Latest Odisha News

BREAKING NEWS

Yearly Archives

2020

ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚରେ ଅମ୍ପାୟରିଙ୍ଗ୍ କରିବାର ବିଶ୍ବ ରେକର୍ଡ କଲେ ଅଲିମ୍ ଦର

ନୂଆଦିଲ୍ଲୀ:ପାକିସ୍ତାନୀ ଅମ୍ପାୟର ଅଲିମ ଦର ସର୍ବାଧକ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚରେ ଅମ୍ପାୟରିଙ୍ଗ୍ କରିବାର ବିଶ୍ବ ରେକର୍ଡ ନିଜ ନାମରେ କରିଛନ୍ତି । ୫୨ ବର୍ଷୀୟ ଦର ୨୧୦ଟି ମ୍ୟାଚର ଅମ୍ପାୟର କାର‌୍ୟ୍ୟ ତୁଲାଇଛନ୍ତି । ତାଙ୍କ ପଛକୂୁ ଦ୍ବିତୀୟ ସ୍ଥାନରେ ରୁଡି କର୍ଟଜନ ଅଛନ୍ତି । ଯିଏକି…

ଓଡିଶା ଇନଫ୍ରାଟେକର ନିର୍ଦ୍ଦେଶକ ଗିରଫ

ଭୁବନେଶ୍ୱର: କ୍ରାଇମ୍ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ରବିବାର ଦିନ ଜମି କେଳେଙ୍କାରୀ ଅଭିଯୋଗରେ ଓଡିଶା ଇନଫ୍ରାଟେକ୍ ପ୍ରା. ଲି.ର ନିର୍ଦ୍ଦେଶକ ମନୋରଞ୍ଜନ ଷଡଙ୍ଗୀଙ୍କୁ ଗିରଫ କରିଛି । ଯାହାଙ୍କୁ ପରବର୍ତ୍ତୀ ସମୟରେ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ଇଓଡବ୍ଲ୍ୟୁର…

କାହିଁକି ଦୁବାଇ ଧାଇଁଲେ ତାପସୀ ପନ୍ନୁ ?

ମୁମ୍ବାଇ: ବେଶ କିଛିଦିନ ଧରି ମାଲ୍‌ଡିଭ୍‌ସରେ ଥିଲେ ତାପସୀ ପନ୍ନୁ । ଖାସ୍ ଛୁଟିଦିନ ମନାଇବା ପାଇଁ । ହେଲେ ଏବେ ଫୁଲ୍ ସ୍ପିଡ୍‌ରେ ନିଜ କାମରେ ମନ ବଳାଇଛନ୍ତି । ଶନିବାର ଫିଲ୍ମ ହସୀନ୍ ଦିଲ୍‌ରୁବାର ସୁଟିଂ ସାରିବା ପରେ ଏବେ ଦୁବାଇରେ ଡେରା ପକାଇଛନ୍ତି । କାହିଁକି ନା ଆରମ୍ଭ ହୋଇସାରିଛି…

ପ୍ଲେ ଅଫ ରେସରୁ ବାଦ୍ ପଡିଲା ପଞ୍ଜାବ

ଆବୁଧାବି: ଇଣ୍ଡିଆନ ପ୍ରିମିୟର ଲିଗ୍ ଚଳିତ ସଂସ୍କରଣରେ ଚେନ୍ନାଇ ସୁପର କିଙ୍ଗ୍‌ସ ପ୍ଲେଅଫକୁ ଯାଇପାରି ନାହିଁ । ତେବେ ରବିବାର ଚେନ୍ନାଇ ୯ ଉଇକେଟରେ କିଙ୍ଗ୍‌ସ ଏକାଦଶ ପଞ୍ଜାବକୁ ହରାଇ ଦେଇଛି । ଫଳରେ ପଞ୍ଜାବ ପ୍ଲେ ଅଫ ଦୌଡରୁ ବାଦ୍ ପଡିଛି । ଏହି ମ୍ୟାଚ୍‌ରେ ଚେନ୍ନାଇ ଟିମ୍ ଟସ୍ ଜିଣି…

“RRR” ନିର୍ଦ୍ଦେଶକ ରାଜାମୌଲୀଙ୍କୁ ଖୋଲା ଧମକ ଦେଲେ ସାଂସଦ !

ତେଲେଙ୍ଗାନା: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଜଣକ ପରେ ଜଣେ ଫିଲ୍ମ ନିର୍ଦ୍ଦେଶକଙ୍କୁ ମିଳୁଛି ଖୋଲା ଧମକ । କିଛିଦିନ ପୂର୍ବରୁ ବାୟୋପିକ ୮୦୦କୁ ନିର୍ମାଣ ନେଇ ନିର୍ଦ୍ଦେଶକ ସିନୁ ରାମାସ୍ୱାମୀଙ୍କୁ ମିଳିଥିଲା ଖୋଲା ଧମକ । ଆଉ ଏବେ "RRR" ଫିଲ୍ମର ନିର୍ଦ୍ଦେଶକ ତଥା ବାହୁବଲି ଫେମ୍ ଏସ୍‌.ଏସ୍…

‘ମୋ ଧାମ ମୋ ଗର୍ବ’ ଅଭିଯାନର ଲୋଗୋ ଓ ଟ୍ୟାଗଲାଇନ ଉନ୍ମୋଚିତ

ପୁରୀ: ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସହରର ସ୍ୱଚ୍ଛତା ପାଇଁ ଆରମ୍ଭ କରାଯାଇଥିବା "ମୋ ଧାମ ମୋ ଗର୍ବ" ଅଭିଯାନର ଲୋଗୋ ଓ ଟ୍ୟାଗଲାଇନ ଉନ୍ମୋଚିତ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ଉନ୍ମୋଚିତ ହୋଇଛି। ଲୋକାର୍ପଣ ଉତ୍ସବରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ଜିଲ୍ଲାପାଳ ବଲୱନ୍ତ ସିଂ,…

[ଭିଡିଓ] ଦ୍ୱନ୍ଦ ଦୂର କଲେ ଧୋନୀ, ଜାରି ରହିବ ଖେଳ !

ଦୁବାଇ: ଚଳିତ ବର୍ଷ ଆଇପିଏଲ୍‌ରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ନେଇ ସବୁଠୁ ଅଧିକ ଚର୍ଚ୍ଚା ଓ ଝଡ ଉଠିଛି । ଖରାପ ଫର୍ମ, ଲଗାତାର ମ୍ୟାଚରେ ପରାଜୟ, ଦଳରେ ଯୁବ ଖେଳାଳିଙ୍କ ଅଭାବ, ବରିଷ୍ଠ ଖେଳାଳି ମ୍ୟାଚ ଜିତିଇବାରେ ଅସଫଳ ଓ ଶେଷରେ ପ୍ଲେ-ଅଫ୍‌ରୁ ବାଦ୍…

୨୪ ଘଣ୍ଟାରେ ଭୁବନେଶ୍ୱରରେ ୮୧ ନୂଆ ପଜିଟିଭ; ୨୨୬ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୮୧ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୧୯ ଜଣ ହୋମ୍…

ସାଇକେଲ ଚଳାଉଥିବା ବେଳେ ମାଡ଼ିଗଲା ଭ୍ୟାନ; ପ୍ରାଣ ହରାଇଲେ ଯୁବ ବ୍ୟବସାୟୀ

କଟକ: କଟକ ଉପକଣ୍ଠରେ ରବିବାର ଦିନ ସକାଳେ ଜଣେ ୩୧ ବର୍ଷିୟ ବ୍ୟବସାୟୀଙ୍କ ଉପରେ ଏଜ ଦୁଗ୍ଧ ଭ୍ୟାନ୍ ଚଢି ଯାଇଥିଲା। ସୂଚନାନୁସାରେ, ଦୁର୍ଘଟଣା ଘଟଣା ସମୟରେ ପୀୟୁଷ ଅଗ୍ରୱାଲ ଜଣେ ବନ୍ଧୁଙ୍କ ସହ ସାଇକେଲ ଚଳାଉଥିଲେ। ତାଙ୍କୁ ତୁରନ୍ତ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା, କିନ୍ତୁ…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ନିର୍ମାଣଧୀନ ଅଯୋଧ୍ୟା ମନ୍ଦିରର ଫଟୋ, ସତ ନା ମିଛ ?

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଘୁରିବୁଲୁଛି ନିର୍ମାଣଧୀନ ଅଯୋଧ୍ୟା ରାମ ମନ୍ଦିରର ପ୍ରଥମ ଫଟୋ । ଏ ନେଇ ଖାସ କରି ଦୁଇଟି ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ଅନେକ ଲୋକ ଏହି ଫଟୋର ସତ୍ୟତାକୁ ନେଇ ଅଙ୍ଗୁଳି ଉଠାଇବା ପରେ ଶେଷରେ ଟିମ୍ ଭାଇରାଲ୍ ପୋଷ୍ଟମୋର୍ଟମ ଆରମ୍ଭ କରିଥିଲା ଏହାର…