ରାଜ୍ୟ ସରକାର ୧୩ଟି କଲେଜକୁ ଦେଲେ କାରଣ ଦର୍ଶାଅ ନୋଟିସ୍ !
ଭୁବନେଶ୍ୱର: ରାଜ୍ୟରେ ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ପରୀକ୍ଷା ରେଜଲ୍ଟ ଏବଂ କଲେଜଗୁଡିକରେ ପିଲାଙ୍କ ଉପସ୍ଥାନକୁ ଗୁରୁତ୍ୱ ଦେଉଛି ଉଚ୍ଚଶିକ୍ଷା ବିଭାଗ । ତେବେ ରାଜ୍ୟରେ କେଉଁ ସବୁ କଲେଜରେ କେତେ ପିଲା ନାମ ଲେଖାଇଛନ୍ତି ତାହାର ଅନୁଧ୍ୟାନ ରିପୋର୍ଟ ଯାଞ୍ଚ ହୋଇଛି ।…