ଜୟଦେବ ଭବନ ପାଠାଗାର: ଜ୍ଞାନ ଆହରଣର ଏକ ଅନନ୍ୟ ପୀଠ
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ତତ୍ତ୍ୱାବଧାନରେ ପରିଚାଳିତ ଭୁବେନେଶ୍ୱରସ୍ଥିତ ଜୟଦେବ ଭବନ ତଥା ପୂର୍ବରୁ ନାମିତ ସୂଚନା ଭବନରେ ଥିବା ପାଠାଗାର ୧୯୭୬ ମସିହା ଅଗଷ୍ଟ ୧୫ ତାରିଖରେ ପ୍ରତିଷ୍ଠା ହୋଇଥିଲା ।
ସ୍ୱଳ୍ପ ସଂଖ୍ୟକ ପୁସ୍ତକକୁ ନେଇ ଆରମ୍ଭ ହୋଇଥିବା ଏହି…