ରେଳ ଧରଣାରୁ ମିଳିଲା କର୍ଣ୍ଣାଟକ ବିଧାନ ପରିଷଦ୍ର ଉପାଧ୍ୟକ୍ଷଙ୍କ ମୃତଦେହ
ବେଙ୍ଗାଲୁରୁ: ରେଳ ଧାରଣାରୁ ଉଦ୍ଧାର ହେଲା କର୍ଣ୍ଣାଟକ ରାଜ୍ୟ ବିଧାନ ପରିଷଦର ଉପ-ସଭାପତି ଏସ୍ଏଲ୍ ଧର୍ମଗୌଡ଼ାଙ୍କ ମୃତଦେହ। ଚିକମଙ୍ଗଲୁରୁ କହୁର ନିକଟରେ ଥିବା ଏକ ରେଳ ଲାଇନ୍ରୁ ତାଙ୍କ ମୃତ ଦେହ ମିଳିଥିବା ସୂଚନା ମିଳିଛି ।
ପ୍ରାପ୍ତ ସୂଚନାନୁସାରେ, ମଙ୍ଗଳବାର ଦିନ ଭୋର ସମୟରେ…