Latest Odisha News

BREAKING NEWS

Yearly Archives

2020

ରାସ୍ତା ମଝିରେ ଦୁଇ ଯୁବତୀଙ୍କୁ ଛୁରାମାଡ

ନୂଆପଡା: ବିଚ ରାସ୍ତାରେ ଦୁଇ ଯୁବତୀଙ୍କୁ ଛୁରାମାଡ । ଥରେ କି ଦୁଇ ଥର ନୁହେଁ ବାରମ୍ବାର ଛୁରାମାଡ କଲା ଯୁବକ । ଏଭଳି ଘଟଣା ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ବୋଡେନ୍ ବଜାର ରାସ୍ତାରେ । ଏକ ତରଫା ପ୍ରେମରେ ବିଫଳ ହେବା ପରେ ଯୁବକ ଜଣକ ଛୁରାମାଡ କରିଥିବା ଅଭିଯୋଗ ହୋଇଛି । ଛୁରାମାଡରେ…

ଗଣିତ ଖେଳ : ଆସ ଦେଖିବା ସଂଖ୍ୟା

ଗଣିତ କହିଲେ ସଂଖ୍ୟାର ଖେଳ । ସଂଖ୍ୟାକୁ ଚିହ୍ନିଲେ ହିଁ ଗଣିତକୁ ଭଲ କରି ବୁଝିହେବ । ସଂଖ୍ୟାକୁ ଦେଖିପାରିଲେ ଆମେ ଗଣିତ ସମୀକରଣକୁ ବି ଦେଖିପାରିବା । କଳାପଟା ରେ କି ଖାତାରେ ୧, ୨, ୩, ୪.... ଭଳି ପୂର୍ଣ ସଂଖ୍ୟା ଲେଖିଲା ବେଳେ ଆମେ ଏହାକୁ କେବଳ ଗୋଟିଏ ଚିହ୍ନ ଭାବରେ ଲେଖେ । ସଂଖ୍ୟାକୁ…

ଭାରତକୁ ଶତ୍ରୁ କବଳରୁ ରକ୍ଷା କରିବ ଏହି ଉପଗ୍ରହ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଚଳିତ ବର୍ଷର ପ୍ରଥମ ଉପଗ୍ରହକୁ ୭ ନଭେମ୍ବରରେ ଉତକ୍ଷେପଣ କରିବାକୁ ଯାଉଛି। ଇସ୍ରୋ ଏହି ଉପଗ୍ରହ ଶ୍ରୀହରିକୋଟାଙ୍କ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ନଭେମ୍ବର ୭ ରେ ଅପରାହ୍ନ ୩ଟା ସମୟରେ ଉତକ୍ଷେପଣ ହେବାର କାର୍ଯ୍ୟକ୍ରମ ରହିଛି।…

ମହାରାଷ୍ଟ୍ର ପରେ ଏବେ କେରଳରେ ପଶି ପାରିବନି CBI !

କେରଳ: ଏବେ କେରଳରେ ପଶି ପାରିବନି ସିବିଆଇ । ମହାରାଷ୍ଟ୍ର ସରକାରଙ୍କ ଭଳି ରାଜ୍ୟରେ ସିବିଆଇର ଅବାଧ ପ୍ରବେଶ ଉପରେ କେରଳ ସରକାର ରୋକ ଲଗାଇଛନ୍ତି। ପୂର୍ବରୁ ଥିବା ନିୟମ ଅନୁଯାୟୀ, ସିବିଆଇ ଯେ କୌଣସି ମାମଲାରେ କେରଳରେ ପଶି ତଦନ୍ତ କରିବାର କ୍ଷମତା ରଖିଥିଲା। ଏଥିପାଇଁ ରାଜ୍ୟ ସରକାର ଓ ସିବିଆଇ…

ଢେଙ୍କାନାଳରୁ ଉଦ୍ଧାର ହେଲା ୬ଫୁଟ ଲମ୍ବର ଅଜଗର

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ଆଲାସୁଅ ଅଞ୍ଚଳରୁ ଉଦ୍ଧାର ହୋଇଛି ଏକ ୬ଫୁଟ ଲମ୍ବର ଅଜଗର ସାପ। ସାପ ଖେଳ ଦେଖାଉଥିବା ସମୟରେ ଜଙ୍ଗଲ ଅଧିକାରୀମାନେ ଏହି ୬ ଫୁଟ ଲମ୍ବର ପାଇଥନକୁ ଉଦ୍ଧାର କରିବା ସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି। ସାପ ଖେଳ ହେଉଥିବା ଖବର ପାଇ ବିଭାଗୀୟ ବନ ଅଧିକାରୀ…

ପୁଣି ଯମୁନାକୁ ଫେରିଲା ବିଷାକ୍ତ ଫେଣ !

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ମାର୍ଚ୍ଚ ମାସରୁ ସାରା ଦେଶରେ ଲକଡାଉନ୍ ଆଦେଶ ଜାରି ହୋଇଥିଲା । ଦିଲ୍ଲୀର ଯମୁନା ନଦୀ ଅପ୍ରତ୍ୟଶିତ ଭାବେ ନିଜ ପୂର୍ବ ରୂପ ଫେରିପାଇଥିଲା । ହେଲେ ଯମୁନା ନଦୀର ଏହି ରୂପ ଯେ କ୍ଷଣସ୍ଥାୟୀ ତାହା ପୁଣିଥରେ ପ୍ରମାଣିତ ହୋଇଛି । ସରକାରଙ୍କ ଦ୍ୱାରା ଜାରି…

ଶ୍ରୀମନ୍ଦିର ବାଇଶି ପାହାଚର ସ୍ଥିିତି ଅନୁଧ୍ୟାନ କଲା ASI ଟିମ୍‌

ପୁରୀ: ଶ୍ରୀମନ୍ଦିର ବାଇଶି ପାହାଚର ମରାମତି ହେବ । ଏଥିପାଇଁ ଆଜି ପ୍ରତ୍ନତତ୍ତ୍ୱ ବିଭାଗ ତଥା ଏଏସ୍‌ଆଇର ୫ ଜଣିଆ ଟିମ୍ ଶ୍ରୀମନ୍ଦିର ଯାଇ ବାଇଶି ପାହାଚର ଅବସ୍ଥା ଓ ସ୍ଥିତି ଅନୁଧ୍ୟାନ କରିଛି । ଏଥିସହ ମହାଲକ୍ଷ୍ମୀ ମନ୍ଦିର ଭିତରର ମଧ୍ୟ ସ୍ଥିତି ଅନୁଧ୍ୟାନ କରିଛନ୍ତି ଏଏସ୍‌ଆଇ ଟିମ୍ ।…

ଭୂକମ୍ପର ଚାରିଦିନ ପରେ ଭଙ୍ଗା କୋଠା ତଳୁ ଉଦ୍ଧାର ହୋଇଛି ଏକ ଶିଶୁ କନ୍ୟା; ତୁର୍କୀ

ଇଜମିର: ତୁର୍କୀର ଉପକୂଳବର୍ତ୍ତୀ ସହର ଇଜମିରର ରିଲିଫ କର୍ମଚାରୀମାନେ ଶକ୍ତିଶାଳୀ ଭୂକମ୍ପ ହେବାର ଚାରି ଦିନ ପରେ ଆପାର୍ଟମେଣ୍ଟର ଅଳିଆ ଗଦାରୁ ଜଣେ ଶିଶୁ କନ୍ୟାକୁ ଉଦ୍ଧାର କରିଛନ୍ତି। ଆୟଦା ଗେଜଗିନ୍‌ ନାମକ ଏହି ଛୋଟ ଝିଅଟିକୁ ମଙ୍ଗଳବାର ଦିନ ଆମ୍ବୁଲାନ୍ସ ନିଆଯାଉଥିବାର ଦେଖିବାକୁ…

ଲ୍ୟାଣ୍ଡମାଇନ୍ ଉଦ୍ଧାର, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ମାଲକାନଗିରି: ମାଲକାନଗିରି ପୋଲିସ ଓ ବିଏସ୍‌ଏଫ୍ ଯବାନଙ୍କୁ ମିଳିଛି ବଡ ସଫଳତା । ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଗୋରାସେତୁ ଜଙ୍ଗଲରେ ଠାବ ହୋଇଛି ମାଓ କ୍ୟାମ୍ପ । କମ୍ୱିଂ ଅପରେଶନ୍‌ରେ ଗଲା ବେଳେ ମିଳିଲା ଲ୍ୟାଣ୍ଡମାଇନ୍‌। ଏଥିସହ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ସ୍ୱାଭିମାନ…

ଭୁବନେଶ୍ୱରରେ କମୁଛି ସଂକ୍ରମଣ, ବଢ଼ୁଛି ସୁସ୍ଥ ହାର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଧୀରେ ଧୀରେ ଖସୁଛି କରୋନା ଗ୍ରାଫ । କମୁଛି ସଂକ୍ରମଣ, ବଢ଼ୁଛି ସୁସ୍ଥ ହାର । ଗତ ୨୪ ଘଂଟାରେ ରାଜଧାନୀରେ ଶହେ ତଳେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱରରୁ ୭୫ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୧୪ ଜଣ ସଙ୍ଗରୋଧ କେନ୍ଦ୍ରର…