Latest Odisha News

BREAKING NEWS

Yearly Archives

2020

ଭୁର୍ଟିଗଡ଼ରେ କଳାହାଣ୍ଡି ଉତ୍ସବ ‘ଘୁମୁରା-୨୦୨୦’ ଆୟୋଜିତ

ଭବାନୀପାଟଣା: ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ଭୁର୍ଟିଗଡ଼ ଗ୍ରାମପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ‘ଘୁମୁରା-୨୦୨୦’ ମହା ସମାରୋହରେ ଆୟୋଜିତ ହୋଇଯାଇଛି। ଗ୍ରାମ ପଞ୍ଚାୟତର ଛାତ୍ରଛାତ୍ରୀ, ମହିଳା ଓ ଜନସାଧାରଣଙ୍କ ମଧ୍ୟରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ…

‘ଭାରତ ବନ୍ଦ’: ଜାଣନ୍ତୁ, କେଉଁସବୁ ଟ୍ରେନ ଚଳାଚଳ ହେଲା ବାତିଲ

ଭୁବନେଶ୍ୱର: ବିଭିନ୍ନ ଟ୍ରେଡ୍ ୟୁନିୟନ ପକ୍ଷରୁ ଦେଶବ୍ୟାପୀ ବନ୍ଦ ପାଳନ ବେଳେ ରେଳରୋକ ଯୋଗୁଁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଏହି ରେଳ ଚଳାଚଳରେ ବାଧାପ୍ରାପ୍ତ ଯୋଗୁଁ ଅଧିକାଂଶ ଟ୍ରେନ ବିଭିନ୍ନ ଷ୍ଟେସନରେ ଅଟକି ରହିବା ସହ ବାତିଲ ମଧ୍ୟ ହୋଇଛି । ଜାଣନ୍ତୁ, କେଉଁସବୁ ଟ୍ରେନ୍…

କଂସଙ୍କ ରାଜୁତିରେ ଥରହର ମଥୁରା ନଗରୀ

ବରଗଡ: ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାର ଆଜି ହେଉଛି ୮ମ ଦିନ । ଏହି ଅବସରରେ କୃଷ୍ଣ-ବଳରାମଙ୍କୁ ନିମନ୍ତ୍ରଣ ଓ ହତ୍ୟା କରିବା ପାଇଁ ଷଡଯନ୍ତ୍ରରେ ମାତିଛନ୍ତି ମହାରାଜା କଂସ । କୃଷ୍ଣଙ୍କୁ ବଦ୍ଧ କରିବା ପାଇଁ ମହାରାଜା କଂସଙ୍କୁ ସମସ୍ତ ଅତିଥି ରାଜାମାନେ ସହାୟତା କରିବାକୁ ପ୍ରତିଶୃତି…

ଇରାନରେ ବିମାନ ଦୁର୍ଘଟଣାଗ୍ରସ୍ତ; ସମସ୍ତ ଯାତ୍ରୀ ମୃତ ଆଶଙ୍କା

ୟୁକ୍ରେନ୍: ଇରାନର ରାଜଧାନୀ ତେହରାନରେ ୟୁକ୍ରେନରେ ଏକ ଯାତ୍ରୀବାହୀ ବିମାନ ବୁଧବାର ଦିନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଉକ୍ତ ବିମାନରେ କ୍ରୁ ମେମ୍ବରଙ୍କୁ ମିଶାଇ ପ୍ରାୟ ୧୭୦ ଜଣ ଯାତ୍ରୀ ରହିଥିଲେ । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।…

‘ଭାରତ ବନ୍ଦ’ ଲାଗି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଶିକ୍ଷାନୁଷ୍ଠାନ ବନ୍ଦ

ଭୁବନେଶ୍ୱର: ବିଭିନ୍ନ ଟ୍ରେଡ ୟୁନିୟନ୍ ପକ୍ଷରୁ ଦିଆଯାଇଥିବା ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ଯୋଗୁଁ ଜନଜୀବନ ଏକପ୍ରକାର ବାଧାପ୍ରାପ୍ତ ହୋଇଛି । ଏହି ବନ୍ଦର ପ୍ରଭାବ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳିଛି । ସୁରକ୍ଷା ଦୃଷ୍ଟିକୁ ନଜରରେ ରଖି ରାଜ୍ୟର ୧୫ଟି ଜିଲ୍ଲାରେ ସ୍କୁଲଗୁଡିକୁ…

‘ଭାରତ ବନ୍ଦ’ ଯୋଗୁଁ ରାଜ୍ୟରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ

ଭୁବନେଶ୍ୱର: ବିଭିନ୍ନ ଟ୍ରେଡ୍ ୟୁନିୟନ ପକ୍ଷରୁ ଦେଶବ୍ୟାପୀ ବନ୍ଦ ପାଳନ ବେଳେ ରେଳରୋକ ଯୋଗୁଁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଏହି ରେଳ ଚଳାଚଳରେ ବାଧାପ୍ରାପ୍ତ ଯୋଗୁଁ ଅଧିକାଂଶ ଟ୍ରେନ ବିଭିନ୍ନ ଷ୍ଟେସନରେ ଅଟକି ରହିଥିବା ଯୋଗୁଁ ଚଳାଚଳ ବନ୍ଦ ରହିଛି । ବନ୍ଦ ଯୋଗୁଁ ରାଜ୍ୟର…

ଟ୍ରେଡ୍ ୟୁନିୟନ ପକ୍ଷରୁ ‘ଭାରତ ବନ୍ଦ’ ଡାକରା; ଜନଜୀବନ ବାଧାପ୍ରାପ୍ତ

ଭୁବନେଶ୍ୱର: ବିଭିନ୍ନ ଟ୍ରେଡ ୟୁନିୟନ୍ ପକ୍ଷରୁ ଦିଆଯାଇଥିବା ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ଯୋଗୁଁ ଜନଜୀବନ ଏକପ୍ରକାର ବାଧାପ୍ରାପ୍ତ ହୋଇଛି । ଏହି ବନ୍ଦର ପ୍ରଭାବ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳିଛି । ଦେଶରେ ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, ସାମାଜିକ ସୁରକ୍ଷା ଭଳି…

ଦୈନିକ ଉର୍ଦ୍ଦୁ ଖବରକାଗଜ ‘ଅଖବାରନାମା’ର ୮ମ ସ୍ୱନକ୍ଷତ୍ର ଉତ୍ସବ ପାଳିତ

ଭୁବନେଶ୍ୱର: ଏକ ସଶକ୍ତ ଓ ବିକଶିତ ସମାଜ ଗଠନରେ ଗଣମାଧ୍ୟମର ପ୍ରମୁଖ ଭୂମିକା ରହିଛି । ଗଣମାଧ୍ୟମ ହେଉଛି ସାଧାରଣ ଲୋକଙ୍କ ସ୍ୱର । ସେମାନଙ୍କର ସମସ୍ୟା ସରକାରଙ୍କ ନିକଟରେ ପହଞ୍ଚାଇବା ଗଣମାଧ୍ୟମର ମୁଖ୍ୟ ଦାୟିତ୍ୱ । ସମାଜରେ ଘଟୁଥିବା ଅନେକ ସକାରତ୍ମକ ଘଟଣା ଲୋକଲୋଚନକୁ ଆସିବା ଦରକାର । ସବୁ…

ବଲିଉଡ଼ରେ ପାଦ ଥାପିବେ ଇରଫାନ ପଠାନ୍ !

ମୁମ୍ବାଇ: କ୍ରିକେଟରୁ ଅବସର ଘୋଷଣା କରିବା ପରେ ଟିମ୍ ଇଣ୍ଡଆ ଅଲରାଉଣ୍ଡର ଇରଫାନ ପଠାନ ତାଙ୍କ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ମୁହଁ ଖୋଲିଛନ୍ତି । ପ୍ରାରମ୍ଭିକ ପର୍ଯ୍ୟାୟରେ କୋଚ, ଭାଷ୍ୟକାର ପାଇଁ ଚେଷ୍ଟା କରିବେ । ଏହା ବ୍ୟତୀତ ଫିଲ୍ମରେ ଅଭିନୟ କରିବା ପାଇଁ ନିଷ୍ପତି ନେଇଛି । ଏପରି କି ସେ…

ଭାରତ ବନ୍ଦ: ବୁଧବାର ଉତ୍କଳ ବିଶ୍ଵବିଦ୍ୟାଳୟର ସମସ୍ତ ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର: କେନ୍ଦ୍ର ଟ୍ରେଡ଼ ୟୁନିଅନ ଆସନ୍ତା ଜାନୁଆରୀ ୮ ତାରିଖରେ ଦେଇଥିବା ଭାରତ ବନ୍ଦ ଡାକରା ପରିପେକ୍ଷିରେ ଉତ୍କଳ ବିଶ୍ଵବିଦ୍ୟାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ୮ ତାରିଖରେ ବିଶ୍ୱବିଦ୍ୟାଳୟର ସମସ୍ତ ପରୀକ୍ଷା ଗୁଡିକୁ ସ୍ଥଗିତ ରଖାଯାଇଥିବା ଉତ୍କଳ ବିଶ୍ଵବିଦ୍ୟାଳୟର୍…