ରେକର୍ଡ କଲା ଆରୋଗ୍ୟ ସେତୁ ଆପ୍: ୧୩ ଦିନରେ ଡାଉନଲୋଡ଼ କଲେ ୫ କୋଟି ଉପଭୋକ୍ତା !
ନୂଆଦିଲ୍ଲୀ: ଭାରତ ଆଜି କୋଭିଡ-୧୯ ଅର୍ଥାତ୍ କରୋନାଭାଇରସ୍ ପରି ମହାମାରୀର ସମ୍ମୁଖୀନ ହୋଇଛି ଏବଂ ଏଭଳି ପରିସ୍ଥିତିରେ ସରକାର ଲୋକଙ୍କୁ ଏହି ଜୀବାଣୁ ରୋକିବା ପାଇଁ ସଚେତନ କରିବାକୁ ଚେଷ୍ଟା କରୁଛନ୍ତି। ଭାରତ ସରକାର ନିକଟରେ କରୋନାଭାଇରସ୍ ସହିତ ଲଢ଼ିବା ପାଇଁ ଆରୋଗ୍ୟ ସେତୁ ନାମକ ଏକ ଆପ୍…