Latest Odisha News

BREAKING NEWS

Yearly Archives

2020

୨୦୫୦ ସୁଦ୍ଧା ଭାରତର ୩୦ ସହରରେ ଦେଖାଦେବ ଜଳ ସଙ୍କଟ

ନୂଆଦିଲ୍ଲୀ: ଆଗାମୀ କିଛି ଦଶନ୍ଧି ବେଳକୁ ଭାରତର ୩୦ ସହରରେ ଜଳ ସଙ୍କଟ ଦେଖାଯିବ ବୋଲି ୱାଲ୍ଡ ୱାଇଡ୍ ଫଣ୍ଡ ଫର୍ ନେଚର (ଡବ୍ଲ୍ୟୁଡବ୍ଲ୍ୟୁଏଫ)ର ଏକ ରିପୋର୍ଟରୁ ସୂଚନା ମିଳିଛି । ଡବ୍ଲ୍ୟୁଡବ୍ଲ୍ୟୁଏଫ ୱାଟର୍ ରିସ୍କ ଫିଲ୍ଟର ରିପୋର୍ଟ ଅନୁଯାୟୀ, ଜୟପୁର, ଇନ୍ଦୋର, ଅମୃତସର, ପୁଣେ, ଶ୍ରୀନଗର,…

ବାଘ ମୁହଁରେ ଚାଷୀ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’… ଚାଷୀକୁ ତାର ଉତ୍ପାଦ ବିକ୍ରି କରିବା ପାଇଁ ଖୋଲା ବଜାରରେ ଛାଡ଼ି ଦେବା ଦ୍ୱାରା ହିଁ ଚାଷୀର ମଙ୍ଗଳ ହୋଇପାରିବ ବୋଲି ମୋଦି ସରକାର ସଂପ୍ରତି ଆଣିଥିବା କୃଷି ଅଧ୍ୟାଦେଶରେ କହିଛନ୍ତି । ଯଦିଓ ସାରା ଦେଶରେ ଏହି ଅଧ୍ୟାଦେଶର ବିରୋଧ…

ବାଣ ବଜାର ନ ଖୋଲିବାକୁ ଆହ୍ୱାନ

ବ୍ରହ୍ମପୁର:କରୋନା ଭିତରେ ବାଣ ବଜାର ନ ଖୋଲିବାକୁ ଆହ୍ୱନ । ଗ୍ରୀନ୍ ଓ କୋଭିଡ ମୁକ୍ତ ଦୀପାବଳି ପାଇଁ ଗଂଜାମ ଜିଲ୍ଲାପାଳ ଆହ୍ୱାନ କରିଛନ୍ତି । ଏଥିସହ ବାଣ ମାର୍କେଟ ନ ଖୋଲିବାକୁ ସେ ନିବେଦନ କରିଛନ୍ତି । ସେ କହିଛନ୍ତି, ପ୍ରଥମେ ବାଣ ମାର୍କେଟ ଖୋଲିବା ନେଇ ଯେଉଁ ଗାଇଡଲାଇନ୍ ରହିଛି ତାହା…

ଭୋଟ ବର୍ଜନ କଲେ ଗ୍ରାମବାସୀ

ତିର୍ତ୍ତୋଲ: ବାଲେଶ୍ୱର-ତିର୍ତ୍ତୋଲ ଉପନିର୍ବାଚନ ପାଇଁ ମତଦାନ ଚାଲିଥିବା ବେଳେ ଭୋଟ ବର୍ଜନ କରିଛନ୍ତି ୫ଟି ୱାର୍ଡର ଭୋଟର । ଏହି ଅଭିଯୋଗ ଆସିଛି ତିର୍ତ୍ତୋଲରୁ । ରାସ୍ତା ନାହିଁ ତ ଭୋଟ ନାହିଁ । ଏଭଳି ରୋକଠୋକ ଶୁଣାଇଛନ୍ତି ଗ୍ରାମବାସୀ । କଟରା ପଂଚାୟତର ବେଗୁନିଆ ଗାଁର ୫ଟି ୱାର୍ଡ଼…

ମରିବା ପୂର୍ବରୁ ନିଶ୍ଚୟ ଦେଖିବାକୁ ଥିବା ୧୦୦୧ଟି ସିନେମା ତାଲିକାରେ ନଥିବା ଆମର ସିନେମା

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ମୁଁ ଜୀବନରେ ଆଜି ଯାଏଁ କେତୋଟି ସିନେମା ଦେଖିଥିବି? ହଜାରେ କି ଦଶ ହଜାର କି ଆହୁରି ଅଧିକ। ମୁଁ ହାଇସ୍କୁଲ ପଢିଲା ବେଳୁ ସିନେମା ଦେଖି ଆସୁଛି ଓ ଗୋଟେ ସମୟରେ ଆମ ପାଇଁ ସିନେମା ଦେଖିବା ସବୁଠୁ ବଡ ବିଳାସର ଅଂଶ ବିଶେଷ ଥିଲା। ସିନେମା ପାଇଁ…

ପାତାଳ ଗରୁଡ଼ ଗଛର ବିଶେଷତ୍ୱ, ଜାଣନ୍ତୁ

ଭୁବନେଶ୍ୱର: କାହିଁ କେତେ ଯୁଗରୁ ଯେ ଆଜି ପର୍ଯ୍ୟନ୍ତ ସର୍ପଗନ୍ଧା (ପାତାଳଗରୁଡ) ଏହାର ବହୁମୂଖୀ ପ୍ରଭାବଶାଳୀ ଔଷଧୀୟ ବିଶେଷତ୍ଵ ଯୋଗୁଁ କେତେକ ଅତି ଜଟିଳ ରୋଗର ଚିକିତ୍ସା କ୍ଷେତ୍ରରେ ବ୍ୟବହୃତ ହୋଇଆସୁଛି  । ମୁଖ୍ୟତଃ ଉଚ୍ଚ ରକ୍ତଚାପ, ଅନିଦ୍ରା ରୋଗ ଏବଂ ଅନେକ ମାନସିକ ରୋଗର ଚିକିତ୍ସା…

ବଟନରେ ଦେବୀଙ୍କ କଳାକୃତି ତିଆରି କରି ଜାତୀୟ ରେକର୍ଡ ସୃଷ୍ଟି କଲେ ସତ୍ୟ

ବ୍ରହ୍ମପୁର: କାଠ, ଚକ, ସାବୁନ ଏବଂ ବାଲିରେ ଛୋଟ ଛୋଟ କଳାକୃତି ତିଆରି କରି ୩୦ ଟି ଆନ୍ତର୍ଜାତୀୟ ତଥା ଜାତୀୟ ରେକର୍ଡ ସ୍ଥାପନ କରିଥିବା ବ୍ରହ୍ମପୁରର ୩୬ ବର୍ଷିୟ ସତ୍ୟ ମହାରଣା ଆଉ ଏକ ସଫଳତା ହାସଲ କରିଛନ୍ତି। ବିଭିନ୍ନ ରଙ୍ଗୀନ ବଟନକୁ ବ୍ୟବହାର କରି ଗଞ୍ଜାମର ସୋରଡାର ଦେବୀ କାନ୍ଧୁନି…

‘ଲୋକସଭା ଓ ରାଜ୍ୟସଭା ମିଶିଲେ ବି କଂଗ୍ରେସରେ ନାହାନ୍ତି ୧୦୦ ସାଂସଦ’

ପାଟନା: ବିହାରରେ ଜାରି ରହିଛି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ଗୋଟିଏ ପଟେ ନିର୍ବାଚନ ଚାଲିଥିବା ବେଳେ ଅନ୍ୟପଟେ ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣକୁ ନେଇ ଚାଲିଛି ଜୋରଦାର ପ୍ରଚାର । ବିଭିନ୍ନ ରାଜନୈତିକ ଦଳ ପ୍ରଚାର ମଇଦାନରେ ବ୍ୟସ୍ତ ଅଛନ୍ତି । ଏହାରି ଭିତରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

‘ଡେସ୍ପାସିଟୋ’କୁ ପଛରେ ପକାଇଲା ନର୍ସରୀ ରାଇମ୍ସ “ବେବି ସାର୍କ” !

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ୟୁଟ୍ୟୁବ୍‌ରେ ନୂଆ ମାଇଲଖୁଣ୍ଟ ସ୍ଥାପନ କଲା ନର୍ସରୀ ରାଇମ୍ସ ବେବି ସାର୍କ । ଦକ୍ଷିଣ କୋରିଆ କମ୍ପାନୀ ପିଙ୍କଫୋଙ୍ଗ ଦ୍ୱାରା ରେକର୍ଡ କରାଯାଇଥିବା ଏହି ଗୀତଟି ୟୁଟ୍ୟୁବରେ ସବୁଠୁ ଅଧିକ ଦେଖାଯାଇଥିବା ଭିଡିଓ ଭାବେ ରେକର୍ଡ କରିଛି । ତାଜା ସ୍ଥିତିରେ…

ସୁଶାନ୍ତ ସିଂଙ୍କ ଦୁଇ ଭଉଣୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲା ମୁମ୍ବାଇ ପୋଲିସ

ମୁମ୍ବାଇ: ଏବେ ବି ରହସ୍ୟ ହୋଇ ରହିଛି ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ । ସୁଶାନ୍ତଙ୍କ ମୃତ୍ୟୁ ନେଇ ଏନ୍‌ସିବି ତଦନ୍ତ ଜାରି ରଖିଛି । ତେବେ ଏହାରି ଭିତରେ ମୁମ୍ବାଇ ପୋଲିସ ସୁଶାନ୍ତଙ୍କ ଦୁଇ ଭଉଣୀଙ୍କ ବିରୋଧରେ ଆଣିଛି ସଙ୍ଗୀନ ଅଭିଯୋଗ । ମୁମ୍ବାଇ ପୋଲିସ ବମ୍ବେ…