Latest Odisha News

BREAKING NEWS

Yearly Archives

2020

ଚଳଚ୍ଚିତ୍ର ‘ଆରଆରଆର’କୁ ନେଇ ତେଜୁଛି ବିବାଦ; ପ୍ରେକ୍ଷାଳୟରେ ନିଆଁ ଲଗାଇଦେବାକୁ ନିର୍ଦ୍ଦେଶକ…

ନୂଆଦିଲ୍ଲୀ: ତେଲେଙ୍ଗାନା ବିଜେପି ମୁଖ୍ୟ ତଥା କରିମନଗରର ସାଂସଦ ସଞ୍ଜୟ କୁମାର ନିର୍ଦ୍ଦେଶକ ଏସ୍ଏସ୍‌  ରାଜାମୌଲିଙ୍କୁ ଧମକ ଦେଇଛନ୍ତି। ନିର୍ଦ୍ଦେଶକଙ୍କୁ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଆରଆରଆର' ପାଇଁ ଏହି ଧମକ ଦିଆଯାଇଛି। ଫିଲ୍ମର ଗୋଟିଏ ଦୃଶ୍ୟରେ ସେ ଆଦିବାସୀ ନେତା କୋମାରାମ ଭୀମଙ୍କ…

୩୬ ହଜାର ଲାଞ୍ଚ ନେଇ ଫସିଲେ ମହିଳା ଫରେଷ୍ଟ ଗାର୍ଡ

ସମ୍ବଲପୁର: ଜିଲ୍ଲାର ଜୁଜୁମରା ସ୍ଥିତ ସମ୍ବଲପୁର ସଦର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ବେହେରାଣୀ ବନ ସୁରକ୍ଷା ସମିତିର ସଦସ୍ୟ ସଚିବ ତଥା ଫରେଷ୍ଟ ଗାର୍ଡ ମଧୁସ୍ମିତା ମହାପାତ୍ର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ, ପର୍ଶୁରାମ ମିର୍ଧାଙ୍କ ଅଭିଯୋଗ…

ବିରାଟ୍ କୋହଲି ଓ ଗାଙ୍ଗୁଲିଙ୍କୁ କୋର୍ଟର ନୋଟିସ୍ !

ତାମିଲନାଡୁ: ଆଇପିଏଲ ମ୍ୟାଚ୍ ଦେଖୁଥିବାବେଳେ ଏକାଧିକ ବିଜ୍ଞାପନ ଟିଭି ପରଦାରେ ଆସିବା କିଛି ନୂଆ କଥା ନୁହେଁ । ବିଜ୍ଞାପନରେ କ୍ରିକେଟରଙ୍କଠାରୁ ଆରମ୍ଭ କରି ସିନେ ତାରକା ମଧ୍ୟ ନଜର ଆସିଥାନ୍ତି । ଏହି ତାଲିକାରେ ନିକଟରେ ଗାଙ୍ଗୁଲି ଓ ବିରାଟ କୋହଲିଙ୍କୁ ଏକ ଅନ୍‌ଲାଇନ୍ ସ୍ପୋର୍ଟସ୍…

ମ୍ୟାକଡୋନାଲ୍ଡର ଉତ୍ପାଦ କିଣିବାକୁ ଲୋକଙ୍କୁ ନିବେଦନ କଲା ବର୍ଗର୍‌ କିଙ୍ଗ୍‌

ନୂଆଦିଲ୍ଲୀ: ଯେଉଁ କ୍ଷେତ୍ର ହେଉନା କାହିଁକି, ବର୍ତ୍ତମାନ ସବୁ ‌କ୍ଷେତ୍ରରେ ପ୍ରତିଯୋଗିତା ଜୋର୍‌ ଧରିଛି। ତେବେ ନାମୀଦାମୀ କମ୍ପାନି ବର୍ଗର କିଙ୍ଗ୍‌ସ ଯେତେବେଳେ ଟ୍ୱିଟରରେ ମ୍ୟାକଡୋନାଲ୍ଡରୁ ବର୍ଗର କିଣିବା ପାଇଁ ଲୋକଙ୍କୁ ନିବେଦନ କଲା, ସେତେବେଳେ ଲୋକମାନଙ୍କ ମନରେ ଏହାକୁ ନେଇ ଦ୍ୱନ୍ଦ…

ଯନ୍ତ୍ରଣାରେ ଛଟପଟ ଶୈଶବ; ବଞ୍ଚିବାର ରାହା ଖୋଜୁଛି ୫ ବର୍ଷର ଶିଶୁ

ଯାଜପୁର: ହସିବା ଖେଳିବା ବୟସରେ ଶଯ୍ୟାଶାୟୀ ୫ ବର୍ଷର ଶିଶୁ। ବର୍ଷେ ତଳେ ଭାଙ୍ଗିଥିବା ଗୋଡ ଏବେ ନଷ୍ଟ ହେବାକୁ ବସିଛି। ଏଭଳି ଅବସ୍ଥାରେ ରୋଗ ଶଯ୍ୟାରେ ପଡ଼ି ବଞ୍ଚିବାର ରାହା ଖୋଜୁଛି ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଟାଙ୍ଗରସାହି ଗ୍ରାମର ସ୍ବର୍ଗତ ରାଜୀବ ବାଦ୍ରା ଙ୍କ ସାନପୁଅ ଜୱାର ବାଦ୍ରା।…

ଭୟଙ୍କର ଏୟାର ଷ୍ଟ୍ରାଇକ, ୫୦ ଆତଙ୍କବାଦୀ ସଫା

ପ୍ୟାରିସ: ଆତଙ୍କବାଦୀଙ୍କ ବିରୋଧରେ ଭୟଙ୍କର ଏୟାର ଷ୍ଟ୍ରାଇକ । ସଫା ହୋଇଗଲେ ୫୦ ଆତଙ୍କବାଦୀ । ଫ୍ରାନ୍ସର ବାୟୁସେନା ପକ୍ଷରୁ ହୋଇଥିବା ଏୟାର ଷ୍ଟ୍ରାଇକ୍‌ରେ ଅଲକାଏଦାର ୫୦ ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ଏହି ଏୟାର ଷ୍ଟ୍ରାଇକ୍‌ରେ ଫ୍ରାନ୍ସ ବାୟୁସେନା ମିରାଜ ଯୁଦ୍ଧ ବିମାନ ଓ…

ଯାଜପୁରରୁ ଜବତ ହେଲା ବିପୁଳ ପରିମାଣରେ ନକଲି ଗୁଣ୍ଡି

ଯାଜପୁର: ଯାଜପୁର ଜିଲ୍ଲା କୁଆଖିଆ ଥାନା ବଡବିରୁଆଁ ଛକ ନିକଟରୁ ବିପୁଳ ପରିମାଣର ନକଲି ଗୁଣ୍ଡି ଜବତ କରିଛି ପୋଲିସ। ଏକ କାର ଯୋଗେ ନକଲି ଗୁଣ୍ଡି ଚାଲାଣ ହେଉଥିବା ବେଳେ କାର ସମେତ ଏହି ନକଲି ଗୁଣ୍ଡି ଜବତ କରାଯାଇଛି । ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଗୁରଫ କରିଛି। ସୂଚନାମୁତାବକ ନକଲି…

ଭୋଟ ଦେବାକୁ ଯାଉଥିବା ବେଳେ ଚାଲିଗଲା ବୃଦ୍ଧାଙ୍କ ପ୍ରାଣ

ଭୁବନେଶ୍ୱର: ଜଗତସିଂହପୁର ଜିଲ୍ଲା ତ୍ରିତୋଲରେ ଚାଲିଛି ଉପନିର୍ବାନ । ତେବେ ନିଜର ମତଦାନ ସାବ୍ୟସ୍ତ କରିବାକୁ ବୁଥକୁ ଆସୁଥୁବାବେଳେ ଜଣେ ବୃଦ୍ଧା ମହିଳା ତଳେ ପଡ଼ିଯାଇଥିଲେ ଏବଂ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ।…

କଙ୍ଗନା ଓ ରଙ୍ଗୋଲିଙ୍କୁ ମୁମ୍ବାଇ ପୋଲିସର ଡାକରା

ମୁମ୍ବାଇ: ବଲଉଡର କୁଇନ୍ କଙ୍ଗନା ରଣୌତଙ୍କୁ ପୁଣି ସମନ୍ । ତାଙ୍କୁ ଏବଂ ତାଙ୍କୁ ଭଉଣୀ ରଙ୍ଗୋଲି ଚନ୍ଦେଲଙ୍କୁ ମୁମ୍ବାଇ ପୋଳିସ ସମନ କରିଛି । ସୋସିଆଲ ମିଡିଆରେ କିଛି ଦିନ ତଳେ ବିବାଦୀୟ ବୟାନ ଦେବା ଘଟଣାରେ ମୁମ୍ବାଇ ପୋଲିସ ଏକ ମାମଲା ରୁଜୁ କରିଥିଲା । ଏହି ମାମଲାରେ ପଚରାଉଚରା ପାଇଁ ୨…

ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପାଇଁ ହିନ୍ଦୁ ସେନାର ସ୍ୱତନ୍ତ୍ର ପୂଜାର୍ଚ୍ଚନା !

ନୂଆଦିଲ୍ଲୀ: ଆଉ କିଛି ଘଣ୍ଟା ପରେ ଘୋଷଣା ହେବ ଆମେରିକା ରାଷ୍ଟ୍ରପତି ନିର୍ବାଚନର ଫଳାଫଳ । କିଏ ଜିତିବ, କିଏ ହାରିବ । ଏ ନେଇ ବିଭିନ୍ନ ଆକଳନ ଚାଲିଥିବାବେଳେ ଡୋନାଲ୍ଡ ଟ୍ରମ୍ପଙ୍କ ସ୍ଥିତି ସନ୍ତୁଳିତ ରହିଛି । ତେବେ ନିର୍ବାଚନରେ ଯେପରି ତାଙ୍କର ବିଜୟ ହେଉ ସେ ନେଇ ଦିଲ୍ଲୀରେ ତାଙ୍କ ସମର୍ଥକ…