ଓଡ଼ିଶାରୁ ଦକ୍ଷିଣ ଭାରତକୁ ଗଡିବ ‘ଭାରତ ଦର୍ଶନ’ ସ୍ୱତନ୍ତ୍ର ଟ୍ରେନ୍: ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ
ଭୁବନେଶ୍ୱର: ଭାରତୀୟ ରେଳବାଇ ଦ୍ୱାରା ଦକ୍ଷିଣ ଭାରତକୁ ଏକ ଭାରତ ଦର୍ଶନ' ନାମକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ।
ଏହି ସ୍ୱତନ୍ତ୍ର ଟ୍ରେନ୍ ଆସନ୍ତା ଜାନୁଆରୀ ମାସ ୨ ତାରିଖ ଦିନ ଭୁବନେଶ୍ୱରରୁ ରାତ୍ର ୧୦ ଘଟିକାରେ ରାମେଶ୍ୱରମ, ମଦୁରାଇ ଏବଂ ତିରୁପତି ଦର୍ଶନ ପାଇଁ ଯାତ୍ରା କରିବ।…