ଗହୀରମଥାରେ କମୁଛି ଡଲଫିନଙ୍କ ସଂଖ୍ୟା
କେନ୍ଦ୍ରାପଡା: ଜାନୁୟାରୀ ୧୯ରେ କରାଯାଇଥିବା ଜନଗଣନା ଅନୁସାରେ, ଭିତରକନିକା ଜାତୀୟ ଉଦ୍ୟାନ ଭିତରେ ଥିବା ଗହୀରମଥା ଅଭୟାରଣ୍ୟ ଓ ଆଖପାଖ ଅଂଚଳରେ ଡଲଫିନଙ୍କ ସଂଖ୍ୟା ହ୍ରାସ ପାଉଛି । ଚଳିତ ବର୍ଷ ବନ ଅଧିକାରୀ କେବଳ ୬୨ଟି ଡଲଫିନର ଗଣନା କରିଛନ୍ତି । ୨୦୧୮ ଓ ୨୦୧୯ ମସିହାରେ ଡଲଫିନଙ୍କ ସଂଖ୍ୟା…