ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ସକାଳ ୧୦ଟା ସମୟରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ।
ଏନେଇ ଗତକାଲି ସେ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଥିଲେ।
ପ୍ରାପ୍ତ ସୂଚନାନୁଯାୟୀ ଏବେ ସାରା ଦେଶରେ କରୋନା ମହାମାରୀ ବ୍ୟାପୁଥିବା ବେଳେ ଆଗକୁ ସବୁ ରାଜ୍ୟରେ…