ଲାଲୁଙ୍କ ଦୁଇ ପୁଅ ପୁଣି ଏକାଠି ହେଲେ, ଦୋଷା ଖାଇଲେ
ପାଟନା: ଲାଲୁ ଯାଦବ ପରିବାରରେ ସର୍ବଦା ଭିନ୍ନ ଭିନ୍ନ ନାଟକ ଦେଖିବାକୁ ମିଳିଥାଏ । ଗତ ବିହାର ନିର୍ବାଚନ ପରଠାରୁ ତେଜସ୍ୱୀ ଓ ତେଜପ୍ରତାପ ଯାଦବ ମଧ୍ୟରେ ମତଭେଦ ସୃଷ୍ଟି ହୋଇଥିଲା । ଏବେ ଉଭୟ ରାଗରୁଷା ଭୁଲି ପୁନଃ ଏକତ୍ର ହୋଇଛନ୍ତି । ଦୀର୍ଘ ଦିନ ପରେ ତାଙ୍କ ପାଖରେ ଦେଖିବାକୁ ମିଳିଛି…