Latest Odisha News

BREAKING NEWS

Yearly Archives

2020

ଦୁଷ୍କର୍ମକାରୀକୁ ସଜା: ୨୦ ବର୍ଷ ଜେଲ ଦଣ୍ଡାଦେଶ ସହ ଜରିମାନା

ନୂଆପଡ଼ା: ନାବାଳିକା ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଜେଲ୍ ଦଣ୍ଡ । ୨୦୧୮ ମସିହାରେ ଘଟିଥିବା ଏକ ଦୁଷ୍କର୍ମ ମାମଲାର ଶୁଣାଣି କରି ରାୟ ଶୁଣାଇଛନ୍ତି ନୂଆପଡ଼ା ପୋକସୋ କୋର୍ଟ । ଅଭିଯୁକ୍ତକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ସହ ୧୫ ହଜାର ଟଙ୍କା ଜରିମାନା ହୋଇଛି । ୨୦୧୮ରେ ଅଭିଯୁକ୍ତ ନୂଆପଡ଼ା ଥାନା…

ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କରେ ଜାଣନ୍ତୁ ସଂକ୍ଷେପରେ କିଛି…

ନୂଆଦିଲ୍ଲୀ: ଆଇରନ୍ ଲେଡି ଅଫ୍ ଇଣ୍ଡିଆ ଭାବରେ ବେଶ୍ ଜଣାଶୁଣା ଇନ୍ଦିରା ଗାନ୍ଧୀ। ଯିଏକି ଭାରତୀୟ ଇତିହାସ‌ର‌େ ଶକ୍ତିଶାଳୀ ପ୍ରଧାନମନ୍ତ୍ରୀ ଭାବରେ ପରିଗଣିତ ମଧ୍ୟ ହୋଇଥିଲେ। ୧୯୧୭ ମସିହା ନଭେମ୍ବର ୧୯ ତାରିଖରେ ଜନ୍ମଗ୍ରହଣ କରିଥି‌ଲେ ଇନ୍ଦିରା ଗାନ୍ଧୀ। ସେ ଦୀର୍ଘ ୧୫ ବର୍ଷ ଧରି…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ  ତା ୧୯-୧୧-୨୦୨୦ ଗୁରୁବାର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ନଭେମ୍ବର ତା ୧୯ ରିଖ ଗୁରୁବାର ବିଛା ୪ ଦିନ କାର୍ତ୍ତିକ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥି ପୂର୍ବାଷାଢା ନକ୍ଷତ୍ର ଧନୁ ଚନ୍ଦ୍ର     ଘାତ ବାର-: ତୁଳା ଓ କୁମ୍ଭ ରାଶିର      ଘାତ ଚନ୍ଦ୍ର:- ତୁଳା, କୁମ୍ଭ…

ଭୁବନେଶ୍ୱର ରେଲୱେ ଷ୍ଟେସନକୁ ଏବେ ଗୋଟିଏ ପାର୍ଶ୍ୱ ଦେଇ ଯାତ୍ରୀଙ୍କୁ ପ୍ରବେଶ ଅନୁମତି

ଭୁବନେଶ୍ୱର: କରୋନା ମହାମାରୀ ପରିସ୍ଥିତିର ମୁକାବିଲା ତଥା ବିସ୍ତାର ରୋକିବା ପାଇଁ ପୂର୍ବ ତଟ ରେଳବାଇ କଡା ପଦକ୍ଷେପ ନେଇଛି। ଭୁବନେଶ୍ୱର ଷ୍ଟେସନ ଠାରେ କେବଳ ପ୍ଲାଟଫର୍ମ ନମ୍ବର ୧ରେ ସମସ୍ତ ଯାତ୍ରୀଙ୍କ ଥର୍ମାଲ୍ ସ୍କାନିଂ ଉପଲବ୍ଧ ଏବଂ ସମସ୍ତ ଯାତ୍ରୀ ଏହା ମାଧ୍ୟମରେ ସ୍କାନ କରାଯାଉଛି।…

ଭାରତୀୟ ରେଳାବାଇରେ ପ୍ରଥମ ; ରୋଡ୍ ଓଭର ବ୍ରିଜ ନିର୍ମାଣ ଲାଗି ଚୁକ୍ତିନାମା

ଭୁବନେଶ୍ୱର: ପୂର୍ବ ତଟ ରେଳପଥ ହେଉଛି ପ୍ରଥମ ରେଳବାଇ ଯାହାକି ରୋଡ୍ ଓଭର ବ୍ରିଜ୍ ନିର୍ମାଣର କାର୍ଯ୍ୟ ନିର୍ବାହ ପାଇଁ ପିଏସୟୁ ସହିତ ଚୁକ୍ତିନାମା କାର୍ଯ୍ୟକାରୀ କରିଛି। ଏପରିକି ଛଅ ଗୋଟି ରୋଡ୍ ଓଭର ବ୍ରିଜ୍ ନିର୍ମାଣ ପାଇଁ ୪୩୬.୮୭ କୋଟି ଟଙ୍କା ଖର୍ଚ୍ଚ ହେବ। ଉଭୟ ଯାତ୍ରୀ ଏବଂ ରେଳ…

ସୁନା ବ୍ୟବସାୟୀଙ୍କୁ ଆକ୍ରମଣ କରି ଲୁଟ୍, ଧରାପଡ଼ିଲେ ୨ ଲୁଟେରା

ଯାଜପୁର: ଦୋକାନ ବନ୍ଦ କରି ଘରୁ ଯିବା ରାସ୍ତାରେ ସୁନା ବ୍ୟବସାୟୀଙ୍କ ଉପରେ ଆକ୍ରମଣ ପରେ ଲୁଟ୍ । ବନ୍ଧୁକ ଫୁଟାଇ ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ୨୦ ହଜାର ଟଙ୍କା ଧରି ଚମ୍ପଟ ମାରିଲେ ଲୁଟେରା । ଡକାୟତଙ୍କ ଆକ୍ରମଣରେ ଆହତ ହୋଇଛନ୍ତି ବ୍ୟବସାୟୀ । ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ…

୧୫ ଶହ ଟଙ୍କା ଲାଞ୍ଚ ନେବା ବେଳେ ବନ୍ଧା ହେଲେ ପୋଲିସ ବାବୁ

ଭୁବନେଶ୍ୱର: ହାତ ଗୁଞ୍ଜା ନେଉଥିଲେ ପୋଲିସ ବାବୁ । ଧରିଲା ଭିଜିଲାନ୍ସ । ୧୫ ଶହ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଭୁବନେଶ୍ୱର ଧଉଳି ଥାନାର ଜଣେ ଏଏସଆଇ । ତାଙ୍କ ନାଁ ତୋଫାନ ଗୁରୁ । ତାଙ୍କୁ ଗିରଫ କରାଯାଇଥିବା ବେଳେ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ।…

ଭଲ ଖବର: ରାଜ୍ୟରେ କରୋନାରୁ ସୁସ୍ଥ ହେଲେଣି ୯୭% ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କମୁଛି ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବଢୁଛି ସୁସ୍ଥ ସଂଖ୍ୟା । ଆଜି ରାଜ୍ୟରୁ ଆଉ ୧୩ ଶହ ୩ ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ସେମାନେ ହସ୍ପିଟାଲରୁ ଡିସଚାର୍ଡ ହୋଇଛନ୍ତି । କଟକରୁ ସର୍ବାଧିକ ୧୦୮, ଅନୁଗୁଳରୁ ୧୦୩, ମୟୂରଭଞ୍ଜରୁ ୧୦୧ ସଂକ୍ରମିତ ସୁସ୍ଥ…

ବଟି ମାଗି ପୁଣି ଦୁଇ ନକଲି ସାମ୍ବାଦିକ ଗିରଫ !

ସମ୍ବଲପୁର: ପୁଣି ସାମ୍ବାଦିକତାକୁ କଳଙ୍କିତ କରିଛନ୍ତି ଦୁଇ ନକଲି ସାମ୍ବାଦିକ । ବେଆଇନ ବଟି ମାଗି ଗିରଫ ହୋଇଛନ୍ତି ଦୁଇ ନକଲି ସାମ୍ବାଦିକ । ସମ୍ବଲପୁର ଜିଲ୍ଲା ବୁର୍ଲାରେ ସାମ୍ନାକୁ ଆସିଛି ଏପରି ଲଜ୍ଜାକର ଘଟଣା । ରିପୋର୍ଟ ଅନୁଯାୟୀ ବିରେନ୍ଦ୍ର ବଗର୍ତ୍ତି ନାମକ ଜଣେ ବ୍ୟକ୍ତିଙ୍କ…

ଲେଖାଶ୍ରୀଙ୍କ ବିବାଦୀୟ ମନ୍ତବ୍ୟ ପ୍ରତିବାଦରେ ପୁରୀରେ ବିଜେଡି ପକ୍ଷରୁ ବିକ୍ଷୋଭ

ପୁରୀ: ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀରେ ଜାରି ରହିଛି ବିରୋଧ । ଆଜି ପୁରୀ ଜିଲ୍ଲା ଓ ନଗର ବିଜୁ ଜନତା ଦଳ ପକ୍ଷରୁ ଟାଉନ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ ସହ ଲେଖାଶ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି । ଦଳୀୟ ନେତା ଓ କର୍ମୀ ମେଡିକାଲ…