କୋରାପୁଟରେ ଲାଇନ୍ଚ୍ୟୁତ ହେଲା ମାଲବାହୀ ଟ୍ରେନ ; ୧୩ ଟି ବଗି ପ୍ରଭାବିତ
ଜୟପୁର: କୋରାପୁଟ ଜିଲ୍ଲା ଅନ୍ତର୍ଗତ ଜରଟି ମାଳିଗୁଡ଼ା ଷ୍ଟେସନ ଦେଇ ଯାଇଥିବା ରେଳ ଲାଇନ୍ରେ ଏକ ମାଲବାହୀ ଟ୍ରେନ୍ ଧାରଣାଚ୍ୟୁତ ହୋଇଥିବା ସୂଚନା ମିଳିଛି।
ଖବର ଅନୁଯାୟୀ, କିରଣ୍ଡଲ୍ରୁ ବିଶାଖାପାଟଣା ଯାଉଥିବା ମାଲବାହୀ ଟ୍ରେନ୍ କେଭିଏଫ୍/୫୦ ମଙ୍ଗଳବାର ଭୋର ପ୍ରାୟ ୪.୩୦ ମିନିଟ୍ରେ…