Latest Odisha News

BREAKING NEWS

Yearly Archives

2020

ଉଜାଗର ହେଲା ପଞ୍ଜାବ ଗୁରୁଦ୍ୱାର କୂଅରୁ ମିଳିଥିବା ୨୮୨ ସୈନିକଙ୍କ କଙ୍କାଳର ରହସ୍ୟ

ମୋହାଲୀ: ପଞ୍ଜାବର ଅଜନାଲା ଗୁରୁଦ୍ୱାର ସ୍ଥିତ ଏକ କୂଅରୁ ୨୮୨ ସୈନିକଙ୍କ କଙ୍କାଳ ମିଳିଥିଲା । ପ୍ରାରମ୍ଭିକ ଯାଂଚରେ ଏହି କଙ୍କାଳ ୧୯୪୭ ଦଙ୍ଗାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ବୋଲି ଦର୍ଶାଯାଇଥିଲା । ମାତ୍ର ଦୀର୍ଘ ଦିନ ପରୀକ୍ଷଣ ପରେ ଏବେ ଏହାର ରହସ୍ୟ ଉଜାଗର ହୋଇଛି । ଏହି ସବୁ…

ବ୍ୟକ୍ତି ଏକ, ବ୍ୟକ୍ତିତ୍ୱ ଅନେକ; ରାଜଗୋପାଳ ମିଶ୍ର !

ଭୁବନେଶ୍ୱର: ଆଉ ନାହାନ୍ତି ରାଜଗୋପାଳ ମିଶ୍ର । ଚଳଚ୍ଚିତ୍ର ନିର୍ଦ୍ଦେଶକ, ଅଭିନେତା, ଚିତ୍ରନାଟ୍ୟ ଲେଖକ ଓ ସଙ୍ଗୀତ ନିର୍ଦ୍ଦେଶକ ଭାବେ ସିନେ ଜଗତରେ ସେ ହାସଲ କରିଥିଲେ ଏକ ଅବର୍ଣ୍ଣନୀୟ ଉପାଧି । ଏହି ମହାନ ବ୍ୟକ୍ତିତ୍ୱ ୧୯୪୯ ମସିହା ଅକ୍ଟୋବର ୨୬, ବୁଧବାର ଦିନ ଜନ୍ମ ଗ୍ରହଣ କରିଥିଲେ । ବାପା…

ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କା; ସତର୍କତା ଜାରି କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ୟୁରୋପ ଓ ଅନ୍ୟ ପାଶ୍ଚାତ୍ୟ ଦେଶ ମାନଙ୍କରେ ପ୍ରଥମ ପର୍ଯ୍ୟାୟ କୋଭିଡ ସଂକ୍ରମଣ ପରେ ବର୍ତ୍ତମାନ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଚାଲିଛି । ଓଡିଶାରେ ଡିସେମ୍ବର ଦ୍ବିତୀୟ ସପ୍ତାହ ପରେ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କା ଥିବାରୁ ଆମକୁ ଏବେଠୁ ସତର୍କ ରହି କାର୍ଯ୍ୟ କରିବାକୁ ପଡିବ…

ପଠାନ ଫିଲ୍ମ ପାଇଁ ଜନ ଆବ୍ରାହମ ନେବେ ୨୦ କୋଟି!

ମୁମ୍ବାଇ: ଶାହାରୁଖ ଖାଁ ଅଭିନୀତ ପଠାନ ଫିଲ୍ମରେ ଖଳନାୟକ ଭୂମିକା ତୁଲାଇବା ପାଇଁ ଜନ ଆବ୍ରାହମ ୨୦ କୋଟି ଟଙ୍କା ଦାବୀ କରିଛନ୍ତି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ସିଦ୍ଧାର୍ଥ ଆନନ୍ଦଙ୍କ ହି ଫିଲ୍ମ ୟଶରାଶ ବ୍ୟାନରରେ ନିର୍ମିତ ହେଉଛି । ଜିରୋ ଫିଲ୍ମର ବିଫଳତା ପରେ ଶାହାରୁଖ ଏହି…

ପୁରୀରେ କୈବଲ୍ୟ ରଥର ଶୁଭାରମ୍ଭ

ପୁରୀ: ମୋ ଧାମ ମୋ ଗର୍ବ ଅଭିଯାନ ଅଧିନରେ ଆଉ ଏକ ପଦକ୍ଷେପ ଗ୍ରହଣ କରାଯାଇଛି । ବ୍ୟବହୃତ ଅବଡା କୁଡୁଆ, ବଳିଯାଇଥିବା ପ୍ରସାଦ ଓ ଫୁଲ, ଫଳ ଚୋପା, ଦ୍ବିପ, ଧୂପକାଠି ଭଳି ବ୍ୟବହୃତ ପୂଜା ସାମଗ୍ରୀ ଆଦି ସୁବ୍ୟବସ୍ଥିତ ଭାବେ ଘରୁ ସଂଗ୍ରହ କରିବା ନିମନ୍ତେ ସ୍ବତନ୍ତ୍ର ଗାଡି କୈବଲ୍ୟ ରଥର ଶୁଭାରମ୍ଭ…

ରାଜଧାନୀରେ ଅସ୍ଥାୟୀ ଦୋକାନରେ ଦୀପ ବିକ୍ରି ମନା

ଭୁବନେଶ୍ୱର: କରୋନା ସଙ୍କଟ ମଧ୍ୟରେ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବିଏମସି) ରାସ୍ତା କଡ଼ରେ ବସୁଥିବା ଅସ୍ଥାୟୀ ଦୋକାନ ଗୁଡିକରେ ଦୀପ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛି। କୋଭିଡ୧୯ ମହାମାରୀ ଯୋଗୁଁ ସମ୍ଭାବ୍ୟ କ୍ଷତିକାରକ ପରିଣାମକୁ ବିଚାର କରି ବାଣ କିଣିବା ଓ ଫଟାଇବାକୁ ଓଡିଶା…

ୱେଷ୍ଟଇଣ୍ଡିଜର ବିବାଦୀୟ କ୍ରିକେଟର ସାମୁଏଲ୍ସଙ୍କ ଅବସର ଘୋଷଣା

ଆଟିଂଗୁଆ:ୱେଷ୍ଟଇଣ୍ଡିଜର ବିବାଦୀୟ କ୍ରିକେଟର ମାର୍ଲନ ସାମୁଏଲ୍ସ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ବିବାଦ ସତ୍ୱେ ସାମୁଏଲ୍ସଙ୍କ ପ୍ରଦର୍ଶନ ବଳରେ ୱେଷ୍ଟଇଣ୍ଡିଜ ୨ଥର ଟି୨୦ ବିଶ୍ୱକପ ଜିତିବାର ଗୌରବ ଅର୍ଜନ କରିଛି । ୱେଷ୍ଟଇଣ୍ଡିଜ କ୍ରିକେଟ ମୁଖ୍ୟ ଗ୍ରେଭ ସାମୁଏଲ୍ସ ତାଙ୍କ…

‘ଶୀତ ଦିନ ପାଇଁ ସାବଧାନ’

ଭୁବନେଶ୍ୱର: ରାଜ୍ୟରେ ଏବେ କରୋନା ତଳମୁହାଁ ରହିଛି । ହେଲେ ରାଜ୍ୟରୁ କରୋନାର କୋପ କମିନି । ଅନ୍ୟ ଭୂତାଣୁ ଓ କରୋନା ଭାଇରସ ମଧ୍ୟରେ ଅନେକ ଫରକ ରହିଛି । ଆଗକୁ ଶୀତ ଆସୁଥିବାରୁ ସଜାଗ ରହିବା ଆବଶ୍ୟକ । ଶୀତ ଲାଗି କରୋନା ବ୍ୟାପିବା ଅଧିକ ସମ୍ଭାବନା ରହିଥିବା ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ…

ନଭେମ୍ବର ୨୦ରୁ ବିଧାନସଭା ଶୀତ ଅଧିବେଶନ

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୨୦ରୁ ବସିବ ବିଧାନସଭା ଶୀତ ଅଧିବେଶନ । ଏହା ନଭେମ୍ବର ୨୦ରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ । ବିଧାନସଭା ଶୀତ ଅଧିବେଶନର ପ୍ରଥମ ଦିନରେ ହିଁ ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଆଗତ ହେବ ବୋଲି କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଛି। ଚଳିତଥର…

ଆରପାରିରେ ପୂର୍ବତନ କ୍ରିକେଟ ଖେଳାଳି ଶାନ୍ତନୁ ଶତପଥୀ

ଭୁବନେଶ୍ୱର: ପରଲୋକରେ ପୂର୍ବତନ କ୍ରିକେଟ୍ ଖେଳାଳି ଶାନ୍ତନୁ କୁମାର ଶତପଥୀ। ୭୯ ବର୍ଷ ବୟସରେ ଗତକାଲି ତାଙ୍କର ଦେହାନ୍ତ ହୋଇଛି। ଶାନ୍ତନୁ ଜଣେ ପ୍ରସିଦ୍ଧ କ୍ରିକେଟର ଥିଲେ ଯିଏ ରଣଜୀ ଟ୍ରଫିରେ ଓଡିଶା, ଉତ୍ତରପ୍ରଦେଶ ଏବଂ ଆନ୍ଧ୍ର ଭଳି ତିନୋଟି ରାଜ୍ୟକୁ ପ୍ରତିନିଧିତ୍ୱ କରିଥିଲେ। ସେ…