Latest Odisha News

BREAKING NEWS

Yearly Archives

2020

ଲକଡାଉନ ୨.୦: ରିକ୍ସା ସହାୟତାରେ ବହି ବାଣ୍ଟୁଛନ୍ତି ଶିକ୍ଷକ

ବ୍ରହ୍ମପୁର: ରାଜ୍ୟବ୍ୟାପୀ ଲକଡାଉନ ଚାଲିଥିବା ବେଳେ ଗଞ୍ଜାମ ଜିଲ୍ଲାର ଜଣେ ସ୍କୁଲ ପ୍ରଧାନଶିକ୍ଷକ ଟ୍ରଲି ରିକ୍ସାରେ ବହିଗୁଡିକୁ ବୋହି ଛାତ୍ରଛାତ୍ରୀଙ୍କ ଘରେ ପହଞ୍ଚାଉଛନ୍ତି।ଛାତ୍ରଛାତ୍ରୀଙ୍କ ପାଠପଢାରେ କୋୖଣସି ବ୍ୟାଘାତ ସୃଷ୍ଟି ନହେବା ଲାଗି ସମ୍ପୃକ୍ତ ପ୍ରଧାନଶିକ୍ଷକ ଏଭଳି ଏକ ନିଆରା…

କୋଭିଡ୧୯: ଭାରତର କେଉଁ ରାଜ୍ୟରେ ରହିଛି ସର୍ବାଧିକ ଓ ସର୍ବନିମ୍ନ ମାମଲା, ଜାଣନ୍ତୁ

ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦେଶର ୨୬ ଟି ରାଜ୍ୟ ଓ ୪ ଟି କେନ୍ଦ୍ରଶାସିତ ଅଞ୍ଚଳକୁ କବଳିତ କରି ସାରିଲାଣି ଏହି ମହାମାରୀ। ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨୬ ଟପି ସାରିଥିବା ବେଳେ ମୃତ୍ୟୁ ସଂଖ୍ୟା ୮୨୬ ରେ ପହଞ୍ଚିଲାଣି। ଆସନ୍ତୁ…

ଶ୍ରୀମନ୍ଦିର ପରିସରରେ ରଥକାଠ; ବାହାରବେଢାରେ ପାରମ୍ପରିକ ଅନୁକୂଳ ପୂଜାନୀତି

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଉତ୍ସବ ଅନୁଷ୍ଠିତ ହେବାର ସମ୍ଭାବନା କ୍ରମେ ବୃଦ୍ଧି ପାଉଛି । କରୋନା ମହାମାରୀ ସକାଶେ ଦେଶରେ ଲକ୍‌ଡ଼ାଉନ ପରିସ୍ଥିତି ସୃଷ୍ଟି ହୋଇଥିବା ଯୋଗୁଁ ରଥଯାତ୍ରା ଉତ୍ସବ ଅନୁଷ୍ଠିତ ହେବାନେଇ ଆଶଙ୍କା ସୃଷ୍ଟି ହୋଇଥିଲା । ଆଜି ହେଉଛି…

୩ ଜିଲ୍ଲାରୁ ଉଠିଲା ୬୦ ଘଣ୍ଟାର ସଟଡାଉନ

ଭୁବନେଶ୍ୱର: ଓଡ଼ିଶାର ୩ ଜିଲ୍ଳା ଭଦ୍ରକ, ଯାଜପୁର ଓ ବାଲେଶ୍ଵର ଜିଲ୍ଲାରୁ ଉଠିଛି ୬୦ ଘଣ୍ଟିଆ ସଟଡାଉନ । ପଶ୍ଚିମବଙ୍ଗ ଲିଙ୍କ ଯୋଗୁଁ ଗତ କିଛିଦିନ ହେବ ଏହି ୩ ଜିଲ୍ଲାରେ ହଠାତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଳିବାରୁ ପ୍ରଶାସନ ପକ୍ଷରୁ ଏହାକୁ ସଟଡାଉନ ଘୋଷଣା କରାଯାଇଥିଲା । ଗୁରୁବାର…

ରାଜ୍ୟରେ ଆଉ ୩ କରୋନା ପଜିଟିଭ୍ ରୋଗୀ ଚିହ୍ନଟ, ମୋଟ ସଂଖ୍ୟା ୧୦୩ ଛୁଇଁଲା

ଭୁବନେଶ୍ୱର: ଶନିବାର କରୋନା ପଜିଟିଭ୍ ରୋଗୀଙ୍କ ସଂଖ୍ୟା ୧୦୦ ଛୁଇଁଥିବା ବେଳେ ଆଜି ଆଉ ତିନି କରୋନା ପଜିଟିଭ୍ ରୋଗୀ ଚିହ୍‌ନଟ ହୋଇଛନ୍ତି । ଏଥି ସହ ମୋଟ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ୧୦୩ରେ ପହଞ୍ଚିଛି ବୋଲି ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଟିହ୍ନଟ ହୋଇଥିବା…

ଆଜି ପବିତ୍ର ଅକ୍ଷୟ ତୃତୀୟା; ଓଡ଼ିଆ ଚାଷୀଙ୍କ ଅଖିମୁଠି ଅନୁକୂଳ

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା । ଆଜି ପରି ପବିତ୍ର ଦିନରେ ଓଡ଼ିଆ ଚାଷୀମାନେ ଅଖିମୁଠି ଅନୁକୂଳ କରିବା ସହିତ ଚାଷକାର୍ଯ୍ୟ ଆରମ୍ଭ କରିଥାଆନ୍ତି । ଓଡ଼ିଶା ସମେତ ସାରା ବିଶ୍ୱରେ ଏବେ କରୋନା ମହାମାରୀ ଦାଉ ସାଧିଥିବା ବେଳେ ଓଡ଼ିଆ କୃଷକମାନେ ନିରାଡ଼ମ୍ବର ଭାବେ ଏହି ପବିତ୍ର…

ସାରା ବିଶ୍ୱରେ କରୋନା ନେଲାଣି ୨ ଲକ୍ଷରୁ ଅଧିକ ମୁଣ୍ଡ

ନୂଆଦିଲ୍ଲୀ: କରୋନା ପ୍ରଭାବରେ ସାରା ବିଶ୍ୱରେ ମୃତ୍ୟୁ ସଂଖ୍ୟା ଅସମ୍ଭବ ଭାବେ ବଢିଚାଲିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଜାରି ହୋଇଥିବା ସଦ୍ୟତମ ରିପୋର୍ଟ ଅନୁଯାୟୀ ଏହି ମହାମାରୀ ପ୍ରଭାବରେ ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୨,୯୨୧,୪୩୯ ଜଣ ଲୋକ ଆକ୍ରାନ୍ତ ଥିବା ବେଳେ ମୃତ୍ୟୁ ସଂଖ୍ୟା…

୧୦୦ ଟପିଲା ଓଡ଼ିଶାରେ କରୋନା ମାମଲା: କେଉଁ ଜିଲ୍ଲାରେ କେତେ ଆକ୍ରାନ୍ତ ଜାଣନ୍ତୁ

ଭୁବନେଶ୍ୱର: କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ସ୍ୱାସ୍ଥ୍ୟ ବିଭାଗର ତତ୍ପରତା ସତ୍ତ୍ୱେ ମଧ୍ୟ ଏହି ଭୂତାଣୁ ଧୀରେ ଧୀରେ ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଟପିଛି। ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୯ ଜଣ…

ଆମେରିକାରେ ସ୍ଥିତି ଅସମ୍ଭାଳ; ଗୋଟିଏ ଦିନରେ ୨୪୯୪ ମୃତ

ୱାସିଂଟନ: କରୋନାର କରାଳ ରୂପ ଆଗରେ ଅସହାୟ ସାରା ବିଶ୍ୱ। ଶକ୍ତିଶାଳୀ ରାଷ୍ଟ୍ର ବୋଲାଉଥିବା ଆମେରିକାରେ ମଧ୍ୟ ପ୍ରାୟ ୯୩୬,୨୯୩ ଜଣ ବ୍ୟକ୍ତି କରୋନା ଦ୍ଵାରା ସଂକ୍ରମିତ ମଧ୍ୟ ହୋଇଛନ୍ତି। କରୋନା ସଂକ୍ରମଣରେ ଗତ ୨୪ ଘଣ୍ଟାରେ ପ୍ରାୟ ୨ ହଜାର ୪୯୪ ଜଣଙ୍କ ମୃତ୍ୟୁ ଘଟିଛି। ଯାହା ଫଳରେ…

ଭାରତରେ ୨୬ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଜାଣନ୍ତୁ, କେତେ ଛୁଇଁଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଅନ୍ୟ ସଂକ୍ରମିତ ରାଷ୍ଟ୍ର ଭଳି ଭାରତରେ ମଧ୍ୟ ଏବେ କରୋନା ନିଜର କାୟା ବିସ୍ତାର କରିବାରର ଲାଗିଛି । ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୨୬,୪୯୬ ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୪୮୬ଟି ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ…