Latest Odisha News

BREAKING NEWS

Yearly Archives

2020

ଦେବାଶିଷ ମହାନ୍ତି ହେଲେ ଭାରତୀୟ କ୍ରିକେଟ ଟିମ୍ ଚୟନ କମିଟି ସଦସ୍ୟ

ଭାରତୀୟ ସିନିୟର କ୍ରିକେଟ ଟିମ୍‌ର ଚୟନ କମିଟିର ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି ଓଡିଶାର ପୂର୍ବତନ କ୍ରିକେଟର ଦେବାଶିଷ ମହାନ୍ତି । ଦେବାଶିଷ ମହାନ୍ତିଙ୍କ ନାଁକୁ ସିଏସି ବିସିସିଆଇକୁ ସୁପାରିଶ କରିଥିଲା । ଦେବାଶିଷଙ୍କ ସହିତ ଚେତନ ଶର୍ମା, ଅବେ କୁରୁଭିଲ୍ଲା ମଧ୍ୟ ଚୟନ କମିଟିର ନୂଆ ସଦସ୍ୟ…

ଓଡ଼ିଶାରୁ ସୁସ୍ଥ ହେଲେ ଆଉ ୩୨୪ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରୁ ଦିନକରେ ପ୍ରାୟ ୩୨୪ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। https://twitter.com/HFWOdisha/status/1342124292306132994?s=19 ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।…

ସୁନ୍ଦରଗଡ଼ରେ ପୁଷ୍ଟିଶସ୍ୟ ଖାଦ୍ୟ ଉତ୍ସବ ଆୟୋଜିତ, ମା‌ଣ୍ଡିଆ ଖାଦ୍ୟରେ ମହକିଲା ପରିସର

ସୁନ୍ଦରଗଡ଼: ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ପକ୍ଷରୁ ବାଲିଶଙ୍କରା ବ୍ଲକ ପରିସରରେ ଗୁରୁବାର ଦିନ ଆୟୋଜିତ ହୋଇଯାଇଛି ‘ପୁଷ୍ଟିଶସ୍ୟ ଖାଦ୍ୟ ଉତ୍ସବ’। ଏହି ଉତ୍ସବକୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଲକ୍ଷ୍ମୀ ନାରାୟଣ ଦାଶ ଉଦଘାଟନ କରିଛନ୍ତି। ମାଣ୍ଡିଆରୁ ତିଆରି ହେଉଛି ଭଳିକି ଭଳି…

ସତ୍ୟମେବ ଜୟତେ୨ ଶୁଟିଂ ଅବସରରେ ଜନ ଆବ୍ରାହମ ଆହତ

ମୁମ୍ବାଇ: ବଲିଉଡ ଅଭିନେତା ଜନ ଆବ୍ରାହାମ ସତ୍ୟମେବ ଜୟତେ୨ ଫିଲ୍ମ ଶୁଟିଂ ଅବସରରେ ଆହତ ହୋଇଛନ୍ତି । ବନାରସରେ ଏହି ଫିଲ୍ମର ଶୁଟିଂ ଚାଲିଥିଲା । ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ପ୍ରାଥମିକ ଉପଚାର ପରେ ତାଙ୍କୁ ପଠାଇ ଦିଆଯାଇଥିଲା । ଏହି ଖବର ପ୍ରସାରିତ ହେବା ପରେ ଜନଙ୍କୁ…

ମେଗାଷ୍ଟାର ଅମିତାଭଙ୍କ ବିରୋଧରେ କବିତା ଚୋରି ଅଭିଯୋଗ

ମୁମ୍ବାଇ: ଚଳଚ୍ଚିତ୍ର ଜଗତର ମହାନାୟକ ଅମିତାଭ ଓ ସୋସିଆଲ ମିଡିଆ ମଧ୍ୟରେ ଥିବା ପ୍ରେମ ସଂପର୍କ ବିଷୟରେ ଅନେକ ଅବଗତ । ଟୁଇଟର୍‌, ଫେସବୁକ୍‌, ଇନଷ୍ଟାଗ୍ରାମ ଓ ବ୍ଲଗ୍‌ରେ ସେ ଅଧିକାଂଶ ସମୟ ସକ୍ରିୟ ରହିଥାନ୍ତି । ବ୍ୟସ୍ତବହୁଳ ସମୟ ମଧ୍ୟରେ ବି ଡିଜିଟାଲ ପ୍ଲାଟଫର୍ମ ଜରିଆରେ ସେ ନିଜ ଫ୍ୟାନଙ୍କ…

ସହରାଞ୍ଚଳ ବିକାଶରେ ଓଡିଶା ହେବ ରୋଲ୍ ମଡେଲ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟର ପ୍ରଥମ ଟାଉନ ପ୍ଲାନିଂ ଯୋଜନାରେ ଆଜି ଭୁବନେଶ୍ବର ଉପକଣ୍ଠର ୪ଟି ଗାଁର ବାସିନ୍ଦାଙ୍କୁ ବିକଶିତ ଅଞ୍ଚଳର ଜମିପଟ୍ଟା ଆବଣ୍ଟନ କରାଯାଇଛି। ତନ୍ମଧ୍ୟରେ ରହିଛି ସହଜପୁର, ନାରଗୋଦା, ସିଜୁପୁଟ ଓ ପାଇକରାପୁର। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ…

ଇସ୍କନ ମନ୍ଦିରରେ ଭଗବାନ ଜଗନ୍ନାଥଙ୍କୁ ଅର୍ପଣ କରାଗଲା ୫୦କିଗ୍ରାର କେକ୍

ମାୟାପୁର: ପଶ୍ଚିମବଙ୍ଗ ସ୍ଥିତ ମାୟାପୁର ଇସ୍କନ ମନ୍ଦିରରେ ଭଗବାନ ଜଗନ୍ନାଥଙ୍କୁ ୫୦ କିଲୋଗ୍ରାମ ଓଜନର କେକ୍ ଅର୍ପଣ କରାଯାଇଛି । ଏହି କେକ୍ ୬.୫ ଫୁଟ ଲମ୍ବା ରହିଥିଲା । ଚକୋଲେଟ, ଭାନିଲା ସମେତ ଅନେକ ପ୍ରକାର କ୍ରୀମର ଏହାକୁ ପ୍ରସ୍ତୁତ କରାଯାଇଥିଲା । ଜଗନ୍ନାଥଙ୍କ ତୁଳସୀ ଅତି ପ୍ରିୟ…

ଜାନୁଆରୀ ୩୧ ଯାଏଁ ଜାରି ରହିବ ଶୀତ ଲହରୀ: ପାଣିପାଗ ବିଭାଗ

ଭୁବନେଶ୍ୱର: ପ୍ରବଳ ଥଣ୍ଡାରେ ଜନସାଧାରଣ ଅସ୍ତବ୍ୟସ୍ତ ହେଉଥିବା ବେଳେ ଜାନୁଆରୀ ୩୧ ଯାଏଁ ପାଣିପାଗ ସ୍ଥିତିରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ବରିଷ୍ଠ ପାଣିପାଗ ବିଶେଷଜ୍ଞ ଭୁବନେଶ୍ୱର ଉମା ଶଙ୍କର…

ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ କାର୍ଯ୍ୟସୂଚୀରେ ପରିବର୍ତନ ହୋଇପାରେ !

ସିଡନୀ: ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ ପୂର୍ବ ନିଦ୍ଧାରିତ କାର୍ଯ୍ୟସୂଚୀରେ ପରିବର୍ତନ ହୋଇପାରେ । କୁଇନ୍ସଲାଣ୍ଡରେ କୋଭିଡ-୧୯ କାୟା ବିସ୍ତାର କରୁଥିବାରୁ ସିଡନୀରେ ହେବାକୁ ଥିବା ତୃତୀୟ ଟେଷ୍ଟ ନେଇ ସନ୍ଦେହ ସୃଷ୍ଟି ହୋଇଛି । ୩ୟ ଟେଷ୍ଟର ବିକଳ୍ପ ଭେନ୍ୟୁ ଭାବେ କ୍ରିକେଟ ଅଷ୍ଟ୍ରେଲିଆ…

ବଡଦିନ ପାଇଁ ପୁରୀ ବେଳାଭୂମିରେ କରୋନା ନେଇ ସଚେତନ କରୁଛି ସାଣ୍ଟା

ପୁରୀ: ବଡଦିନ ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ବେଳାଭୂମିରେ ତିଆରି କରିଛନ୍ତି ସାଣ୍ଟା କ୍ଲଜ୍ । ଚାରିଆଡେ କରୋନା ସଂକ୍ରମଣର ଭୟ ଥିବା ବେଳେ ଏହି ସାଣ୍ଟା ବି କରୋନା ନେଇ ଲୋକଙ୍କୁ ସଚେତନ କରୁଛି । ବାଲିରେ ତିଆରି ଏହି ସାଣ୍ଟା ନିଜେ ମାସ୍କ ଓ ହାତରେ ଗ୍ଲୋବସ୍…