୍ତି ରାନୁ ମଣ୍ଡଳ…

ପଶ୍ଚିମବଙ୍ଗ: ରାନୁ ମଣ୍ଡଳ । ଅନେକ ହୁଏ ତ ଏହି ଚେହେରା କିମ୍ବା ନାଁକୁ ଭୁଲିନଥିବେ । ପଶ୍ଚିମବଙ୍ଗ ରାଣାଘାଟ ରେଳବାଇ ପ୍ଲାଟଫର୍ମରେ ଗୀତ ଗାଇ ଏହି ମହିଳା ଜଣକ ରାତାରାତି ଇଣ୍ଟରନେଟ୍ ଷ୍ଟାର ପାଲଟିଥିଲେ । ଏପରିକି ହିମେଶ ରେଶମିୟାଁଙ୍କ ନିର୍ଦ୍ଦେଶନାରେ ଗୀତ ବି ଗାଇଥିଲେ । ଦର୍ଶକଙ୍କୁ…

ବାଇକ ପଛରେ ବସିଥିବା ଲୋକଙ୍କ ପାଇଁ ମଧ୍ୟ ହେଲ୍‌ମେଟ ବାଧ୍ୟତାମୂଳକ

ଭୁବନେଶ୍ୱର: ଏଣିକି ବାଇକ୍‌ ଚାଳକ ଓ ପଛ ସିଟରେ ବସିଥିବା ଲୋକଙ୍କ ପାଇଁ ହେଲ୍‌ମେଟ ବାଧ୍ୟତାମୂଳକ । ନିଯମ ନ ମାନିଲେ ବାତିଲ ହେବ ଡ୍ରାଇଭିଂ ଲାଇସେନ୍ସ । ଏ ନେଇ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ରାଜ୍ୟ ପରିବହନ କର୍ତ୍ତୃପକ୍ଷ । ବିପଦ ଓ ଜରିମାନାକୁ ଏଡ଼ାଇବା ଲାଗି ସତର୍କ ହେବାକୁ ପରାମର୍ଶ ।…

କୃଷକଙ୍କ ସମର୍ଥନରେ ମୁହଁ ଖୋଲିଲେ ଅଭିନେତା ରିତେଶ

ନୂଆଦିଲ୍ଲୀ: କୃଷି ବିଲ୍ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି। ଦେଶରେ କୃଷକ ଆନ୍ଦୋଳନ ଉପରେ ଅନେକ ସେଲିବ୍ରେଟିମାନେ ନିଜର ମତାମତ ଦେଉଛନ୍ତି। କଙ୍ଗନା ରାନାୱତ ଏବଂ ଦିଲଜିତ ଦୋସଞ୍ଜଙ୍କ ମଧ୍ୟରେ ଏହି ପ୍ରସଙ୍ଗରେ ତୀବ୍ର ବିତର୍କ କରିଛନ୍ତି। ଅନେକ ସେଲିବ୍ରେଟି କୃଷକ ଆନ୍ଦୋଳନକୁ ଦୃଢ…

“କୌନ ବନେଗା କରୋଡପତି” ଏକ୍ସପର୍ଟ ସାଜିବେ ଆନନ୍ଦ କୁମାର

ମୁମ୍ବାଇ: ସୁପର୍ ୩୦ର ପ୍ରତିଷ୍ଠାତା ତଥା ଜଣାଶୁଣା ଗଣିତଜ୍ଞ ଆନନ୍ଦ କୁମାର । ଖୁବଶୀଘ୍ର ଆନନ୍ଦ 'କୌନ ବନେଗା କରୋଡପତି' (KBC) ଭଳି ପପୁଲାର ରିୟାଲିଟି ସୋ'ରେ ଏକ୍ସପର୍ଟ ଭୂମିକାରେ ନଜର ଆସିବେ । ଆସନ୍ତା ସୋମବାର ଦିନ ପ୍ରସାରିତ ହେବାକୁ ଥିବା ଏପିସୋଡରେ ଆନନ୍ଦ କୁମାରଙ୍କୁ ଦର୍ଶକ ଦେଖିବାକୁ…