Latest Odisha News

BREAKING NEWS

Yearly Archives

2020

କରୋନା କଟକଣା ମଧ୍ୟରେ ନିଆରା ବିବାହ: ବୈଦିକ ରୀତିନୀତିରେ ପଡିଲା ହାତଗଣ୍ଠି

ଯାଜପୁର: ମହାମାରୀ କରୋନା ଭୂତାଣୁର ମୁକାବିଲା ପାଇଁ ଏବେ ଲକଡାଉନରେ ସାରା ଦେଶ । ଗାଁ ଠୁ ସହର ସବୁଠି ଏବେ ତାଲାବନ୍ଦ । ଏଭଳି ଲକଡାଉନ୍ କଟକଣା ଭିତରେ ବୈଦିକ ରିତିନିତୀରେ ସମ୍ପର୍ଣ୍ଣ ହୋଇଛି ବାହାଘର । ମୁହଁରେ ମାସ୍କ ପିନ୍ଧି ବିବାହ ବନ୍ଧନରେ ବାନ୍ଧି ହେଇଛନ୍ତି ବର କନ୍ୟା । ଏଭଳି ଏକ…

ବିଶ୍ବରେ ୩୦ ଲକ୍ଷ ଟପିଲା କରୋନା ଆକ୍ରାନ୍ତ ସଂଖ୍ୟା

ନୂଆଦିଲ୍ଲୀ: କରୋନା କବଳରେ ସାରାବିଶ୍ୱ । ଏହାର ପ୍ରଭାବରେ ସମ୍ପୂର୍ଣ୍ଣ ବିଶ୍ୱରେ ମୃତ୍ୟୁ ସଂଖ୍ୟା ଅସମ୍ଭବ ଭାବେ ବଢିଚାଲିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଜାରି ହୋଇଥିବା ସଦ୍ୟତମ ରିପୋର୍ଟ ଅନୁଯାୟୀ ଏହି ମହାମାରୀ ପ୍ରଭାବରେ ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୩୦ ଲକ୍ଷ ୬୪ ହଜାର ୮୯୪ ଜଣ…

୨ ଦିନରେ ରାଉରକେଲାରେ ୭ କରୋନା ପଜିଟିଭ ଚିହ୍ନଟ

ରାଉରକେଲା: ସୁନ୍ଦରଗଡ ଜିଲ୍ଲାରେ ଗତ ଦୁଇ ଦିନ ମଧ୍ୟରେ ୭ଟି କରୋନା ମାମଲା ଚିହ୍ନଟ ହୋଇଛି। ଏପ୍ରିଲ ୨୬ ରେ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ରାଉରକେଲାର ପ୍ରାୟ ତିନି ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଟୁଇଟ୍ କରିଥିଲେ । ସେମାନଙ୍କୁ ମଧ୍ୟରୁ ଦୁଇ ଜଣ ପୁରୁଷ ଥିବା ବେଳେ ଜଣେ…

କରୋନା ମହାମାରୀ: ୨୪ ଘଣ୍ଟାରେ ଆମେରିକାରେ ୧୩୦୩ ମୃତ

ୱାଶିଂଟନ: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ ବିଶ୍ୱବ୍ୟାପୀ କାୟା ବିସ୍ତାର କରୁଛି । ଯାହାପ୍ରଭାବରେ ଏଯାବତ୍ ଆମେରିକାରେ ମୃତ୍ୟୁ ସଂଖ୍ୟା ୫୬,୫୦୦ରୁ ଅଧିକ ଟପିଲାଣି । ଏହାବ୍ୟତିତ ୧୦ଲକ୍ଷରୁ ଅଧିକ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ…

ଭଦ୍ରକର ୨ ବ୍ଲକକୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା

ଭଦ୍ରକ: ଭଦ୍ରକରେ ଆଉ ତିନି ଜଣ କରୋନା ପଜିଟିଭ୍ ଚିହ୍ନଟ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ଦିନ ବାସୁଦେବପୁର ଏବଂ ବନ୍ତ ବ୍ଲକର ଅନେକ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି। ମିଳିଥିବା ସୂଚନା ଅନୁସାରେ କଣ୍ଟାକ୍ଟ ଟ୍ରେସିଂ ଏବଂ ସକ୍ରିୟ ନୀରିକ୍ଷଣ ପାଇଁ ବନ୍ତ…

ସ୍ୱାଭିମାନି ଓଡ଼ିଆ ଜାତିର ପ୍ରମୁଖ ମନ୍ତ୍ରଦାତା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଆଜି ଜନ୍ମତିଥି

ଭୁବନେଶ୍ୱର: ଓଡିଆ ଜାତୀୟତାର ପ୍ରମୁଖ ମନ୍ତ୍ରଦାତା ଥିଲେ ଉତ୍କଳଗୌରବ ମଧୁସୂଦନ ଦାସ । ମଧୁସୂଦନ ଦାସ ଏକାଧାରରେ ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା , ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ…

ଭାରତରେ ୨୯ ହଜାର ଟପିଲା କରୋନା ମାମଲା; ୨୪ ଘଣ୍ଟାରେ ୬୨ ମୃତ

ନୂଆଦିଲ୍ଲୀ: ମହାମାରୀ କରୋନା ପ୍ରଭାବରେ ଭାରତ ଦ୍ରୁତ ଗତିରେ ସଂକ୍ରମିତ ହୋଇ ଚାଲିଛି। ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହି ସଂଖ୍ୟା ୨୯,୪୩୫ ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । 62 deaths and…

ବାଦୁଡି ସମ୍ପର୍କରେ ଅଜବ ଟ୍ୱିଟ କରି ପୁଣି ଥରେ ଟ୍ରୋଲ ହେଲେ ଅମିତାଭ ବଚ୍ଚନ

ଭୁବନେଶ୍ୱର: ବଲିଉଡର ମହାନାୟକ ଅମିତାଭଙ୍କର କିଛି ବିଚିତ୍ର ଟ୍ୱିଟ୍ ପରେ ଲାଗୁଛି ଯେ ଆଜିକାଲି ପ୍ରଶଂସକ ତାଙ୍କ ଉପରେ ଖୁସି ନୁହଁନ୍ତି। ନିଜର ଏକ ଅଜବ ଟ୍ୱିଟ ପାଇଁ ପୁଣି ଥରେ ସୋସିଆଲ ମିଡିଆରେ ଟ୍ରୋଲ ହୋଇଛନ୍ତି ବିଗ-ବି । କିମ୍ବଦନ୍ତୀ ଅଭିନେତା ଅମିତାଭ ତାଙ୍କ ଘରେ ପ୍ରବେଶ କରିଥିବା…

ଗୋଟିଏ ଦିନରେ ୧୦ ଆକ୍ରାନ୍ତ; ଓଡ଼ିଶାରେ ମୋଟ୍ ସଂଖ୍ୟା ୧୧୮ ଛୁଇଁଲା

ଭୁବନେଶ୍ୱର: ଓଡିଶାରେ ସୋମବାର ଦିନ ଆଉ ୭ଟି କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି। ଯାହା ଫଳରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮ରେ ପହଞ୍ଚିଛି। ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ସେମାନଙ୍କ ମଧ୍ୟରୁ ଚାରିଜଣ ସୁନ୍ଦରଗଡ ଜିଲ୍ଲାର ଏବଂ ତିନିଜଣ ଭଦ୍ରକ ଜିଲ୍ଲାର। ସୁନ୍ଦରଗଡରେ…

ଏହି କଂଗ୍ରେସ ନେତାଙ୍କୁ ଡେଟ କରିବାକୁ ଚାହୁଁଥିଲେ ଅଭିନେତ୍ରୀ କରୀନା କପୁର !

ଭୁବନେଶ୍ୱର: ବଲିଉଡର ଡିଭା ତଥା ଛୋଟେ ନବାବ ସୈଫ ଅଲ୍ଲୀ ଖାନଙ୍କ ପତ୍ନୀ କରିନା ବିବାହ ପରେ ଖୁସିରେ କାଟୁଛନ୍ତି ଦିନ । ତେବେ କରୀନା କପୁର ଏକଦା କହିଥିଲେ ଯେ ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ରିଲେସନସିପରେ ରହିବାକୁ ଚାହୁଁଛନ୍ତି। ହଁ, ଆପଣ ଠିକ୍ ପଢ଼ିଛନ୍ତି ! ବଲିଉଡର ସୁନ୍ଦରୀ…