Latest Odisha News

BREAKING NEWS

Yearly Archives

2020

ଜାନୁଆରି ୨ରୁ ସବୁ ରାଜ୍ୟରେ କରୋନା ଟିକାର ଡ୍ରାଏ ରନ୍

ଭୁବନେଶ୍ୱର: ଦେଶରେ କରୋନା ଟିକାର ଡ୍ରାଏ ରନ୍ ପାଇଁ ନିଷ୍ପତ୍ତି ହୋଇଛି । ଜାନୁଆରି ୨ ତାରିଖରୁ ସବୁ ରାଜ୍ୟର ରାଜଧାନୀରେ ଏହି ଡ୍ରାଏ ରନ୍ ଆରମ୍ଭ ହେବ। ଏ ନେଇ ଆଜି ସ୍ଵାସ୍ଥ୍ୟ ମନ୍ତ୍ରାଳୟରେ ହୋଇଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଡିସେମ୍ଵର ୨୮ ଏବଂ ୨୯ ତାରିଖରେ ୪ଟି…

ବ୍ରିଟେନ କରୋନା ଷ୍ଟ୍ରେନରେ ଓଡିଶାର କେହି ଆକ୍ରାନ୍ତ ନାହାନ୍ତି : ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ବିଦେଶରୁ ବିମାନ ଚଳାଚଳ ଆରମ୍ଭ ହେବା ପରେ ଏଯାଏଁ ଓଡିଶାକୁ ମୋଟ ୧୮୮ଜଣ ବ୍ରିଟେନ ଫେରିଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କିନ୍ତୁ କୌଣସି ବ୍ୟକ୍ତିଙ୍କଠାରେ ବ୍ରିଟେନର ନୂଆ ଷ୍ଟ୍ରେନ ନାହିଁ ବୋଲି ସ୍ୱାସ୍ଥ୍ୟ ସଚିବ ସ୍ପଷ୍ଟ କରିଛନ୍ତି ।…

ଫର୍ମୁଲା ୱାନ ରେସର ଲୁଇସ ହାମିଲଟଙ୍କୁ ମିଳିଲା ସାର୍ ଉପାଧି

ଲଣ୍ଡନ: ବ୍ରିଟେନର ଲୋକପ୍ରିୟ ଫର୍ମୁଲା ୱାନ କାର ରେସରଙ୍କୁ ଗୁରୁବାର ସାର୍ ଉପାଧି ମିଳିଛି । ବ୍ରିଟେନର ରାଣୀ ଏଲିଜାବେଥଙ୍କ ଦ୍ୱାରା ସର୍ବୋଚ୍ଚ ନାଗରିକ ସମ୍ମାନ ନାଇଟହୁଡ ସମ୍ମାନରେ ତାଙ୍କୁ ସମ୍ମାନିତ କରାଯାଇଛି । ଏହା ପୂର୍ବରୁ ହାମିଲଟନ ବିସିସି ସ୍ପୋର୍ଟ୍ସ ପର୍ସନାଲିଟି ଅଫ ଦି ଇୟର,…

ଅତରଙ୍ଗି ରେ ଫିଲ୍ମର ନିର୍ଦ୍ଦେଶକ ଆନନ୍ଦ ଏଲ ରାୟଙ୍କୁ କରୋନା

ମୁମ୍ବାଇ: ବଲିଉଡର ପ୍ରତିଷ୍ଠିତ ନିର୍ଦ୍ଦେଶକ ଆନନ୍ଦ ଏଲ ରାୟଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ଅତରଙ୍ଗି ରେ ଫିଲ୍ମର ଶୁଟିଂ ପରେ ସେ ନିଜର କରୋନା ଟେଷ୍ଟ କରାଇଥିଲେ । ଏବେ ଏହା ପଜିଟିଭ ଆସିଛି । ସୋସିଆଲ ମିଡିଆରେ ସେ ଏ ସମ୍ପର୍କରେ ସୂଚନା ଦେବା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା…

ଟେଷ୍ଟ ଦଳରୁ ବାଦ୍ ପଡିଲେ ଯାଦବ, କିଏ ପାଇବ ସ୍ଥାନ ?

ନୂଆଦିଲ୍ଲୀ: ବିଦେଶରେ ଅଷ୍ଟ୍ରେଲିଆକୁ ଧୂଳି ଚଟାଇଛି ଭାରତ । ତଥାପି ଆହତ ସମସ୍ୟାକୁ ନେଇ ଚିନ୍ତାରେ ରହିଛି ଟିମ୍ ଇଣ୍ଡିଆ । ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଆଘାତପ୍ରାପ୍ତ ହୋଇ ଦୃତ ବୋଲର୍ ଉମେଶ ଯାଦବ ପଡିଆ ଛାଡିଥିଲେ । ଅନ୍ୟପଟେ ମହମ୍ମଦ ସାମି ଓ ଇଶାନ୍ତ ଶର୍ମା ବି ଆହତ ସମସ୍ୟା ପାଇଁ ଦଳରୁ ବାଦ୍…

ସଙ୍ଗୀତ ପାଇଁ ଏକାଠି ହେଲେ ବଚ୍ଚନ ପରିବାର

ମୁମ୍ବାଇ: ନୂଆବର୍ଷକୁ ଟିକେ ନିଆରା ଅନ୍ଦାଜରେ ସ୍ୱାଗତ କରିବାକୁ ଯୋଜନା କରିଛି ବଚ୍ଚନ ପରିବାର । ବୋଧ ହୁଏ ସେଥିପାଇଁ ସମସ୍ତେ ଏକାଠି ହୋଇ ପହଂଚିଥିଲେ ରେକର୍ଡିଂ ଷ୍ଟୁଡିଓରେ । ଅଥଚ ସମସ୍ତେ ମାସ୍କ ଓ ସାମାଜିକ ଦୂରତ୍ୱ ଅବଲମ୍ବନ କରିବାରେ ନଜର ଆସିଥିଲେ । ମୁମ୍ବାଇରେ ଏକ ଗୀତ ରେକର୍ଡିଂ…

ଆଉ ଖୋଲିବନି ଦିଲ୍ଲୀର ମାଡାମ୍ ତୁସୋ ମ୍ୟୁଜିୟମ୍‌

ନୂଆଦିଲ୍ଲୀ: କରୋନା ମହାମାରୀ ମଧ୍ୟରେ ଅନେକ ଦୁଃଖଦ ଖବର ସାମ୍ନାକୁ ଆସିଥିଲା । ନିକଟରେ ଏହି ଖବର ତାଲିକାରେ ସାମିଲ ହୋଇଛି ଦିଲ୍ଲୀର ମାଡାମ୍ ତୁସୋ ମ୍ୟୁଜିୟମ୍ । ଲକ୍‌ଡାଉନ୍ ପରଠୁ ଏହି ମ୍ୟୁଜିୟମ୍ ଅସ୍ଥାୟୀ ରୂପେ ବନ୍ଦ ରହିଥିଲା । ହେଲେ ଅତ୍ୟଧିକ କ୍ଷୟକ୍ଷତି ଯୋଗୁଁ ଏହାକୁ ସ୍ଥାୟୀ ରୂପେ…

ନାଇଟ୍ କର୍ଫ୍ୟୁ ବେଳେ ଟୁଇନ୍ ସିଟିରେ ୧୪୪ ଧାରା, ରାତି ୯ଟା ସୁଦ୍ଧା ଦୋକାନ ବନ୍ଦ ନିର୍ଦ୍ଦେଶ

ଭୁବନେଶ୍ୱର: ନୂଆବର୍ଷ ପୂର୍ବରୁ ରାଜ୍ୟରେ ଜାରି ହୋଇଛି ନାଇଟ୍ କର୍ଫ୍ୟୁ । ଆଜି ରାତି ୧୦ଟାରୁ ସାରା ରାଜ୍ୟରେ ରାତ୍ରିକାଳୀନ କର୍ଫ୍ୟୁ ଲାଗିବ । ଭୁବନେଶ୍ୱର ଓ କଟକରେ ଜାରି କରାଯିବ ୧୪୪ ଧାରା । ଏହି ସୂଚନା ଦେଇଛନ୍ତି ପୋଲିସ କମିଶନର ଡକ୍ଚର ସୁଧାଂଶୁ ଷଡ଼ଙ୍ଗୀ । ସୁରକ୍ଷା ଦୃଷ୍ଟିରୁ ଟୁଇନ୍…

[ଭିଡିଓ] ପାକିସ୍ତାନୀ ଡାକ୍ତରଙ୍କ ଦାବି, କରୋନାରୁ ରକ୍ଷା କରିବ ପପ୍‌କର୍ଣ୍ଣ

ଭୁବନେଶ୍ୱର: ବ୍ରିଟେନରୁ କରୋନାଭାଇରସର ନୂତନ ଷ୍ଟ୍ରେନ୍ ଠାବ ହେବା ପରେ ପୁଣିଥରେ କୋକୁଆ ଭୟରେ ସାରା ବିଶ୍ୱ । ଏପରି ସ୍ଥିତିରେ ଜଣେ ପାକିସ୍ତାନୀ ଡାକ୍ତରଙ୍କ ଦାବି ଅନେକଙ୍କୁ ଚକିତ କରିଛି । ସେ ଦାବି କରିଛନ୍ତି ପପ୍‌କର୍ଣ୍ଣ ଜରିଆରେ କୁଆଡେ କରୋନାଭାଇରସର ମୁକାବିଲା କରିହେବ ।…

ରାଜ୍ୟରୁ ୨୪ ଘଣ୍ଟାରେ ୩୧୫ କରୋନା ଆକ୍ରାନ୍ତ ଚିହ୍ନଟ, କଟକରୁ ସର୍ବାଧିକ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । କିନ୍ତୁ ଦୈନିକ କେସ୍ କମିଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୩୧୫ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ଅଛନ୍ତି ୧୮୧ ସଂକ୍ରମିତ । ଲୋକାଲ୍ କଣ୍ଟାକ୍ଟ କେସ୍ ୧୩୪ଟି ରହିଛି । ୨୭ ଜିଲ୍ଲାରୁ…