ଖାଉଟିଙ୍କ ଲାଗି ମହଙ୍ଗା ମାଡ; ନୂଆବର୍ଷରୁ ବଢିଲା ଏଲପିଜି ଗ୍ୟାସ୍ ସିଲିଣ୍ଡର ଦର !
ନୂଆଦିଲ୍ଲୀ: ଚଳିତ ବର୍ଷ ଆରମ୍ଭରୁ ଏଲପିଜି ଗ୍ୟାସ୍ ସିଲିଣ୍ଡର ବୃଦ୍ଧି ପାଇଥିବା ନେଇ ଜଣାପଡିଛି ।
ରୋଷେଇ ଘରେ ବ୍ୟବହୃତ ହେଉଥିବା ଏଲପିଜି ଗ୍ୟାସ୍ ସିଲିଣ୍ଡର ଉପରେ କମ୍ପାନୀ ମାଲିକମାନେ ୧୯ ଟଙ୍କା ବୃଦ୍ଧି କରିଥିବା ନେଇ ସୁତ୍ରରୁ ପ୍ରକାଶ ।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ,…