Latest Odisha News

BREAKING NEWS

Yearly Archives

2020

୪୦ ଘଣ୍ଟା ଜଳିପାରୁଛି ମାଟିରୁ ପ୍ରସ୍ତୁତ ଦୀପ

ନୂଆଦିଲ୍ଲୀ: ପାର୍ବଣ ଋତୁର ମଉଜ ଆରମ୍ଭ ହୋଇଯାଇଥିବା ବେଳେ ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି। ଦୀପାବଳି ପାଇଁ ସାରା ଦେଶରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ସମୟରେ ଛତିଶଗଡର କୋଣ୍ଡାଗାଁଓ ନିବାସୀ ଅଶୋକ ଚକ୍ରଧାରୀ ଏକ ମାଟି ଦୀପ ତିଆରି କରିଛନ୍ତି ଯାହା ଅ‌ାକର୍ଷଣର କେନ୍ଦ୍ର ପାଲଟିଛି।…

ହିଜବୁଲ ମୁଜାହିଦ୍ଦିନ ମୁଖ୍ୟ କମାଣ୍ଡର ସୈଫୁଲ୍ଲା ସଫା, ୭୨ ଘଂଟାରେ ଫୈସଲା ଅନ ଦି ସ୍ପଟ

ଶ୍ରୀନଗର:ଜମ୍ମୁ-କଶ୍ମୀର ପୋଲିସ ଏବଂ ସୁରକ୍ଷା ବାହିନୀଙ୍କୁ ଆଜି ବହୁତ ବଡ ସଫଳତା ମିଳିଛି । ବିଜେପି ନେତାଙ୍କ ହତ୍ୟାରେ ସାମିଲ ଥିବା ହିଜୁବୁଲ ମୁଜାହିଦ୍ଦିନ ମୁଖ୍ୟ କମାଣ୍ଡର ସୈଫୁଲ୍ଲା ପୋଲିସ ଗୁଳିରେ ଟଳିଛନ୍ତି । ମାତ୍ର ୭୨ ଘଂଟା ମଧ୍ୟରେ ଆତଙ୍କବାଦୀଙ୍କ ବିରୋଧରେ ଫୈସଲା ଅନ ଦି ସ୍ପଟ…

କିମସରେ ଖୋଲିଲା ପୋଷ୍ଟ କୋଭିଡ୍ କେୟାର ସ୍ପେସିଆଲିଟି କ୍ଲିନିକ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ କିମସରେ ପୋଷ୍ଟ କୋଭିଡ୍ କେୟାର ସ୍ପେସିଆଲିଟି କ୍ଲିନିକ ଖୋଲାଯାଇଛି। ସୂଚନା ଅନୁଯାୟୀ କରୋନା ସମୟରେ କିମସ ଦ୍ଵାରା ପରିଚାଳିତ ଓଡିଶା କୋଭିଡ ହସ୍ପିଟାଲରେ ପାଖାପାଖି ୬ ହଜାର କରୋନା ଆକ୍ରାନ୍ତ ରୋଗୀ ଚିକିତ୍ସିତ ହୋଇ ସାରିଥିବା ବେଳେ ସେମାନଙ୍କ ମଧ୍ୟରୁ…

‘ଆଲ୍ଲାଦିନ କା ଚିରାଗ’ ନାଁରେ ୩୧ଲକ୍ଷ ଲୁଟିନେଲେ

ମିରଟ: ଆଲ୍ଲାଦିନ୍‌ର ଚିରାଗ । ଦାମ ହେଉଛି ଦେଢ କୋଟି ଟଙ୍କା । ଚିରାଗ ଭିତରୁ ଜିନ୍ ବାହାରିବ ଆଉ ଯାହା ମାଗିବେ ତାହା ଆଖି ପିଛୁଳାକେ ପୂରଣ ହୋଇଯିବ । ଉତ୍ତର ପ୍ରଦେଶର ମିରଟରେ ଜଣେ ଡାକ୍ତରଙ୍କୁ ଏଭଳି କହି ଲୁଟିନେଇଛନ୍ତି ଦୁର୍ବୃତ୍ତ । ଲୁଟେରାଙ୍କ କଥାରେ ଡାକ୍ତର ଏମିତି ବିଶ୍ୱାସ…

ଶେଫିଲ୍ଡ ଶିଲ୍ଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ: ୩୦ ବର୍ଷ ତଳର ରେକର୍ଡ ଭାଙ୍ଗିଲେ ପୁକୋଭସ୍କି-ମାର୍କସ୍ ହାରିସ୍

ସିଡନୀ: ଅଷ୍ଟ୍ରେଲିଆରେ ଚାଲିଥିବା ଘରୋଇ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଶେଫିଲ୍ଡ ଶିଲ୍ଡରେ ୩୦ ବର୍ଷ ତଳର ରେକର୍ଡ ଭାଙ୍ଗିଛି । ସାଉଥ୍ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଭିକ୍ଟୋରିଆର ଦୁଇ ଓପ୍ନର ୱିଲ୍ ପୁକୋଭସ୍କି ଓ ମାର୍କସ୍ ହାରିସ୍ ନୂତନ କୀର୍ତିମାନ କରିଛନ୍ତି । ଦୁହେଁ ପ୍ରଥମ ୱିକେଟ୍ ପାଇଁ…

ଖାସ୍ ପର୍ବ ପାଇଁ ବଜାରକୁ ଆସଲା ସୁନାରେ ପ୍ରସ୍ତୁତ ମିଠା !

ଗୁଜରାଟ: ବଜାରକୁ ଆସିଲା ସୁନାରେ ପ୍ରସ୍ତୁତ ମିଠା । ନାଁ ରହିଛି ଗୋଲ୍ଡ ଘାରି । ତେବେ ଖାଲି ନାଁ ନୁହେଁ ବରଂ ଏହି ମିଠାରେ ବି ରହିଛି ସୁନାର ଆବରଣ । ଏହି ମିଠା ଖାଇବାକୁ ହେଲେ ଆପଣଙ୍କୁ ସୁରଟ୍ ଯିବାକୁ ପଡିବ । ଏପରି ମିଠା ପ୍ରସ୍ତୁତ କରି ସୁରଟର ଏକ ମିଠା ଦୋକାନ ଚର୍ଚ୍ଚାକୁ ଆସିଛି ।…

ସୁଧୁରୁଛି ଅର୍ଥନୀତି; ଅକ୍ଟୋବରରେ ୧ଲକ୍ଷ କୋଟିରୁ ଅଧିକ ଜିଏସ୍‌ଟି ସଂଗ୍ରହ

ନୂଆଦିଲ୍ଲୀ: ଦୀର୍ଘ ଆଠ ମାସ ଧରି ଚାଲିଥିବା କରୋନାର ପ୍ରକୋପ ଭାରତୀୟ ଅର୍ଥନୀତିକୁ ଅଧିକ ପ୍ରଭାବିତ କରିଛି। କିନ୍ତୁ ବର୍ତ୍ତମାନ ଧୀରେ ଧୀରେ ପରିସ୍ଥିତି ସୁଧୁରିବା ଆରମ୍ଭ କରିଛି ଏବଂ ଦେଶର ଅର୍ଥନୀତି ପୁଣିଥରେ ଫେରି ଆସୁଛି। ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ,…

କନ୍ନଡ ଜାଣିନଥିଲେ ମିଳିବନି ଚାକିରି !

ବେଙ୍ଗଳୁରୁ: ଏଣିକି ରାଜ୍ୟ ସରକାରଙ୍କ ଚାକିରି କରିବାକୁ ହେଲେ ରାଜ୍ୟର ସ୍ଥାନୀୟ ଭାଷା ଜାଣିବା ଜରୁରୀ । ଆଂଚଳିକ ଭାଷା ଜାଣିନଥିଲେ ମିଳିବନି ଚାକିରି । ଶିକ୍ଷାନୁଷ୍ଠାନରେ ପାଠ ପଢିବାକୁ ସୁଯୋଗ ବି ମିଳିବା ସମ୍ଭାବନା ନାହିଁ । ଚାକିରି ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ଏଭଳି ପରୀକ୍ଷା କରିବାକୁ…

ନାବାଳିକା ଗଣଦୁଷ୍କର୍ମ ମାମଲା: ତଦନ୍ତ ବିଳମ୍ବ ହେଉଛି କାହିଁକି, ରିପୋର୍ଟ ମାଗିବେ ଶିଶୁ ସୁରକ୍ଷା ଆୟୋଗ

ଭୁବନେଶ୍ୱର: ରାଜଧାନୀର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ଡିସିପି ଦେଇଥିବା ରିପୋର୍ଟ ଅନୁସାରେ କ୍ରାଇମବ୍ରାଂଚ ତଦନ୍ତ କରୁଛି । ଖୁବଶୀଘ୍ର କ୍ରାଇମବ୍ରାଂଚକୁ ତଦନ୍ତ ରିପୋର୍ଟ ମଗାଯିବ । ତେବେ ତଦନ୍ତ କାହିଁକି ବିଳମ୍ବ ହେଉଛି ସେନେଇ କ୍ରାଇମବ୍ରାଂଚକୁ ରିପୋର୍ଟ ମଗାଯିବ ବୋଲି ରାଜ୍ୟ…

କବିତା : ଶାପଗ୍ରସ୍ତ ଈଶ୍ୱର

ଜ୍ଞାନେନ୍ଦ୍ର କୁମାର ପଣ୍ଡା ଆଗେ ଥିଲେ ଏଇ ମାଟିରେ ଖାଲି ହଜାର ହଜାର ଈଶ୍ବର ସେମାନେ ଅହର୍ନିଶ ଗଢୁଥିଲେ ସୂର୍ଯ୍ୟ, ଚନ୍ଦ୍ର, ପର୍ବତ, ଝରଣା, ସ୍ଥାବର ବୃକ୍ଷ, ଫୁଲ ଓ ଫଳ କେତେ କିସମର । ତା' ପରେ ଈଶ୍ୱର ଗଢିଲେ ମୋତେ ନିଜ କାୟାର ଗୋଟିଏ ଅଣୁରେ, ତୁମକୁ ଗଢିଲେ ସିଏ…