ଓଡିଶାକୁ ନାହିଁ ବାତ୍ୟା ଭୟ: ପାଣିପାଗ ବିଭାଗ
ଭୁବନେଶ୍ୱର: କରୋନା ସାଙ୍ଗକୁ ବାତ୍ୟାର ଭୟରେ ଥିବା ଓଡିଶାବାସୀଙ୍କ ପାଇଁ ଏକ ଆସ୍ୱସ୍ତିର ଖବର ।
ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ପୂର୍ବଉପକୂଳ ରାଜ୍ୟ ଗୁଡିକ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ସୋମବାର ବିଳମ୍ବିତ ରାତିରେ ପାଣିପାଗ ବିଭାଗ ସୂଚନା ଦେଉଛି।
ଭାରତୀୟ…