Latest Odisha News

BREAKING NEWS

Yearly Archives

2020

ରାଜ୍ୟର ଏସବୁ ଜିଲ୍ଲାରେ ରହିଛି ଝଡବର୍ଷା ଆଶଙ୍କା, ଜାଣନ୍ତୁ…

ଭୁବନେଶ୍ୱର: ରାଜଧାନୀସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ ଶନିବାର ଦିନ ଓଡ଼ିଶାର ୫ଟି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ, ଗଞ୍ଜାମ, କୋରାପୁଟ, ଗଜପତି, କଟକ ଓ ଖୋର୍ଦ୍ଧା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ସହିତ…

ମହାମାରୀ ସଙ୍କଟରେ କେତେଦୂର ସଫଳ ହେବ ଦୂରଶିକ୍ଷା ?

ଆନୁଷ୍ଠାନିକ ଶିକ୍ଷା ସବୁ ଯୁଗରେ ଓ ସବୁ ଦେଶରେ ଗୁରୁ-ଶିଷ୍ୟ ବା ଶିକ୍ଷକ-ଛାତ୍ର, ଛାତ୍ରୀଙ୍କ ମଧ୍ୟରେ ମୁକ୍ତ ପ୍ରାଙ୍ଗଣେର କିମ୍ବା ଶ୍ରେଣୀଗୃହରେ ପାଠ୍ୟକ୍ରମର ସିଧାସଳଖ ବିନିମୟ ମାଧ୍ୟମରେ ସମାହିତ ହୋଇଥାଏ| ଏପରିକି କର୍ମଭିତ୍ତିକ ଶିକ୍ଷା ମଧ୍ୟ ଗୁରୁଙ୍କ ନିର୍ଦ୍ଦେଶନାରେ ଅଥବା ସହାୟତାରେ…

କୋଭିଡ-୧୯ ଲକଡାଉନ; ଆଜିଠାରୁ ଖୋଲିଲା ଏହିସବୁ ଦୋକାନ ବଜାର

ନୂଆଦିଲ୍ଲୀ: ଅଣ-ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୟ କରୁଥିବା ଦୋକାନଗୁଡ଼ିକୁ ଶନିବାର ଠାରୁ ଖୋଲିବା ଲାଗି ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏକ ନିର୍ଦ୍ଦେଶାନାମା ଜାରି କରାଯାଇଛି। ଉକ୍ତ ନିର୍ଦ୍ଦେଶାନାମା ଅନୁଯାୟୀ, ସମସ୍ତ ସ୍ବତନ୍ତ୍ର ଦୋକାନ, ଆବାସିକ କମ୍ପ୍ଲେକ୍ସରେ ଥିବା ଦୋକାନ,…

ଗତ ୨୪ ଘଣ୍ଟାରେ ଆମେରିକାରେ ୧୨୫୮ କରୋନା ରୋଗୀଙ୍କ ମୃତ୍ୟୁ

ୱାଶିଂଟନ: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ ବିଶ୍ୱବ୍ୟାପୀ କାୟା ବିସ୍ତାର କରୁଛି । ଯାହାପ୍ରଭାବରେ ଏଯାବତ୍ ଆମେରିକାରେ ମୃତ୍ୟୁ ସଂଖ୍ୟା ୫୧,୦୧୭ରୁ ଅଧିକ ଟପିଲାଣି । ଏହାବ୍ୟତିତ ୯ଲକ୍ଷରୁ ଅଧିକ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି ।…

ଭାରତରେ କରୋନାଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ୨୪,୫୦୬ ଏବଂ ୭୭୫ ମୃତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଶନିବାର ଦିନ ୨୧,୫୦୬ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏଯାବତ୍ କରୋନା ସଂକ୍ରମଣର ପ୍ରାୟ ୧୮,୬୬୮ ସକ୍ରୀୟ ମାମଲା ରହିଥିବା ବେଳେ ପାଖାପାଖି ୭୭୫ ଜଣ…

କରୋନା ମହାମାରୀ ସମୟରେ ସମର୍ପିତ ଓଡ଼ିଶାର ରକ୍ତଦାନ ଶିବିର

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ସାମାଜିକ ସଂଗଠନ ସମର୍ପିତ ଓଡିଶା ପକ୍ଷରୁ ଆଜି ପଳାଶୁଣି ଦୁର୍ଗାପୂଜା ମଣ୍ଡପରେ ଅମୃତ ସଂଜୀବନି କାର୍ଯ୍ୟକ୍ରମ ଅନ୍ତର୍ଗତଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ସରକାରଙ୍କର ସାମାଜିକ ଦୂରତ୍ୱ ନିୟମକୁ ମାନି ସମସ୍ତ ସ୍ବେଚ୍ଛାକୃତ…

ଯାଜପୁରରେ ସଟ୍‌ଡାଉନ୍ ସ୍ଥିତି ସମୀକ୍ଷା କଲେ ଅତିରିକ୍ତ ପୋଲିସ୍ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ

ଯାଜପୁର: ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ସହିତ ଯାଜପୁର ଜିଲ୍ଲାରେ ଜାରିହୋଇଛି ୬୦ ଘଣ୍ଟିଆ ସଟ୍ ଡାଉନ୍ । ଜିଲାରେ ସଟ୍‌ଡାଉନ୍ କଟକଣାକୁ କଡାକଡି ଭାବରେ ଲାଗୁ କରାଯାଉଥିବାବେଳେ ଶୁକ୍ରବାର ସ୍ଥିତିର ସମୀକ୍ଷା କରିଛନ୍ତି ଅତିରିକ୍ତ ପୋଲିସ୍…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୫-୦୪-୨୦୨୦ ଶନିବାର  ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଅପ୍ରେଲ  ତା ୨୫ ରିଖ ଶନିବାର ମେଷ ୧୩ ଦିନ ବୈଶାଖ  ମାସ ଶୁକ୍ଳ ପକ୍ଷ  ଦ୍ବିତୀୟା ତିଥି କୃତ୍ତିକା ନକ୍ଷତ୍ର ବୃଷ ଚନ୍ଦ୍ର  ଘାତ ବାର-:  ବୃଷ,ସିଂହ ଓ କନ୍ୟା ରାଶିର ଘାତ ଚନ୍ଦ୍ର-: ବିଛା ରାଶି…

ଅକ୍ଷୟ ତୃତୀୟା ଓ ଚନ୍ଦନଯାତ୍ରା ବିଧି ଶ୍ରୀମନ୍ଦିର ବେଢା ମଧ୍ୟରେ କରିବାକୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ

ପୁରୀ: କରୋନା ସଂକ୍ରମଣ ରୋକିବା ପାଇଁ ଦେଶବ୍ୟାପୀ ଲକଡାଉନ ଜାରି ହୋଇଥିବାରୁ ଅକ୍ଷୟ ତୃତୀୟାରେ ଜଗନ୍ନାଥଙ୍କ ରଥକାଠ ଅନୁକୂଳ ବିଧି ଶ୍ରୀମନ୍ଦିର ବେଢା ମଧ୍ୟରେ କରାଯିବ । ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ସହ ସାକ୍ଷାତ ଆଲୋଚନା ପରେ ଶଙ୍କରାଚାର୍ଯ୍ୟ ଉଭୟ ଅକ୍ଷୟ…

ବାହାର ରାଜ୍ୟରୁ ଓଡିଶାକୁ ଫେରିବାକୁ ଚାହୁଁଥିବା ଲୋକଙ୍କ ପଂଜୀକରଣ ଆରମ୍ଭ, ଜାଣନ୍ତୁ କେମିତି ଓ କେଉଁଠି ହେବ

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ଲକ୍ ଡାଉନ ଶେଷ ହେବାକୁ ଥିବା ବେଳେ ବାହାର ରାଜ୍ୟରୁ ଓଡିଶାକୁ ଫେରିବାକୁ ଅପେକ୍ଷା କରିଥିବା ଲୋକଙ୍କ ପାଇଁ ବାଧ୍ୟତାମୂଳକ ଅନଲାଇନ ପଂଜୀକରଣ ଆଜିଠାରୁ ଆରମ୍ଭ ହୋଇଛି । covid19.odisha.gov.in ଅନଲାଇନ ପୋଟାଲରେ ପଂଜୀକରଣ କଲା ପରେ ହିଁ ଓଡିଶା…