Latest Odisha News

BREAKING NEWS

Yearly Archives

2020

ସାବଧାନ ନରହିଲେ କରୋନା ଦୁର୍ଘଟଣା ଘଟିବ: ମୋଦି

ନୂଆଦିଲ୍ଲୀ: କରୋନାର ମହାମାରୀ ଭିତରେ ଆଜି ମନ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି, କରୋନା ବିପକ୍ଷରେ ସାରା ଦେଶ ଲଢେଇ କରୁଛି । ଆଉ ଏହି ଲଢେଇ ଆମକୁ ଜାରି ରଖିବାକୁ ହେବ । ଯଦି ଏଯାଏ ଆପଣଙ୍କ ଅଂଚଳ, ଅଫିସ ଏବଂ ଗାଁକୁ କରୋନା…

ଆସନ୍ତାକାଲି ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଶପଥ ନେବେ ମହମ୍ମଦ ରଫିକ

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ଜଷ୍ଟିସ୍ ମହମ୍ମଦ ରଫିକ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ପୂର୍ବରୁ ସେ ମେଘାଳୟ ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ରହିଥିଲେ। ସେ ରାଜସ୍ଥାନ ହାଇକୋର୍ଟରେ ମଧ୍ୟ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିଛନ୍ତି। ଅଧିକ…

ଯାଜପୁରରୁ ହଟିଲା ସଟ୍‌ଡାଉନ୍‌ ଅବଧି: ଖୋଲିବ କେଉଁ ସବୁ ଦୋକାନ, ଜାଣନ୍ତୁ

ଯାଜପୁର: ଯାଜପୁର ଜିଲ୍ଲାରୁ ହଟିଛି ୬୦ ଘଣ୍ଟିଆ ସଟଡାଉନ୍‌ । ଏହି ସଟଡାଉନ ହଟିବା ପରେ ଏବେ ସ୍ଥାନୀୟ ଲୋକଙ୍କୁ କିଛି ମାତ୍ରାରେ ଆସ୍ୱସ୍ତି ମିଳିଛି । ଗତ କିଛି ଦିନ ହେବ ଲଗାତର ଭାବେ ନୂଆ କରୋନା ମାମଲା ସାମ୍ନାକୁ ଆସିବା ପରେ ଯାଜପୁର, ଭଦ୍ରକ ଓ ବାଲେଶ୍ୱରକୁ ୬୦ ଘଣ୍ଟା ପାଇଁ ସଟ୍‌…

ରଙ୍ଗବତୀ ଗୀତ ଗାଇ ଲୋକଙ୍କୁ କରୋନା ନେଇ ସଚେତନ କରୁଛନ୍ତି ପଦ୍ମଶ୍ରୀ ଜିତେନ୍ଦ୍ରିୟ ହରିପାଲ

ଭୁବନେଶ୍ୱର : ଲୋକପ୍ରିୟ ଗୀତ ରଙ୍ଗବତୀ ତାଳରେ ଲୋକଙ୍କୁ କରୋନା ନେଇ ସଚେତନ କରିବାକୁ ଆଗେଇ ଆସିଛନ୍ତି ପଦ୍ମଶ୍ରୀ ଜିତେନ୍ଦ୍ରିୟ ହରିପାଲ । ‘ଜବ୍ ହାରେଗା କରୋନା, ତବ୍ ନାଚେଙ୍ଗେ ହମ୍ ଗାକେ ରଙ୍ଗବତୀ ଗାନା....’ ଗୀତର ତାଳେ ତାଳେ ଜିତେନ୍ଦ୍ରିୟ ରଙ୍ଗବତୀ ଗୀତ ଗାଇ ଝୁମୁଥିବା ଏହି ଭିଡିଓରେ…

ଓଡ଼ିଶାର ୧୫ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ଆଶଙ୍କା

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ରବିବାର ଅପରାହ୍ନ ୫ଟା ୩୦ ସମୟରେ ରାଜ୍ୟର ପ୍ରାୟ ୧୫ଟି ଜିଲ୍ଲାରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଥିବାର ସୂଚନା ପ୍ରଦାନ କରାଯାଇଛି । ଯେଉଁ ସବୁ ଜିଲ୍ଲାଗୁଡ଼ିକରେ ବଜ୍ରପାତ ସହିତ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି ସେହି…

ମେ’ ୩ରେ ଲକଡାଉନ୍ ହଟିବ ନା ବଢିବ? ଜାଣନ୍ତୁ କ’ଣ ରହିଛି ବିଭିନ୍ନ ରାଜ୍ୟର ମତ

ନୂଆଦିଲ୍ଲୀ: ଆସନ୍ତା ମେ ୩ ତାରିଖରେ ସରୁଛି ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ । ତେବେ ଦେଶରେ ୪୦ ଦିନ ଧରି ଲାଗୁ ହୋଇଥିବା ଏହି ଲକଡାଉନ୍ ମେ ୩ ତାରିଖରେ ସରିବ ନା ଏହାର ଅବଧି ପୁଣି ବଢିବ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏପରିକି ଲକଡାଉନକୁ ନେଇ ଦେଶର ବିଭିନ୍ନ ରାଜ୍ୟ ମଧ୍ୟରେ ମତଭେଦ…

ଅକ୍ଷୟ ତୃତୀୟା ଅବସରରେ ଅଖିମୁଠି ଅନୁକୂଳ କଲେ କୃଷି ମନ୍ତ୍ରୀ

ନୟାଗଡ଼: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ନୟାଗଡ଼ସ୍ଥିତ ଦଳୀୟ କାର୍ଯ୍ୟାଳୟ ନିକଟରେ ଜଣେ କୃଷକଙ୍କ ଜମିରେ ଅଖିମୁଠି ଅନୁକୂଳ କରିଛନ୍ତି । ଏପରିକି ପୂଜାପାଠ ପରେ…

ଓଡ଼ିଶା ଫେରିବେ ପ୍ରବାସୀ ଶ୍ରମିକ; ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ ସହ ନବୀନଙ୍କ ଆଲୋଚନା

ଭୁବନେଶ୍ୱର: ଗୁଜୁରାଟରେ ଫସି ରହିଥିବା ଓଡ଼ିଆ ବ୍ୟକ୍ତିଙ୍କୁ ଫେରାଇ ଆଣିବା ଲାଗି ରବିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନିଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି। ଏହି ଆଲୋଚନାରେ ଭିଡିଓ କନଫରେନ୍ସିଂ ଜରିଆରେ ଦିଲ୍ଲୀରୁ…

ଚେନ୍ନାଇରୁ ଡଙ୍ଗା ଯୋଗେ ଶ୍ରମିକ ଫେରିବା ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ପରିବହନ ମନ୍ତ୍ରୀ

ଗଞ୍ଜାମ: ଚେନ୍ନାଇରୁ ଡ଼ଙ୍ଗା କିଣି ସମୁଦ୍ର ଭିତରେ ଓଡ଼ିଶା ଓ ଆନ୍ଧ୍ରକୁ ଶ୍ରମିକ ଫେରିଥିବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଡ଼ଙ୍ଗା ଯୋଗେ ଚେନ୍ନାଇରୁ ପ୍ରାୟ ୩୮ ଜଣ ଓଡିଶା ଅଭିମୁଖେ ଆସିଥିବା ସୂଚନା ମିଳିଥିଲା । ସୂଚନା ଅନୁସାରେ, ଲକଡାଉନ୍…

ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ପୁରୋଧା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀରେ ଜାଣନ୍ତୁ ତାଙ୍କ…

ଭୁବନେଶ୍ୱର: ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ପୁରୋଧା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କର ଆଜି ହେଉଛି ଜୟନ୍ତୀ।ଲୋକଙ୍କ କଲ୍ୟାଣ ସହ ରାଜ୍ୟର ପ୍ରଗତି, ଶିକ୍ଷା ଓ ସାହିତ୍ୟ ମାଧ୍ୟମରେ ସମାଜର ଉନ୍ନତି ପାଇଁ ତାଙ୍କର ଅବଦାନ ଅତୁଳନୀୟ। ବାଲ୍ୟକାଳରୁ ସାଂସାରିକ ଜୀବନ:…