‘ରିୟଲ ମି’ର ବ୍ରାଣ୍ଡ ଆମ୍ବାସଡର ହେଲେ ବଲିଉଡର ଦବଙ୍ଗ ଖାନ
ମୁମ୍ବାଇ: ସ୍ମାର୍ଟଫୋନ୍ ବ୍ରାଣ୍ଡ 'ରିୟଲ୍ ମି' ନିଜର ବ୍ରାଣ୍ଡ୍ ଆମ୍ବାସଡର ଭାବେ ବଲିଉଡର ଦବଙ୍ଗ ଖାନ ମାନେ ସଲମାନ ଖନଙ୍କୁ ନିଯୁକ୍ତି ଦେଇଛି ।
ପ୍ରଥମଥର ପାଇଁ ସଲମାନ୍ ଏକ ସ୍ମାର୍ଟଫୋନ୍ କମ୍ପାନି ସହ ଯୋଡ଼ି ହୋଇଛନ୍ତି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ତଥ୍ୟ ଅନୁଯାୟୀ,…