Latest Odisha News

BREAKING NEWS

Yearly Archives

2020

ଅଦିନିଆ ଝଡ଼ବର୍ଷାରେ ଏହି ୨ଟି ସହର ପ୍ରଭାବିତ; ପବନ ବହିବା ସହ ଉପୁଡ଼ିଲା ଗଛ

ଫୁଲବାଣୀ: ଓଡ଼ିଶାର ଫୁଲବାଣୀ ଓ ବଲାଙ୍ଗୀର ସହରରେ ମଙ୍ଗଳବାର ଦିନ ଅଦିନିଆ ଝଡ଼ବର୍ଷା ଯୋଗୁଁ ଜୀବନଯାତ୍ରା ବ୍ୟାହତ ହୋଇଛି । ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଫୁଲବାଣୀ ଓ ବଲାଙ୍ଗୀର ସହରରେ ଆଜି ପ୍ରାୟ ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବା ସହିତ ଅନେକ ଗଛ ଉପୁଡ଼ି ପଡ଼ିଛି । ଏହି ଦୁଇ…

ତୀରନ୍ଦାଜରେ ଓଡିଶା ପାଇଁ ପଦକ ନିଶ୍ଚିତ କଲେ ରଞ୍ଜିତ୍‌

ଭୁବନେଶ୍ୱର:ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟରେ କ୍ରୀଡାରେ ଓଡିଶାର ରଞ୍ଜିତ୍ ରିକର୍ଭ ଫାଇନାଲରେ ପ୍ରବେଶ କରି ପଦକ ନିଶ୍ଚିତ କରିଛନ୍ତି । ସେମିଫାଇନାଲ୍‌ରେ ଅୟୋଜକ କିଟର ରଞ୍ଜିତ ୬-୪ରେ ଶୀର୍ଷ ମାନ୍ୟତାପ୍ରାପ୍ତ ସତ୍ୟମ ପଟେଲଙ୍କୁ ହରାଇ ଦେଇଥିଲେ। ବୁଧବାର ଫାଇନାଲ୍‌ରେ ସେ ପଟିଆଲାର ପଞ୍ଜାବୀ…

ପତ୍ନୀହନ୍ତା କର୍ଣ୍ଣେଲ ସୋମନାଥ ପରିଡାଙ୍କୁ ଆଜୀବନ ଜେଲ୍‌

ଭୁବନେଶ୍ୱର: ସ୍ତ୍ରୀକୁ ହତ୍ୟା କରିବା ପରେ ୩ଶହ ଖଣ୍ଡ କରି ରଖିବା ମାମଲାରେ ଅଭିଯୁକ୍ତ ସ୍ୱାମୀକୁ ଆଜୀବନ ଜେଲ ଦଣ୍ଡଦେଶ ଶୁଣାଇଛନ୍ତି କୋର୍ଟ । ଅଭିଯୁକ୍ତ କର୍ଣ୍ଣେଲ ସୋମନାଥ ପରିଡାଙ୍କୁ ଖୋର୍ଦ୍ଧା ଜିଲ୍ଳା ଜଜ୍ କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ସୂଚନାଯୋଗ୍ୟ, ୨୦୧୩ ଜୁନ୍ ୨୧ରେ ଘଟିଥିଲା…

ସିଏଏ ନିଆଁରେ ଜଳୁଛି ଦିଲ୍ଲୀ, ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି

ନୂଆଦିଲ୍ଲୀ: ଦିଲ୍ଲୀରେ ଜଳୁଛି ନାଗରିକତା ଆଇନ ନିଆଁ । ଉତ୍ତର ପୂର୍ବ ଦିଲ୍ଲରେ ସ୍ଥିତି ସାଂଘାତିକ ହେବାରେ ଲାଗିଛି । ସେଠାରେ ଏକ ମାସ ପାଇଁ ଦିଲ୍ଲୀ ସରକାର ୧୪୪ ଧାରା ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହାରି ଭିତରେ ଏଠାରେ ଆରମ୍ଭ ହୋଇଥିବା ହିଂସାରେ ଏବେ ୯ଜଣଙ୍କ ମୃତ୍ୟୁ…

ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା: ସନ୍ତରଣରେ ସାବିତ୍ରୀ, ଆର୍ଯ୍ୟଙ୍କୁ ପଦକ

ନୂଆଦିଲ୍ଲୀ: ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡାର ସନ୍ତରଣ ବିଭାଗରେ ପୁଣେର ସାବିତ୍ରୀ ବାଇ ୫୦ ମିଟର ବ୍ୟାକଷ୍ଟ୍ରୋକରେ ରୌପ୍ୟ ଏବଂ ଆର୍ଯ୍ୟା ରାଜଗୁରୁ ବଟରଫ୍ଲାଏରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଆର୍ଯ୍ୟା ପୂର୍ବରୁ କେତେକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେଇଥିଲେ ମଧ୍ୟ ବିଶେଷ…

ଗାଁରେ ପହଂଚିଲା ୩ ଓଡ଼ିଆ ଶ୍ରମିକଙ୍କ ମୃତଦେହ, ଶେଷ କୃତ୍ୟ ସମ୍ପନ୍ନ

ଯାଜପୁର: ଗୁଜରାଟ ଅହମ୍ମଦାବା ସୂତାକଳରେ ନିଆଁ ଲାଗି ପ୍ରାଣ ହରାଇଥିବା ୩ ଓଡ଼ିଆ ଶ୍ରମିକଙ୍କ ମର ଶରୀର ଆଜି ସେମାନଙ୍କ ପୈତୃକ ଗାଁରେ ପହଂଚିଛି । ଯାଜପୁର ଜିଲ୍ଲା ଜମଧର ଗାଁରେ ୩ଜଣଙ୍କ ମୃତୁଦେହ ପହଂଚିବା ପରେ ସ୍ଥାନୀୟ ଅଚଂଳରେ ଶୋକର ଛାୟା ଖେଳି ଯାଇଥିଲା । ପରେ ମର ଶରୀରକୁ ଏକ ଶୋଭାଯାତ୍ରାରେ…

ବିଜେପି ନେତା କପିଳ ମିଶ୍ରଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ: ଉତରପୂର୍ବ ଦିଲ୍ଲୀରେ ସିଏଏ ନେଇ ହିଂସକ ପ୍ରଦର୍ଶନ ଜାରି ରହିଛି । ଏହି ଅବସରରେ ବିଜେପି ନେତା କପିଳ ମିଶ୍ରଙ୍କ ହତ୍ୟା ଧମକ ଆସିଛି । କପିଳ ଟୁଇଟ କରିଛନ୍ତି ଯେ, ମୋତେ ଗାଳି ଦିଆଯିବ ସହ, ହତ୍ୟା ଧମକ ମିଳୁଛି । ମୁଁ ଆତଙ୍କ ସୃଷ୍ଟି କରୁଥିବା ବ୍ୟକ୍ତିମାନଙ୍କ ଆଖିରେ ଆଖି ମିଶାଇ…

ଆସନ୍ତାକାଲି ନବୀନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ବିଜେଡ଼ି ରାଜ୍ୟ ପରିଷଦ ବୈଠକ

ଭୁବନେଶ୍ୱର: ଆସନ୍ତାକାଲି (ଫେବୃଆରୀ ୨୬) ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟ ପରିଷଦ ବୈଠକ ଅନୁଷ୍ଠିତ ହେବ । ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହେଉଥିବା ଏହି ଦଳୀୟ ବୈଠକରେ ଅଧ୍ୟକ୍ଷତା କରିବେ ପାର୍ଟି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୁଧବାର ଦିନ ସକାଳ ୮ଟା…

ହାର୍ଡକୋର ମାଓବାଦୀ କମୁଲୁର ଆତ୍ମସମର୍ପଣ

ମାଲକାନଗିରି: ମାଲକାନଗିରି ପୋଲିସ ନିକଟରେ ଆତ୍ମସମର୍ପଣ କରିଛି ହାର୍ଡକୋର ମାଓବାଦୀ କମୁଲୁ । ଦୀର୍ଘ ଦିନରୁ ସେ ମାଓ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ସହ ଛତିଶଗଡର କାଙ୍କେର ଘାଟି ଅଚଂଳରେ ଏରିଆ କମିଟି ସଦସ୍ୟ ରୂପେ କାମ କରୁଥିଲା । ଛତିଶଗଡ ଇରମ ଘାଟି ଆକ୍ରମଣରେ କମୁଲୁ ମୁଖ୍ୟ ଭୂମିକା…

ସିଏଏ ହିଂସା: ଦିଲ୍ଲୀର ସମସ୍ତ ପ୍ରବେଶ ପଥକୁ ସିଲ୍ କରିବାକୁ କେଜ୍ରିୱାଲଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦିଲ୍ଲୀରେ ନାଗରିକତା ନିଆଁ ଉଗ୍ର ହେବାରେ ଲାଗିଛି । ସିଏଏକୁ ବିରୋଧ କରି ବ୍ୟାପକ ପୋଡାଜଳା ସାଙ୍ଗକୁ ପ୍ରାଣହାନୀ ହୋଇଛି । ଏହା ଦିଲ୍ଳୀ ସରକାରଙ୍କ ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି । ହିଂସାକୁ ନେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସହ ମୁଖ୍ୟମନ୍ତ୍ରୀ ଅରବିନ୍ଦ…