Latest Odisha News

BREAKING NEWS

Yearly Archives

2020

ରାଜ୍ୟର ବିଭିନ୍ନ ସ୍ଥାନରେ ଝଡତୋଫାନ୍‌, ବଜ୍ରପାତ ନେଲା ୬ ଜୀବନ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାପାତ ଯୋଗୁଁ ଆଜି ୬ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏଥି ସହ ଜଣେ ଗୁରୁତର ଅଛନ୍ତି । ମୟୂରଭଂଜ ଖୁଣ୍ଟା ଥାନା ବଡକତରା ଗାଁରେ ବଜ୍ରାଘାତରେ ତିନି ଯୁବକଙ୍କ ମୃତ୍ୟୁ ହୋଇଛି । ଏହି ତିନି ଯୁବକ ଗାଁ ପୋଖରୀରୁ ମାଛ ଧରୁଥିବା ବେଳେ ଏହି…

କରୋନା ଲକ୍‌ଡାଉନରେ ଚାଲିଥିଲା ଜୋର୍‌ଦାର୍ ମଦ ବେପାର; ୪୩ ଗିରଫ

ଅନୁଗୋଳ - ଅନୁଗୋଳ ସହର ଉପକଣ୍ଠ କରଡାଗାଡିଆରେ ଥିବା ଏକ ଦେଶୀ ମଦ ଭାଟି ଉପରେ ଅନୁଗୋଳ ପୋଲିସ ଚଢାଉ କରି ବିପୁଳ ପରିମାଣରେ ମଦ ଜବତ କରିଛି । ଆଉ ଲକଡାଉନ ସମୟରେ ଏହି ବେଆଇନ ମଦ କାରବାର କରୁଥିବା ଅଭିଯୋଗରେ ଅନୁଗୋଳର ପ୍ରତିଷ୍ଠିତ ମଦ ବ୍ୟବସାୟୀ ବିକ୍ରମ କିଶୋର ସାହୁଙ୍କ ସମେତ ୪୩ ଜଣଙ୍କୁ…

ତିନିବାହିନୀର କୋଭିଡ-19 ମୁକାବିଲା ପ୍ରସ୍ତୁତି: ସେନା ସହାୟତା କାର୍ଯ୍ୟକୁ ପ୍ରତିରକ୍ଷା ମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ତିନି ବାହିନୀର ସାମରିକ ଏବଂ କୋଭିଡ-୧୯ ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଏହି ଭିଡିଓ କନଫରେନ୍ସିରେ ଚିଫ ଅଫ ଡିଫେନ୍ସ ଷ୍ଟାଫ ତଥା ସାମରିକ ବ୍ୟାପାର ବିଭାଗର ସଚିବ ଜେନେରାଲ ବିପିନ ଚନ୍ଦ୍ର ରାୱତ,…

ମେ ୩ ପରେ ହେବ ପୁରୀ ରଥଯାତ୍ରା ନିଷ୍ପତ୍ତି, ଅକ୍ଷୟ ତୃତୀୟାରୁ ନ ହୋଇପାରେ ରଥକାମ

ଭୁବନେଶ୍ୱର : କରୋନା ସଂକ୍ରମଣ ପରୀପ୍ରେକ୍ଷୀରେ ସାରା ଦେଶରେ ମେ ୩ ତାରିଖ ଯାଏଁ ଲକଡାଉନ ଜାରି ରହିଛି । ଏହି ସମୟ ମଧ୍ୟରେ ସମସ୍ତ ପ୍ରକାର ଧାର୍ମିକ ସମାବେଶ ଓ ଜନସମାଗମ ହେଉଥିବା ପର୍ବପର୍ବାଣି ପାଳନ ଉପରେ କଟକଣା ଲାଗୁ କରାଯାଇଛି । ଶ୍ରୀଜଗନ୍ନାଥଙ୍କର ଘୋଷଯାତ୍ରା ପାଇଁ ଅକ୍ଷୟ ତୃତୀୟାରୁ…

କରୋନାରେ ଓଡ଼ିଶାକୁ ବାତ୍ୟା ଭୟ; ମେ’ ୪-୫ରେ ଲ୍ୟାଣ୍ଡ୍‌ଫଲ୍ ସମ୍ଭାବନା !

ଭୁବନେଶ୍ୱର: ଉପକୂଳ ଓଡ଼ିଶା ଏବେ ମରଣାନ୍ତକ କରୋନା ଭୂତାଣୁ ସଂକ୍ରମଣରେ ଆକ୍ରାନ୍ତ ରହିଥିବା ବେଳେ ଆଗକୁ ଆସୁଛି ବାତ୍ୟା ଆଶଙ୍କା । ଏବେ ଉପକୂଳବର୍ତ୍ତୀ ଓଡ଼ିଶାରେ ମଧ୍ୟମ ଧରଣର ବୃଷ୍ଟିପାତ ଅନୁଭୂତ ହେଉଥିବା ବେଳେ ଆସନ୍ତା ମେ ୧ ତାରିଖରେ ଲଘୁଚାପର ସମ୍ଭାବନା ରହିଛି । ପୁଣେସ୍ଥିତ…

ଯୁଦ୍ଧାସ୍ତ୍ର ଖରିଦକୁ ସ୍ଥଗିତ ରଖିବ ପ୍ରତିରକ୍ଷା ମନ୍ତ୍ରାଳୟ !

ନୂଆଦିଲ୍ଲୀ : କରୋନା ମହାମାରୀ ଭାରତୀୟ ସେନାର ଆଧୁନିକୀକରଣକୁ ଗୁରୁତର ଭାବେ ପ୍ରଭାବିତ କରିବ ।  ପୂର୍ବରୁ ଯୋଜନା କରାଯାଇଥିବା ଯୁଦ୍ଧାସ୍ତ୍ର ଖରିଦକୁ ସ୍ଥଗିତ ରଖିବାକୁ ପ୍ରତିରକ୍ଷା ମନ୍ତ୍ରାଳୟ ବିଚାର କରୁଛି । ପ୍ରତିରକ୍ଷା ମନ୍ତ୍ରାଳୟ ଅନ୍ତର୍ଗତ ମିଲିଟାରୀ ବ୍ୟାପାର ବିଭାଗ ପକ୍ଷରୁ ସେନା,…

ଗ୍ରୀଷ୍ମ ଋତୁକୁ ନେଇ ହେଉଥିବା ବ୍ୟବସାୟରେ ୩୦,୦୦୦ କୋଟି ଟଙ୍କା କ୍ଷତି ହେବ !

ନୂଆଦିଲ୍ଲୀ: କରୋନା ଭାଇରସ ଓ ଲକଡାଉନ ଯୋଗୁ ଗ୍ରୀଷ୍ମଋତୁକୁ ନେଇ ହେଉଥିବା ବ୍ୟବସାୟରେ ଏଥର ପ୍ରଚୁର ପରିମାଣର କ୍ଷତି ହେବ ବୋଲି ଆକଳନ କରାଯାଉଛି । ଏକ ରିପୋର୍ଟ ମୁତାବକ ଏ ବାବଦକୁ ୩୦,୦୦୦ କୋଟି ଟଙ୍କା କମ୍ପାନୀମାନଙ୍କୁ କ୍ଷତି ସହିବାକୁ ପଡିବ । ଏସି, ଫ୍ରିଜ, ଥଣ୍ଡା ପାନୀୟ ଓ ଆଇସକ୍ରିମ…

କରୋନା ଭାଇରସ ପ୍ରଭାବ: କ୍ରିକେଟ ମ୍ୟାଚ ଖେଳିବା ବେଳେ ଲାଳରେ ବଲ ଚମକାଇ ପାରିବେ ନାହିଁ

ନୂଆଦିଲ୍ଲୀ: ଆଗକୁ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ବେଳେ ଜଣେ ବୋଲର ଲାଳ କିମ୍ବା ଛେପ ବ୍ୟବହାର କରି ବଲ ଚମକାଇ ପାରିବ ନାହିଁ । ଏ ନେଇ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲର ମେଡିକାଲ କମିଟି ମୁଖ୍ୟ ପିଟର ହରକୋର୍ଟ ସୂଚନା ଦେଇଛନ୍ତି । କରୋନା ଭାଇରସ ନେଇ ଏହି ସତର୍କତା ଅବଲମ୍ବନ କରାଯିବ ।…

ଭଦ୍ରକରେ ପୁଣି ୪ ନୂଆ କରୋନା ପଜିଟିଭ ଚିହ୍ନଟ, ସମସ୍ତଙ୍କର ପଶ୍ଚିମବଙ୍ଗ ଲିଙ୍କ୍

ଭୁବନେଶ୍ୱର: ଭଦ୍ରକ ଜିଲ୍ଲାରେ ପୁଣି ଚାରି ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏମାନଙ୍କ ମଧରୁ ତିହିଡି ବ୍ଲକର ଦୁଇ ଜଣ ଓ ଧାମନଗର ବ୍ଲକର ଦୁଇ ଜଣ ବ୍ୟକ୍ତି ରହିଥିବା ବେଳେ ସମସ୍ତେ ନିକଟରେ ପଶ୍ଚିମବଙ୍ଗରୁ ଫେରିଥିବା…

ଝଡ଼ର ଇଗଲ୍‌: ମୁଁ ପାଇଲଟ୍ ହେବି

(ଝଡ଼ର ଇଗଲ୍ – ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ନେଇ ଏହି ଆଲେଖର ସୃଷ୍ଟି । ଓଡ଼ିଶା ସାହିତ୍ୟ ଜଗତର ପ୍ରତିଷ୍ଠିତ ଲେଖକ ତଥା ବରିଷ୍ଠ ସ୍ତମ୍ଭକାର ଦାଶ ବେନହୁରଙ୍କ ଦ୍ୱାରା ଲିଖିତ ଏହି ଆଲେଖ ସମୁଦାୟ ଏଗାରଟି କଡ଼ିରେ ବିଭକ୍ତ । ‘ଓଡ଼ିଶା ସମ୍ବାଦ’ ପକ୍ଷରୁ  ପ୍ରତିଦିନ ଧାରାବାହିକ ଭାବେ…